Entertainment News / ୪୩ ବର୍ଷରେ ପୁଣି ତୃତୀୟ ସନ୍ତାନର ପିତାମାତା ହେବେ ଏହି ଅଭିନେତା-ଅଭିନେତ୍ରୀ!
·1 hour ago·2 min read

Key Points
ଗୁରମିତ ଦେବିନା ଏକ ବ୍ଲଗ ମାଧ୍ୟମରେ ନିଜ ପର୍ସନାଲ ଲାଇଫକୁ ନେଇ ଏକ ବଡ଼ ଖବର ଶେୟାର କରିଛନ୍ତି
ଟେଲିଭିଜନ ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରମିତ ଚୌଧୁରୀ ଉଭୟ ଖୁବ ଲୋକପ୍ରିୟ। ଗୁରମିତ ବଲିଉଡରେ ଏଣ୍ଟ୍ରି କରିସାରିଥିବାବେଳେ ଦେବିନା ଏବେ ୟୁଟ୍ୟୁବରେ ଭିଡିଓ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି। କପଲ ୟୁଟ୍ୟୁବ ଜରିଆରେ ଫ୍ୟାନ୍ସମାନଙ୍କ ସହ ଛୋଟ ଛୋଟ କଥା ଶେୟାର କେରିଥାନ୍ତି।
ଗୁରମିତ ଦେବିନା ଏକ ବ୍ଲଗ ମାଧ୍ୟମରେ ନିଜ ପର୍ସନାଲ ଲାଇଫକୁ ନେଇ ଏକ ବଡ଼ ଖବର ଶେୟାର କରିଛନ୍ତି। ଉଭୟ ବ୍ଲଗରେ କହିଛନ୍ତି ଯେ, ଆମେ ଆମର ତୃତୀୟ ସନ୍ତାନ ସହିତ ଖୁବଶୀଘ୍ର ଆସିବୁ। ଏହି କଥା ଶୁଣି ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୪୩ବର୍ଷରେ କଣ ସତରେ ମା’ ହେବେ ଦେବୀନା।
ଦେବିନାଙ୍କ କଥା ଶୁଣି ଗୁରମିତ ମୁହଁ ପୁରା ଯେମିତି ବାହାରକୁ ଚାଲିଆସେ। ଆଉ ସେ ଦେବୀନାଙ୍କୁ ଶୁଭେଚ୍ଛା ଜଣାଇଲେ। ଦେବୀନା କହିଲେ ତୁମକୁ ମଧ୍ୟ ଢେର ସାରା ଶୁଭେଚ୍ଛା।
ଗୁରମିତ ଦେବୀନା ଫ୍ୟାନ୍ସଙ୍କ ସହ କଥା ହୋଇ କହିଛନ୍ତି ଆଜି ଆମେ ଆମ ଫ୍ୟାନ୍ସଙ୍କୁ କିଛି ଲୁଚାଇବାନି। ଏହାପରେ ଏକ ଫଟେ ଦେଖାଇ ଗୁରମିତ କହିଲେ ଯେ, ଦର୍ଶକବନ୍ଧୁ ଖୁବଶୀଘ୍ର ଆମେ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିବାକୁ ଯାଉଛୁ। ଯାହାର ନାଁ ହେଉଛି “ଦେବଗୁରୁ” । ଏହି ନାଁ ଉଭୟ ଦେବୀନା ଏବଂ ଗୁରମିତଙ୍କ ନାଁକୁ ମିଶାଇକି ଦିଆଯାଇଛି। ଏହାପରେ ଦେବୀନା କହିଛନ୍ତି ଗୁରମିତଙ୍କ ଅପକମିଂ ମୁଭି “ତୁମ ମେରେ ହୋ”ର ଟ୍ରେଲର ୟୁଟ୍ୟୁବ ଚାନେଲରେ ରିଲିଜ ହେବ। ଏହି ମୁଭିର ଟିଜର ରିଲିଜ ହୋଇସାରିଛି। ଏହି ଖୁସିଖବର ଦେବାବେଳେ ଦେବୀନା ଏବଂ ଗୁରମିତ ଖୁବ ଇମୋସନାଲ ହୋଇଯାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେବୀନା ଶେଷରେ କହିଛନ୍ତି ଏହି ପ୍ରଡକ୍ସନ ହାଉସ ଆମର ବହୁତ ଦିନର ସ୍ବପ୍ନ। ଆମ ଛୁଆ କହିଲେ ଭୁଲ ହେବନି। ଯେଉଁଭଳି ଆମେ ଆମ ଛୁଆର ମଙ୍ଗଳ କାମନା କରେ। ସେହିଭଳି ଏହି ପ୍ରଡକ୍ସନ ହାଉସ ପାଇଁ ଆମକୁ ଆପଣଙ୍କ ଆଶୀର୍ବାଦ ଦରକାର। ଆମ ବେବିକୁ ଢେରସାରା ଭଲ ପାଇବା ଦେବାକୁ ଅନୁରୋଧ। ଅର୍ଥାତ ଦେବୀନା ପ୍ରେଗନେଣ୍ଟ ନାହାନ୍ତି। ସେ ତାଙ୍କ ପ୍ରଡକ୍ସନ ହାଉସକୁ ନିଜର ତୃତୀୟ ସନ୍ତାନ ବୋଲି କହିଛନ୍ତି।
Related Topics
Explore more stories