Videos
|
Entertainment

ପ୍ରସିଦ୍ଧ ବଲିଉଡ ଗାୟକ ସାନ୍ ଙ୍କ ମୁମ୍ବାଇ ସ୍ଥିତ ଘରେ ଲାଗିଲା ନିଆଁ

Banajyotshna Ray
Browse all articles by Banajyotshna Ray
·1 year ago
ପ୍ରସିଦ୍ଧ ବଲିଉଡ ଗାୟକ ସାନ୍ ଙ୍କ ମୁମ୍ବାଇ ସ୍ଥିତ ଘରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ:  ପ୍ରସିଦ୍ଧ ବଲିଉଡ ଗାୟକ ସାନ୍ ଙ୍କ ମୁମ୍ବାଇ ସ୍ଥିତ ଘରେ ଲାଗିଲା ନିଆଁ ...ସାନ ରହୁଥିବା ବିଲ୍ଡିଂ ର ଝରକା ପଟୁ ଧୂଆଁ ବାହାରୁଥିବାର ନଜର ଆସିଛି ....ତେବେ ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀର କମକର୍ତ୍ତା ପହଁଚିଛନ୍ତି...ତେବେ କେଉଁଥିପାଇଁ ନିଆଁ ଲାଗିଛି ତାର କାରଣ ଅସ୍ପଷ୍ଟ ରହିଛି ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fire broke out at singer Shaan's residential building in Mumbai on early Tuesday morning | Argus News