Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାର ଦୁର୍ଘଟଣାଗସ୍ତ ହେବାପରେ ଅଳ୍ପକେ ବର୍ତ୍ତିଲା ଅଜିତ କୁମାରଙ୍କ ଜୀବନ

Entertainment

କାର ଦୁର୍ଘଟଣାଗସ୍ତ ହେବାପରେ ଅଳ୍ପକେ ବର୍ତ୍ତିଲା ଅଜିତ କୁମାରଙ୍କ ଜୀବନ

Ritu Das
Browse all articles by Ritu Das
·1 year ago
କାର ଦୁର୍ଘଟଣାଗସ୍ତ ହେବାପରେ ଅଳ୍ପକେ ବର୍ତ୍ତିଲା ଅଜିତ କୁମାରଙ୍କ ଜୀବନ

ତାମିଲ ଅଭିନେତା ଅଜିତ କୁମାର ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭିନେତା କିଛିଦିନ ହେବ ଆଗାମୀ ଦୁବାଇ ୨୪ଘଣ୍ଟାର ଦୌଡ଼ରେ ଭାଗ ନେବାକୁ ଦୁବାଇରେ ଅଛନ୍ତି । ମଙ୍ଗଳବାର ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ଅଜିତ କୁମାର ନିଜ କାର ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଛି। ଅଜିତ କୁମାରଙ୍କ କାର ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
-ajit-kumars-life-was-cut-short-after-a-car-accident | Argus News