TeachersDay / ଗୁରୁଦିବସରେ ଶିକ୍ଷକଙ୍କୁ କ’ଣ ଲେଖିବେ ଭାବୁଛନ୍ତି କି? ନିଶ୍ଚିତ କାମଦେବ ଏହି ଶୁଭେଚ୍ଛା ବାର୍ତ୍ତାଗୁଡ଼ିକ…
·3 hours ago·2 min read

Key Points
ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ
ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଏବଂ ଜଣେ ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ। ଗୁରୁ ଦିବସ କେବଳ ଏକ ତାରିଖ ନୁହେଁ, ବରଂ ଜୀବନରେ ଆମକୁ ଆଗକୁ ବଢ଼ିବାର ପଥ ଦେଖାଇଥିବା ଶିକ୍ଷକମାନଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ପ୍ରକାଶ କରିବାର ଏକ ସୁଯୋଗ। ଘରେ ମାତା ପିତା ହେଉଛନ୍ତି ସବୁ ଛୁଆମାନଙ୍କର ପ୍ରଥମ ଗୁରୁ। ଦୁନିଆକୁ ଛୁଆଟିକୁ ଯେତେବେଳେ ଆସେ ମା’ ହିଁ ତାକୁ କଥା କହିବାକୁ ଶିଖାଇଥାଏ।
ମାତାପିତାଙ୍କୁ ଛାଡ଼ିଲେ ପରବର୍ତ୍ତୀ ସ୍ଥାନ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କର। ସ୍କୁଲର ଘଣ୍ଟି, ଶ୍ରେଣୀଗୃହରେ ଆଲୋଚନା ଏବଂ ଶିକ୍ଷକଙ୍କ ଶିକ୍ଷା ଜୀବନର ସମସ୍ତ ଦିଗ ଯାହା କେବେ ପୁରୁଣା ହୁଏ ନାହିଁ। ଶିକ୍ଷକମାନେ କେବଳ ପାଠ ପଢ଼ା ବହିର ଜ୍ଞାନ ପ୍ରଦାନ କରନ୍ତି ନାହିଁ ବରଂ ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝାଇ ଆମକୁ ଏକ ଉନ୍ନତ ଜୀବନର ପଥ ମଧ୍ୟ ଦେଖାନ୍ତି। ଗୁରୁଦିବସ ଏକ ବିଶେଷ ଅବସର ଯେତେବେଳେ ଆମେ ଆମର ଶିକ୍ଷକମାନଙ୍କ ପ୍ରତି ଆମର ସମ୍ମାନ ଏବଂ କୃତଜ୍ଞତା ପ୍ରକାଶ କରିପାରିବା। ଯଦି ଆପଣ ମଧ୍ୟ ଏହି ଶିକ୍ଷକ ଦିବସରେ ଆପଣଙ୍କ ପ୍ରିୟ ଶିକ୍ଷକଙ୍କ ପ୍ରତି ଆପଣଙ୍କର ହୃଦୟର କୃତଜ୍ଞତା ପ୍ରକାଶ କରିବାକୁ ଚାହାଁନ୍ତି, ତେବେ ଏହି ସୁନ୍ଦର ବାର୍ତ୍ତାଗୁଡ଼ିକ ସେମାନଙ୍କ ମୁହଁରେ ହସ ଆଣିପାରିବ। ତେବେ ଗୁରୁ ଦିବସରେ ଶିକ୍ଷକଙ୍କୁ କଣ ଲେଖି ଶୁଭକାମନା ଜଣାଇବେ ଆପଣଙ୍କ କିଛି ସୁନ୍ଦର ବାର୍ତ୍ତା…
- ଜଣେ ଶିକ୍ଷକଙ୍କ ଆଶୀର୍ବାଦ ଯେତେବେଳେ ସାଥୀରେ ଥାଏ ପ୍ରତ୍ୟେକ କଷ୍ଟ ଲାଗୁଥିବା ପାଠ ସହଜ ହୋଇଯାଏ। ଆପଣଙ୍କ ଶିକ୍ଷା ଏବଂ ମାର୍ଗଦର୍ଶନ ମୋ ଜୀବନକୁ ଉନ୍ନତ କରିଛି। ଶୁଭ ଗୁରୁ ଦିବସ।
- ଆପଣ ମୋତେ କେବଳ ଶିକ୍ଷା ଦେଇ ନାହାଁନ୍ତି, ବରଂ ଜୀବନ ବଞ୍ଚିବାର ସଠିକ୍ ଉପାୟ ମଧ୍ୟ ଶିଖାଇଛନ୍ତି। ତୁମେ କହିଥିବା ପ୍ରତ୍ୟେକ ଶବ୍ଦ ପାଇଁ ହୃଦୟର ସହିତ ଧନ୍ୟବାଦ। ଗୁରୁ ଦିବସର ଶୁଭେଚ୍ଛା।
- ମୋର ସଫଳତାରେ ତୁମର ଅବଦାନ ସର୍ବଦା ସବୁଠାରୁ ବିଶେଷ ରହିବ। ତୁମର ଆଶୀର୍ବାଦ ଜାରି ରହୁ। ଗୁରୁ ଦିବସର ଶୁଭେଚ୍ଛା।
- ପ୍ରତ୍ୟେକ ଛାତ୍ରଙ୍କର ଜଣେ ଶିକ୍ଷକ ଅଛନ୍ତି ଯାହାକୁ ସେମାନେ କେବେ ଭୁଲିବେ ନାହିଁ। ମୋ ପାଇଁ, ସେହି ଶିକ୍ଷକ ହେଉଛନ୍ତି ଆପଣ। ଗୁରୁଦିବସରେ ଆପଣଙ୍କୁ ଧନ୍ୟବାଦ ଏବଂ ହୃଦୟର ସହିତ ଶୁଭେଚ୍ଛା।
- ତୁମର ଶିକ୍ଷାଦାନ ଶୈଳୀ ଆମକୁ କେବଳ ଜ୍ଞାନ ଦିଏ ନାହିଁ ବରଂ ଜୀବନରେ ସଠିକ୍ ପଥ ମଧ୍ୟ ଦେଖାଏ। ଗୁରୁ ଦିବସର ଶୁଭେଚ୍ଛା।
- ଜଣେ ଶିକ୍ଷକ ହେଉଛନ୍ତି ଏକ ପ୍ରଦୀପ ଯାହା ଅଜ୍ଞତାର ଅନ୍ଧକାରକୁ ଦୂର କରେ ଏବଂ ଜ୍ଞାନର ଆଲୋକ ବିସ୍ତାର କରେ। ଆପଣଙ୍କ ମାର୍ଗଦର୍ଶନ ପାଇଁ ହୃଦୟର ସହିତ ଧନ୍ୟବାଦ।
-ଆପଣ କେବଳ ଆମକୁ ପୁସ୍ତକ ଜ୍ଞାନ ଦେଇନାହଁ, ବରଂ ଜୀବନରେ ସଠିକ୍ ନିଷ୍ପତ୍ତି ନେବା ଏବଂ ଜଣେ ଭଲ ମଣିଷ ହେବା ଶିଖାଇଛନ୍ତି। ଗୁରୁ ଦିବସର ଶୁଭେଚ୍ଛା।

- ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ଆପଣଙ୍କ ବିନା ଶିକ୍ଷା ଅସମ୍ପୂର୍ଣ୍ଣ, ଏବଂ ଆପଣଙ୍କ ବିନା ଉପଯୁକ୍ତ ମାର୍ଗଦର୍ଶନ ଅସମ୍ଭବ। ଗୁରୁ ଦିବସର ଶୁଭେଚ୍ଛା।"
Related Topics
Explore more stories