Amrapali Dubey Controversy / କ୍ୟାମେରା ସାମ୍ନାରେ କାନ୍ଦିଲେ ଆମ୍ରପାଲି ଦୁବେ…ମୋଟି କହିବାରୁ ଭାଙ୍ଗିପଡ଼ିଲେ ଭୋଜପୁରୀ କୁଇନ୍
·1 hour ago·2 min read

Key Points
ଭୋଜପୁରୀ ବବାଲର ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଯେଉଁଥିରେ ଆମ୍ରପାଲି ଖୁବ ଜୋରରେ କାନ୍ଦୁଛନ୍ତି...
ଆମ୍ରପାଲି ଦୁବେ ଏବଂ ନିରହୁଆ ଉଭୟ ଭୋଜପୁରୀ ଜଗତର ଲୋକପ୍ରିୟ କଳାକାର। ନିରହୁଆ ଏବଂ ଆମ୍ରପାଲିଙ୍କ ଯୋଡ଼ିକୁ ଫ୍ୟାନ୍ସ ମାନେ ଢେର ସାରା ଭଲ ପାଇବା କେବେ ଠୁ ଦେଇ ଆସୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଉଭୟ ଏବେ ଏକ ଶୋ’ରେ ଧମାକା କରିବାକୁ ଆସୁଛନ୍ତି। ଶୋ’ରେ ଦୁହିଁଙ୍କ ରିୟଲ ଲାଇଫର ଝଲକ ଦେଖିବାକୁ ମିଳିବ। ଭୋଜପୁରୀ ବବାଲର ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଯେଉଁଥିରେ ଆମ୍ରପାଲି ଖୁବ ଜୋରରେ କାନ୍ଦୁଛନ୍ତି। ଆସନ୍ତୁ ଜାଣିବା ଏମିତି କଣ ହେଲା ଯେ, ଭୋଜପୁରୀ କୁଇନ କ୍ୟାମେରା ସାମ୍ନାରେ କାନ୍ଦୁଛନ୍ତି।
ଜିଓ ହଟଷ୍ଟାରରେ “ଭୋଜପୁରୀ ବବାଲ” ଶୋ’ର ଲାଟେଷ୍ଟ ଭିଡିଓ ଶେୟାର କରାଯାଇଛି। ପ୍ରୋମୋର ଆରମ୍ଭ ଆମ୍ରପାଲିଙ୍କ ଗ୍ଲାମର୍ସ ଅନ୍ଦାଜରୁ ହୋଇଛି। ପ୍ରଥମେ ଆମ୍ରପାଲିଙ୍କ ଧମାକେଦାର ଏଣ୍ଟ୍ରି ହୋଇଛି। ତାଙ୍କ ମା’ଙ୍କର ମଧ୍ୟ ଏଣ୍ଟ୍ରି ହୋଇଛି। ନିରହୁଆ ତାଙ୍କୁ କହୁଛନ୍ତି କି ତୁମେ ଦେଖିବାକୁ ଖୁବ ସୁନ୍ଦର। କିନ୍ତୁ ତାଙ୍କ ମା’ କହିଛନ୍ତି କି ତୁମେ ତୁମ ସ୍ବାସ୍ଥ୍ୟକୁ ଟିକେ ଧ୍ୟାନ ଦିଅ। ବହୁତ ମୋଟି ହୋଇଗଲଣି।
ମା’ଙ୍କର ଏଭଳି କଥା ଶୁଣି ଆମ୍ରପାଲିଙ୍କୁ ଭାରି ଖରାପ ଲାଗିଛି। ୨୪ଘଣ୍ଟା ମଧ୍ୟରେ କିଏ ନା କିଏ ଓଜନକୁ ନେଇ ଥଟ୍ଟା କରୁଛନ୍ତି। ତାଙ୍କର ଏହି ଭିଡିଓ ଦେଖିବାପରେ ଫ୍ୟାନ୍ସମାନେ ଶୋ’ ଦେଖିବାକୁ ଖୁବ ଏକ୍ସାଇଟେଡ ଅଛନ୍ତି।
ଜଣେ ଫ୍ୟାନ୍ସ ଲେଖିଛନ୍ତି ଏବେ ଦେଖିବାକୁ ମିଳିବ ଭୋଜପୁରୀ ଅଭିନେତ୍ରୀଙ୍କ ରିୟଲ ଲାଇଫ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆପଣ ବହୁତ ସୁନ୍ଦର। ଆଉ ଜଣେ ଲେଖିଛନ୍ତି ଆପଣ ଯେମିତି ବି ଅଛନ୍ତି ବହୁତ ସୁନ୍ଦର ଅଛନ୍ତି। ଆଉ କିଛି ଜଣ କହିଛନ୍ତି ଜେଜେମା’ କାନ୍ଦନ୍ତୁନି, ଆମକୁ ଖରାପ ଲାଗୁଛି। ଆଉ କିଛି ଫ୍ୟାନ୍ସ କହିଛନ୍ତି ସତରେ ଶୋ’ ମଜେଦାର ହେବାକୁ ଯାଉଛି। ପ୍ରୋମୋ ଦେଖିବାପରେ ଆମ୍ରପାଲିଙ୍କୁ ଫ୍ୟାନ୍ସଙ୍କ ପକ୍ଷରୁ ବହୁତ ସାରା ଭଲ ପାଇବା ମିଳୁଛି।
“ଭୋଜପୁରୀ ବବାଲ” କଥା କହିବାକୁ ଗଲେ, ଏହି ଶୋ’ ଅଗଷ୍ଟ ୨ରେ ଷ୍ଟ୍ରିମିଂ ହେବାକୁ ଯାଉଛି। ଏହି ଶୋ’କୁ ଆପଣ ଜିଓ ହଟଷ୍ଟାର ଏବଂ କଲର୍ସ ଟିଭିରେ ଦେଖିପାରିବେ। ଶୋ’ରେ ପବନ ସିଂ, ତେଜପ୍ରତାପ ଯାଦବ ଏବଂ କାଜଲ ରାଘବାନି ମଧ୍ୟ ଲିଡ ରୋଲରେ ନଜର ଆସିବେ।
- ଓଜନ ବଢ଼ିବାକୁ ନେଇ କାନ୍ଦିଲେ ଆମ୍ରପାଲି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories