Bathrobe Photo Viral / ଇଣ୍ଟରନେଟରେ ନିଆଁ ଲଗାଇଦେଲେ ଅଭିନେତ୍ରୀ: ବାଥରୁମ୍ ଫଟୋ ଭାଇରଲ, ଏମିତି କହୁଛନ୍ତି ପ୍ରଶଂସକ
·2 months ago·2 min read

Key Points
୫୨ ବର୍ଷୀୟା ମଲାଇକାଙ୍କ ବାଥରୁବ୍ ପିନ୍ଧି ଫଟୋ ଭାଇରାଲ
ତାଙ୍କର ବୋଲ୍ଡ ଷ୍ଟାଇଲ୍ ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି
ତାଙ୍କର ବୋଲ୍ଡ ଷ୍ଟାଇଲ୍ ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଅରୋରା। ଦିନକୁ ଦିନ ତାଙ୍କ କ୍ରେଜ ବଢ଼ିବାରେ ଲାଗିଛି। ତାଙ୍କୁ ଯିଏ ବି ଦେଖିବ ସିଏ କେବେ ବି ବିଶ୍ୱାସ କରିପାରିବନି ଯେ, ତାଙ୍କ ବୟସ ୫୨ ବୋଲି। ଅଭିନେତ୍ରୀ ସବୁବେଳେ ଫିଟ୍ ଦେଖାଯାଉଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ କିଛି ଏଭଳି ଫଟୋ ଭାଇରାଲ ହେବାରେ ଲାଗିଛି।ଓଫ୍! ବଲିଉଡର ସୁନ୍ଦରୀ ଦିଭା ମଲାଇକା ଅରୋରାଙ୍କୁ ଦେଖିଲେ କେବଳ ଏତିକି କହିବାକୁ ଇଚ୍ଛା ହୁଏ। ୫୨ ବର୍ଷ ବୟସରେ, ମଲାଇକା ତାଙ୍କର ଚମତ୍କାର ଶୈଳୀ ସହିତ ଯୁବ ସୁନ୍ଦରୀମାନଙ୍କୁ କଡ଼ା ପ୍ରତିଯୋଗିତା ଦିଅନ୍ତି।''
ମଲାଇକାଙ୍କ ଚମତ୍କାର ଫଟୋଗୁଡ଼ିକ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏବେ ଏହି ଅଭିନେତ୍ରୀ ଜଣକ ବାଥରୋବ ପିନ୍ଧି ତାଙ୍କର କିଲ୍ଲର ଲୁକ ଫଟୋ ସେୟାର କରି ଇଣ୍ଟରନେଟର ଭାଇରାଲ ହେବାରେ ଲାଗିଛନ୍ତି। ନୂତନ ଫଟୋରେ ମଲାଇକା ଆରୋରା ଧଳା ବାଥରୋବ୍ ପିନ୍ଧିଥିବାର ଦେଖାଯାଇଛି। ଅଭିନେତ୍ରୀ ଜଣକ ୱାଶରୁମର ଅନେକ କିଲ୍ଲର ଲୁକ ଫଟୋ ସେୟାର କରିଛନ୍ତି।''ମଲାଇକା ୱାଶ୍ ବେସିନ୍ ପାଖରେ ବସି ଏକ ଘାତକ ପୋଜ୍ ଦେଇଥିଲେ। ଅଭିନେତ୍ରୀଙ୍କ ଭାବପ୍ରବଣତା, ସୁନ୍ଦର ଶୈଳୀ ଏବଂ କିଲ୍ଲର ଲୁକ୍ ଦେଖିବା ପରେ ଯେକେହି ପାଗଳ ହୋଇଯାଇପାରନ୍ତି।''
ଏଥିସହ ପଢ଼ନ୍ତୁ: ହିରୋ-ହିରୋଇନଙ୍କ ମଧ୍ୟରେ ଏପରି ହୁଏ... ଗୋବିନ୍ଦାଙ୍କ ଆଫେୟାର୍ସ ଉପରେ ପତ୍ନୀଙ୍କ ବଡ଼ ବୟାନ
ଅଭିନେତ୍ରୀ ଜଣକ ବାଥରୋବ ପିନ୍ଧି ତାଙ୍କର ଗୋଡକୁ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା। ସେ ଚମକଦାର ସୂକ୍ଷ୍ମ ମେକଅପ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ। ମଲାଇକାଙ୍କ ପୂର୍ବତନ ଭାଉଜ ଏବଂ ସୋହେଲ ଖାନଙ୍କ ପୂର୍ବତନ ପତ୍ନୀ ସୀମା ସଜଦେହ ଏକ ଅଗ୍ନି ଇମୋଜି ପୋଷ୍ଟ କରି ଫଟୋଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମଲାଇକାଙ୍କ ହଟନେସ୍ ଦେଖି ପ୍ରଶଂସକମାନେ ମଧ୍ୟ ପାଗଳ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ କିଛି ଦିନ ପୂବେରୁ ବି-ଟାଉନ୍ର ହଟ୍ କପୁଲ ପାଲଟିଥିଲେ ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍ ଡେଟ୍ରେ ଦେଖିବାକୁ ମିଳୁଥିଲା। ଅର୍ବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ଅର୍ଜୁନଙ୍କଠାରୁ ବ୍ରେକ ଅପ୍ ପରେ ମଲାଇକା ଅନ୍ୟ ଜଣେ ମିଷ୍ଟ୍ରି ବୟଙ୍କ ସହ ନଜର ଆସିଥିଲେ। କୁହାଯାଉଥିଲେ ଯେ, ଉଭୟ ଖୁବଶୀଘ୍ର ବିବାହ କରିପାରନ୍ତି।'' କିନ୍ତୁ ଏହା କେତେ ଦୂର ସତ ତାହା ତ ଜଣାନାହିଁ, କିନ୍ତୁ ଅଭିନେତ୍ରୀ ନିଜର ସୁନ୍ଦରତାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories