Emraan Hashmi / ୧୯ ବର୍ଷ ପରେ ଫେରିଲେ ଶିବମ ପଣ୍ଡିତ…. ‘ଆୱାରାପାନ 2’ ଟିଜରରେ ଛାଇଗଲେ ଇମ୍ରାନ ହାସମୀ
·2 months ago·2 min read

Key Points
ଇମ୍ରାନ ହାସମୀ "ଆୱାରାପାନ 2" ରେ ଶିବମ ପଣ୍ଡିତ ବଡ଼ କମବ୍ୟାକ କରିବାକୁ ଯାଉଛନ୍ତି, ଯାହାଙ୍କୁ ବହୁତ ସାରା ଫ୍ୟାନ୍ସ ଚାହିଁ ବସିଥିଲେ।
ଇମ୍ରାନ ହାସମୀ "ଆୱାରାପାନ 2" ରେ ଶିବମ ପଣ୍ଡିତ ବଡ଼ କମବ୍ୟାକ କରିବାକୁ ଯାଉଛନ୍ତି, ଯାହାଙ୍କୁ ବହୁତ ସାରା ଫ୍ୟାନ୍ସ ଚାହିଁ ବସିଥିଲେ। 2007 ର କଲ୍ଟ କ୍ଲାସିକ୍ "ଆୱାରାପାନ" ର ସିକ୍ୱେଲ୍ ଅଟେ। ଏବେ, ପ୍ରତିଶ୍ରୁତି ଅନୁଯାୟୀ, ନିର୍ମାତାମାନେ ପ୍ରଥମ କିସ୍ତିର 19 ବର୍ଷ ପୂର୍ତ୍ତି ଅବସରରେ 29 ଜୁନ୍ 2026 ରେ ରୋମାଣ୍ଟିକ ଡ୍ରାମାର ଟିଜରକୁ ଆନୁଷ୍ଠାନିକ ଭାବରେ ରିଲିଜ୍ କରିଛନ୍ତି।
ମୁଭି ଟିଜରର ଆରମ୍ଭ ଇମରାନ ହାସମୀଙ୍କ ଠାରୁ ଆରମ୍ଭ ହେଉଛି। ସେ ବାଇକ୍ ଚଲାଇ ଏକ ଦମଦାର୍ ଡାଇଲଗ୍ କହୁଛନ୍ତି। କିଛି ଲୋକଙ୍କ କାହାଣୀ ତାଙ୍କ ଇଚ୍ଛାରେ ଶେଷ ହୁଏନି। ତାଙ୍କ କାହାଣୀ ଅନ୍ୟ ପାଇଁ ଲେଖା ହୋଇଥାଏ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହାପରେ ତାଙ୍କୁ ଆୱାରପନରେ ଶ୍ରିୟା ସରନଙ୍କ ଚରିତ୍ର ଆଲିଆ ହମିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦର୍ଶାଯାଇଛି।
ଏହାସହ ପଢ଼ନ୍ତୁ: ଗୌରବ ଖନ୍ନା-ଆକାଂକ୍ଷାଙ୍କ ଛାଡପତ୍ର ଖବରରେ ନୂଆ ଟ୍ୱିଷ୍ଟ… ବାପା ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ବିସ୍ଫୋରକ ଅଭିଯୋଗ
'ଆୱାରାପନ 2'ର ଟିଜର ବ୍ୟାକଗ୍ରାଉଣ୍ଡରେ ତୋ ଫିର ଆଓ ଗୀତ ବାଜୁଛି। ଟିଜରରେ ଦିଶା ପଟାନୀ, ଶବାନା ଆଜମୀ ଏବଂ ଆଉ କିଛି କଳାକାରଙ୍କ ଝଲକ ଦେଖିବାକୁ ମିଳୁଛି। 'ଇସ ବାର୍ ୟା ତୋ ୟେ ଆୱାରାପନ ଖତମ ହୋଗା ୟା ମୈ' ଡାଇଲଗ୍ ସହ ଟିଜରଟି ଶେଷ ହେଉଛି। ତେବେ ଇମରାନଙ୍କ ଫ୍ୟାନ୍ସ ତାଙ୍କୁ ପୁଣି ଥରେ ଶିବମ ପଣ୍ଡିତ ଭୂମିକାରେ ଦେଖି ଉତ୍ସାହିତ ଅଛନ୍ତି। କମେଣ୍ଟ ସେକ୍ସନରେ କେବଳ ତାଙ୍କର ଚର୍ଚ୍ଚା ହେଉଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଟିଜର ଆଉ ୧୦ ଥର ଦେଖିବି। ଅନ୍ୟ ଜଣେ ଲେଖିଛନ୍ତି ଯେ, ଆମ ସୈୟାରା ତ ଏଇଠି ଅଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଏବେ ଦିୱାନୀ ଛାଇଯିବ।
- ଆସନ୍ତୁ ଏଠାରେ ଟିଜର ଉପରେ ନଜର ପକାଇବା।

- ଇମରାନ ହାସମୀଙ୍କ ଫ୍ୟାନ୍ସମାନେ ଭାରି ଖୁସି
'ଆୱାରାପନ 2'ର ଟିଜର ବ୍ୟାକଗ୍ରାଉଣ୍ଡରେ ତୋ ଫିର ଆଓ ଗୀତ ବାଜୁଛି। ଟିଜରରେ ଦିଶା ପଟାନୀ, ଶବାନା ଆଜମୀ ଏବଂ ଆଉ କିଛି କଳାକାରଙ୍କ ଝଲକ ଦେଖିବାକୁ ମିଳୁଛି। 'ଇସ ବାର୍ ୟା ତୋ ୟେ ଆୱାରାପନ ଖତମ ହୋଗା ୟା ମୈ' ଡାଇଲଗ୍ ସହ ଟିଜରଟି ଶେଷ ହେଉଛି। ତେବେ ଇମରାନଙ୍କ ଫ୍ୟାନ୍ସ ତାଙ୍କୁ ପୁଣି ଥରେ ଶିବମ ପଣ୍ଡିତ ଭୂମିକାରେ ଦେଖି ଉତ୍ସାହିତ ଅଛନ୍ତି। କମେଣ୍ଟ ସେକ୍ସନରେ କେବଳ ତାଙ୍କର ଚର୍ଚ୍ଚା ହେଉଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଟିଜର ଆଉ ୧୦ ଥର ଦେଖିବି। ଅନ୍ୟ ଜଣେ ଲେଖିଛନ୍ତି ଯେ, ଆମ ସୈୟାରା ତ ଏଇଠି ଅଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଏବେ ଦିୱାନୀ ଛାଇଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୯ ବର୍ଷ ତଳର ଆୱାରାପନର କାହାଣୀ
ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ଇମରାନ ହାସମୀ ଏବଂ ଶ୍ରେୟା ସରନ ମୁଖ୍ୟ ଭୂମିକାରେ ଥିଲେ। ୨୦୦୭ ଜୁନ୍ ୨୯ରେ ରିଲିଜ୍ ହୋଇଥିବା ଫିଲ୍ମକୁ ସେହି ସମୟରେ ଏତେ ଲୋକପ୍ରିୟତା ମିଳିନଥିଲା। ହେଲେ ପରେ ଏହାକୁ କଲ୍ଟ ଷ୍ଟାଟସ୍ ମିଳିଲା। ଫିଲ୍ମର ଗୀତ ଗୁଡ଼ିକ ଆଜିବି ଲୋକଙ୍କ ନିକଟରେ ଆଦୃତି ଲାଭ କରିଛି। ଫିଲ୍ମରେ ଶିବମ ପଣ୍ଡିତ ଜଣେ କଣ୍ଟ୍ରାକ୍ଟ କିଲର। ତାଙ୍କୁ ତାଙ୍କ ବସ୍ ଙ୍କ ଗର୍ଲଫ୍ରେଣ୍ଡଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ହେଲେ ଉକ୍ତ ଯୁବତୀ ଜଣଙ୍କ ସେକ୍ସ ଟ୍ରାଫିକିଂର ଶିକାର ହୋଇଥିବା ଜାଣିବା ପରେ ଶିବମ ତାଙ୍କୁ ତାଙ୍କ ପ୍ରେମିକ ସହ ଦେଖା କରାଇବା କାମରେ ଲାଗି ପଡୁଛନ୍ତି। ସେହି ଯୁବତୀଙ୍କୁ ମୁକ୍ତ କରିବା ପାଇଁ ସେ ପୁରା ଦମ୍ ଲଗାଇ ଦେଉଛନ୍ତି।
Related Topics
Explore more stories