Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଯୁବ ଅଭିନେତା ସୋହମ ସିଂହଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଯୁବ ଅଭିନେତା ସୋହମ ସିଂହଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

Key Points

ଅଭିନେତା ସୋହମ ସିଂହ ହୃଦ୍‌ଘାତର ଶିକାର ହେବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏବେ ସୋହମଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଭୁବନେଶ୍ଵର: ଓଡ଼ିଆ ଅଭିନେତା ସୋହମଙ୍କୁ ହୃଦ୍‌ଘାତ । ଅଭିନେତା ସୋହମ ସିଂହ ହୃଦ୍‌ଘାତର ଶିକାର ହେବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଘରୋଇ ହସ୍ପିଟାଲ୍‌ରେ ଆଇସିୟୁରେ ସୋହମଙ୍କ ଚିକିତ୍ସା ଚାଲିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଏବେ ସୋହମଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।


ଓଡ଼ିଆ ଫିଲ୍ମ 'ଅଜାତଶତ୍ରୁ', 'ଆଇ ଲଭ୍ ୟୁ ପ୍ରିୟା' ଏବଂ 'ରାଉଡି ରାଜା'ରେ ସୋହମଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ସୋହମଙ୍କ ଅପକମିଂ ଚଳଚ୍ଚିତ୍ର ହେଉଛି 'ଆଲ୍ଲୀ ବଜରଙ୍ଗବାଲି' । ଏବେ ସୋହମ ଶୀଘ୍ର ସୁସ୍ଥ ହେବା ନେଇ ସମସ୍ତେ କାମନା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିଟିପିଏଲ ହାତୱେ (ଡିଜିଟାଲ୍ ଟିଭି ଇଣ୍ଟରନେଟ୍) ପ୍ୟାନ୍ ଇଣ୍ଡିଆ ବିତରକ, ଓଡିଆ ସିନେମାର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ହେଉଛନ୍ତି ସୋହମ ସିଂହ । ଏବେ ସେ ଏକ ଘରୋଇ ଟିଭିରେ 'ହାର୍ଟ ଟୁ ହାର୍ଟ' ନାମକ ସିରିଏଲ୍‌ରେ ନଜର ଆସୁଛନ୍ତି ।

Sponsored
Actor Soham Singh suffers heart attack | Argus News