Bollywood Update / ରିଲେସନସିପରେ ଅଛନ୍ତି ଆହାନ୍ ପାଣ୍ଡେ ଏବଂ ଅନିତ ପଡ୍ଡା !
·9 months ago·2 min read

Key Points
ରିଲେସନସିପରେ ଅଛନ୍ତି ଆହାନ୍ ପାଣ୍ଡେ ଏବଂ ଅନିତ ପଡ୍ଡା !
କରନ୍ ଜୋହର କଲେ କନଫର୍ମ
କରନ୍ ଜୋହର କଲେ କନଫର୍ମ
କିଏ କହୁଛି ମିଛ ଆଉ କିଏ କହୁଛି ସତ। କିନ୍ତୁ କରଣ ଜୋହର କନଫର୍ମ ବୋଲି କହିଛନ୍ତି। ଆଜ୍ଞା ହଁ, ଆମେ କହୁଛୁ ଅଭିନେତା ଆହାନ୍ ପାଣ୍ଡେ ଏବଂ ଅଭିନେତ୍ରୀ ଅନିତା ପଡ୍ଡାଙ୍କ ଲଭ ଷ୍ଟୋରୀ ବିଷୟରେ। ଏହି ଯୋଡିକୁ ପ୍ରଶଂସକ ଖୁବ ଭଲ ପାଇବା ଦେଇଥିବାବେଳେ ଚର୍ଚ୍ଚା ଜୋର ଧରିଛି କି ଦୁହେଁ, ରିୟଲରେ ଡେଟ୍ କରୁଛନ୍ତି। କିନ୍ତୁ କେହି ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବାବେଳେ କରଣ ଜୋହର କିନ୍ତୁ ସବୁ ସତ ବୋଲି କହିଛନ୍ତି। ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ “ସୈୟାରା” ରେ ଦେଖିବାକୁ ମିଳିଥିଲା । ଏହି ଯୋଡିର ନୂତନ ଅନସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ତେବେ ଫିଲ୍ମ ରିଲିଜ୍ ହେବା ପରଠାରୁ ଏହି ଯୋଡିଙ୍କୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି । ଏବେ କିନ୍ତୁ ଏହି ଗୁଜବ ସତ୍ୟ ବୋଲି ପ୍ରମାଣିତ ହୋଇଛି ।
ବାସ୍ତବରେ ଚଳଚ୍ଚିତ୍ର ନିର୍ମାତା କରନ୍ ଜୋହର କନଫର୍ମ କରିଛନ୍ତି ଯେ, ଆହାନ୍ ଏବଂ ଅନିତ ସିରିୟସ୍ ରିଲେସନସିପରେ ଅଛନ୍ତି । କରଣ ଇଙ୍ଗିତ କରିଥିଲେ ଯେ ଆହାନ ପାଣ୍ଡେ ଏବଂ ଅନୀତ ପାଡ୍ଡା ପରସ୍ପରକୁ ଡେଟ୍ କରୁଛନ୍ତି। ସେ କହିଥିଲେ, “ଏପର୍ଯ୍ୟନ୍ତ ସେମାନଙ୍କ ତରଫରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେଣୁ ଯଦି ସେମାନେ ଡେଟିଂ କରିବାକୁ ଯାଉଛନ୍ତି, ତେବେ ମୁଁ ଜାଣିନାହିଁ ଯେ ଏହା ହେବ କି ନାହିଁ । କାରଣ ମୁଁ ଏପର୍ଯ୍ୟନ୍ତ ଯାଞ୍ଚ କରିନାହିଁ।” ନେଟିଜେନମାନଙ୍କ କହିବା ଅନୁସାରେ, କରନ୍ ଏକ ପ୍ରକାରର ଆହାନ-ଅନୀତଙ୍କ ଡେଟିଂକୁ ନିଶ୍ଚିତ କରିଛନ୍ତି। ସେପ୍ଟେମ୍ବରରେ, ମନୋଜ ମାଞ୍ଚୁ ଏବଂ ତେଜା ସଜ୍ଜାଙ୍କ ଫିଲ୍ମ ମିରାଇ ପାଇଁ ମୁମ୍ବାଇର ସାମ୍ବାଦିକ ସମ୍ମିଳନୀରେ, କରଣ ସୈୟାରା ଏବଂ ଆହାନ-ଅନିତଙ୍କ ନୂତନ ଷ୍ଟାରଡମ୍ ବିଷୟରେ କହିଥିଲେ। କରନ୍ ଆହୁରି କହିଥିଲେ, “ନୂଆ ତାରକାଙ୍କ ସହିତ ଅନେକ ଫିଲ୍ମ ରୋମାଞ୍ଚକର ହେବ ।
ଏଥିସହ ପଢ଼ନ୍ତୁ: ରିଲେସନସିପରେକୁ ନେଇ ଆହାନ୍ ପାଣ୍ଡେ ଖୋଲିଲେ ମୁହଁ
କିନ୍ତୁ ସମସ୍ତ ଫିଲ୍ମ “ସୈୟାରା” ହେବ ନାହିଁ। କରଣ “ସୈୟାରା”ର ତାରକା ଅହାନ ପାଣ୍ଡେ ଏବଂ ଅନିତ ପଡ୍ଡାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ, “ସେମାନେ ସୁପରଷ୍ଟାର ନଥିଲେ, ଏବେ ସେମାନେ ସୁପରଷ୍ଟାର ହୋଇଗଲେଣି।”କହିରଖୁଛୁ ଯେ, ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ, ସୈୟାରା ୧୮ ଜୁଲାଇରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟିର ବିଶ୍ୱବ୍ୟାପୀ ସଂଗ୍ରହ ୫୭୦.୬୭ କୋଟି ବୋଲି ରିପୋର୍ଟ କରାଯାଇଥିଲା।ପରବର୍ତ୍ତୀ ‘ଆଇଟି ଯୋଡ଼ି’: କହିରଖୁଛୁ ଯେ, ଗ୍ଲୋବାଲ ସ୍ପୋର୍ଟ୍ସ ଆଇକନ୍ ସାନିଆ ମିର୍ଜାଙ୍କ ସହ ତାଙ୍କ ପଡକାଷ୍ଟ “ସର୍ଭିଂ ଇଟ୍ ଅପ୍ ୱିଥ୍ ସାନିଆ” ରେ କଥାବାର୍ତ୍ତା କରିବା ସମୟରେ ଫିଲ୍ମ ନିର୍ମାତା କରନ୍ ଜୋହର ଆହାନ-ଅନୀତଙ୍କୁ ‘ଆଇଟି ଯୋଡ଼ି’ ବୋଲି କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପ୍ଟେମ୍ବରରେ, ମନୋଜ ମାଞ୍ଚୁ ଏବଂ ତେଜା ସଜ୍ଜାଙ୍କ ଫିଲ୍ମ ମିରାଇ ପାଇଁ ମୁମ୍ବାଇର ସାମ୍ବାଦିକ ସମ୍ମିଳନୀରେ, କରଣ ସୈୟାରା ଏବଂ ଆହାନ-ଅନିତଙ୍କ ନୂତନ ଷ୍ଟାରଡମ୍ ବିଷୟରେ କହିଥିଲେ।ସେ କହିଥିଲେ, “ପ୍ରତ୍ୟେକ ଫିଲ୍ମର ନିଜସ୍ୱ ଭାଗ୍ୟ ଏବଂ କାହାଣୀ ଥାଏ। କେତେବେଳେ ବଡ଼ ଷ୍ଟାରଙ୍କ ସହିତ ଫିଲ୍ମ ଭଲ ହୁଏ, ଆଉ କେତେବେଳେ ନୂଆ ମୁହଁ ସଫଳ ହୁଏ। କିନ୍ତୁ କୌଣସି ଫର୍ମୁଲା ନାହିଁ। ଆଜି, ସମସ୍ତ ଅଭିନେତା ଫିଲ୍ମର ଦୃଷ୍ଟିକୋଣ ସହିତ ଜଡିତ। ଦୁହେଁ ଭଲ ଅଭିନୟ କରିଛନ୍ତି, ଯେଉଁଥି ପାଇଁ ଫିଲ୍ମଟି ସୁପରହିଟ୍ ହୋଇପାରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories