Tejasswi Prakash / ମିଠା ଖୁଆଇ ଭାରତୀ ଖୋଲିଲେ ରହସ୍ୟ, କହିଲେ ତେଜସ୍ୱୀ ହେବେ ମା'...
·8 months ago·2 min read

Key Points
ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଟେଲି ଅଭିନେତ୍ରୀ ତେଜସ୍ୱୀ
ଭାରତୀ ଖୋଲିଲେ ସବୁ ରହସ୍ୟ
ଭାରତୀ ଖୋଲିଲେ ସବୁ ରହସ୍ୟ
ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଟେଲି ଅଭିନେତ୍ରୀ ତଥା ବିଗ୍ ବସ୍ ଫେମ୍ ତେଜସ୍ୱୀ ପ୍ରକାଶ। କିନ୍ତୁ ବଡ଼ କଥା ହେଉଛି କି ବିବାହ ନକରି ପ୍ରେଗନେଣ୍ଟ ହେଲେ ତେଜସ୍ୱୀ। ୯ ବର୍ଷ ବଡ଼ ଅଭିନେତା କରଣ କୁନ୍ଦ୍ରାଙ୍କୁ ଡେଟ୍ କରୁଥିବାବେଳେ ବିବାହ ନକରି ଫ୍ୟାନ୍ସଙ୍କୁ ଖୁସି ଖବର ଦେବେ ଅଭିନେତ୍ରୀ ବୋଲି ଚର୍ଚ୍ଚା ଜୋର ଧରିଛି। କମେଡି କ୍ୱିଇନ୍ ଭାରତୀ ସିଂ ଖୋଲିଲେ ଗୁମର। ମିଠା ଖୁଆଇ କହିଲେ ଶୀଘ୍ର ମା' ହୋଇଯାଅ। ତେବେ ଏହା ସତ କି ମିଛ ସେନେଇ ତେଜସ୍ୱୀ କି କରଣ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଫ୍ୟାନ୍ସ ଜାଣିବାକୁ ଚାହୁଁଛନ୍ତି ଏହା ସତ କି ?
ପ୍ରକୃତ କଥା ହେଲା, କମେଡି କୁଇନି ଭାରତୀ ୧୯ ଡିସେମ୍ୱରରେ ପୁଣି ଥରେ ମା' ହୋଇଥିଲେ। ଡେଲିଭରି ପୂର୍ବରୁ 'ଲାଫଟର ସେଫ୍' ସେଟରେ ତାଙ୍କର ଗୋଦଭରାଇ କରାଯାଇଥିଲା। ସେହି ଏପିସୋଡରେ ଭାରତୀଙ୍କର ବେବି ସାଓ୍ୱର ସେଲିବ୍ରେସନ ଦେଖିବାକୁ ମିଳିଥିଲା। ଭାରତୀଙ୍କୁ ସମସ୍ତେ ସୋ'ରେ ଖୁବ ଉପହାର ଦେଇଥିଲେ।ସମସ୍ତେ ଖୁବ ମଜା ମସ୍ତି କରିଥିଲେ ସୋ'ରେ। ଏହି ସୋ'ର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ଭାରତୀ ନିଜ ହାତରେ ତେଜସ୍ୱୀ ପ୍ରକାଶଙ୍କୁ ମିଠା ଖୁଆଇଛନ୍ତି।
ଏଥିସହ ପଢ଼ନ୍ତୁ: କେମିତି ବିମାନବନ୍ଦରରେ ପଡ଼ିଗଲେ ବିଜୟ ? ଭାଇରାଲ ହେଉଛି ଭିଡିଓ
ଏହାସହ ଭାରତୀ କହିଛନ୍ତି ଯେ, ଏହାକୁ ଖାଇବା ପରେ ଗର୍ଭବତୀ ହୋଇଯିବ। କରଣ ତ ବହୁତ ବ୍ୟସ୍ତ ରହୁଛନ୍ତି। ତେଜସ୍ୱୀ ଭାରତୀଙ୍କୁ ପଚାରିଲେ ଯେ, ତାହେଲେ ମୁଁ କାହା ଛୁଆର ମା' ହେବି। ଜବାବରେ ଭାରତୀ କହିଲେ ଯେ-କାଜୁ। ଏହା ଶୁଣିବା ପରେ ତେଜସ୍ୱୀ ଆଶ୍ଚର୍ଯ୍ୟ ହୋଇଗଲେ। କାଜୁ ହେଉଛନ୍ତି ଭାରତୀଙ୍କର ଦ୍ୱିତୀୟ ସନ୍ତାନ। ଯିଏ ଏବେ ଜନ୍ମ ହୋଇଛନ୍ତି। ଏହା ଶୁଣିବା ପରେ ଦେବିନା କହିଲେ, ଆଗକୁ ଖୁସିଖବର ଦେବେ ତେଜସ୍ୱୀ। ଏହା କହିବା ପରେ ଦେବିନା ଖୁସିରେ ନାଚିବାକୁ ଲାଗିଲେ। କ୍ରିଷ୍ଣା ମଧ୍ୟ ତେଜସ୍ୱୀଙ୍କୁ ଥଟା କରିଥିଲେ। ଏହାସହ କହିଥିଲେ ଯେ, ମାକ୍ରେଟକୁ ଛୋଟ ଛୋଟ ହିରୋ ହିରୋଇନ୍ ଆସିବେ। ଏହା ଶୁଣିବ ପରେ ତେଜସ୍ୱୀ ଏବଂ କରଣ ହସି ହସି ଗଡ଼ିଗଲେ। ସେଟ୍ରେ ଖୁବ ଅଧିକ ମଜା ମସ୍ତି ହୋଇଥିଲା। କରଣ ଏବଂ ତେଜସ୍ୱୀ ବହୁତ ଦିନ ହେବ ଡେଟ୍ କରୁଛନ୍ତି। ଦୁହେଁ ଲିଭ ଇନ୍ରେ ରହୁଛନ୍ତି। ଫ୍ୟାନ୍ସମାନେ ବି ଚାହୁଁଛନ୍ତି କି ଦୁହେଁ ଶୀଘ୍ର ବିବାହ କରିନିଅନ୍ତୁ। ତେବେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories