Bollywood / ସିରିଏଲରୁ ସିଧା ବଲିଉଡରେ ଏଣ୍ଟ୍ରି କରିବେ ଗୌରବ ଖନ୍ନା
·7 months ago·2 min read

Key Points
ବଲିଉଡରେ ଏଣ୍ଟ୍ରି କରିବେ ଟିଭି ସୁପରଷ୍ଟାର ଗୌରବ ଖନ୍ନା
ସଲମାନ୍ ଖାନ୍ ଦେଲେ ଅଫର
ସଲମାନ୍ ଖାନ୍ ଦେଲେ ଅଫର
କଲର୍ସ ଟିଭିର ପପୁଲାର ରିଆଲିଟି ଶୋ "ବିଗ୍ ବସ୍" । ଏହି ଶୋ'ର ଦମ୍ଦାର ଭଏସ ସମସ୍ତଙ୍କ ପସନ୍ଦ। ଏହି ସ୍ୱର "ବିଗ୍ ବସ୍" ଆନାଉନ୍ସର ବିଜୟ ବିକ୍ରମ ସିଂହଙ୍କର। ତାଙ୍କର ଗଭୀର ଏବଂ ପ୍ରଭାବଶାଳୀ ସ୍ୱର ଏହି ଶୋ'ର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସେଲିବ୍ରିଟି ମାଷ୍ଟର ସେଫ୍ ଜିତିବା ପରେ ବର୍ତ୍ତମାନ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍ ୧୯'ରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଟିଭି ସୁପରଷ୍ଟାର ଗୌରବ ଖନ୍ନା। ନିଖୁଣ ଅଭିନୟ ଘରେ ଘରେ ପରିଚିତ। ଅନୁପମା ଧାରାବାହିକ ଅନୁଜ ଚରିତ୍ର ଦର୍ଶକଙ୍କ ହୃଦୟରେ ଏକ ନିଆରା ଛାପ ଛାଡ଼ିଥିଲେ। ତାପରେ ଗୌରବଙ୍କ ପାଖରେ କେବଳ ଅଫର ହିଁ ଅଫର। ଖୁସିର କବର ଏବେ ତାଙ୍କ ପାକରେ କାମର କୌଣସି ଅଭାବ ନାହିଁ ଆଉ ଛୋଟ ପରଦାରୁ ବଡ଼ ପରଦାକୁ ମିଳିଛି ଚାନ୍ସ।
ଏହି ୱିକେଣ୍ଡ କା ୱାର ଏପିସୋଡ୍ ସମୟରେ, ସଲମାନ୍ ବିଗବସ୍ ଘରର ମେମ୍ବରଙ୍କୁ ଗୌରବ ଖାନାଙ୍କ ଆଚରଣ ଏବଂ ଖେଳ ବିଷୟରେ ସେମାନଙ୍କର ମତାମତ ବାଣ୍ଟିବାକୁ କହିଲେ। ଅନେକ ତାଙ୍କୁ କପଟୀ, ପ୍ରତାରକ କିମ୍ବା ଅତ୍ୟଧିକ ରଣନୀତିକ ବୋଲି ଅଭିଯୋଗ କରିଥିଲେ। ସଲମାନ ହସ୍ତକ୍ଷେପ କରି ଗୌରବଙ୍କ ଶାନ୍ତ ଏବଂ ସଂଯମ ଆଚରଣକୁ ପ୍ରଶଂସା କଲେ। ସେ ଗୌରବଙ୍କୁ କହିଲେ, "ଯଦି ଏହା ତୁମର ରଣନୀତି, ତେବେ ଗୌରବ ଖାନାଙ୍କ ପ୍ରତି ପ୍ରଶଂସା, କାରଣ ଏହି ପରିବେଶରେ ଧର୍ଯ୍ୟ ବଜାୟ ରଖିବା ପ୍ରାୟ ଅସମ୍ଭବ... ଭାଇ ତୁମକୁ ହାଟ୍ସ ଅଫ୍।"
ଏହା ପରେ, ଗୌରବ ଖନ୍ନା କହିଥିଲେ, " ସଲମାନଙ୍କ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା। ସଲମାନ ଖାନ କହିଦେଲେ, ଏହା ମୋ ପାଇଁ ବଡ଼ କଥା।"
ବିଗ୍ ବସ୍ ୧୯ର ହୋଷ୍ଟ ଏବଂ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ୱିକେଣ୍ଡ୍ କା ୱାରରେ ଗୌରବ ଖାନ୍ନାଙ୍କ ପ୍ରଚୁର ପ୍ରଶଂସା କରିଥିଲେ। ସଲମାନ ଖାନ କହିଛନ୍ତି, "ତାଙ୍କ ସ୍ତ୍ରୀ ତାଙ୍କୁ ସମ୍ମାନ କରନ୍ତି। ତାଙ୍କ ବାପା ମା’ ତାଙ୍କୁ ନେଇ ଗର୍ବିତ । ତାଙ୍କ ବନ୍ଧୁମାନେ ବି ତାଙ୍କ କାମତକୁ ବହୁତ ସମ୍ମାନ କରନ୍ତି। କୋ ଆର୍ଟିଷ୍ଟ ତାଙ୍କ ସହ କାମ କରିବାକୁ ଭଲ ପାଆନ୍ତି। ପ୍ରକୃତରେ, "ମୁଁ ବି ତାଙ୍କ ସହିତ କାମ କରିବାକୁ ଭଲ ପାଇବି। ଆଉ ମୁଁ ବି ଖୁବଶୀଘ୍ର ଗୌରବଙ୍କ ସହ କାମ କରିବି।" ଏହା ଶୁଣି ଗୌରବ ଖାନ୍ନା ଟିକେ ଭାବପ୍ରବଣ ହୋଇଗଲେ ଏବଂ ସଲମାନ ଖାନଙ୍କୁ ଧନ୍ୟବାଦ ଦେଲେ।
ବିଗ୍ ବସ୍ ୧୯ର ବିଜେତା କିଏ ହେବ ସେ ବିଷୟରେ ବହୁତ କଳ୍ପନାଜଳ୍ପନା ଚାଲିଛି । ଏହି ସପ୍ତାହରେ ଗୌରବ ଖାନ୍ନା ଭଲ ଖେଳୁଛନ୍ତି। ଫାଇନାଲ୍ ପୂର୍ବରୁ ମାତ୍ର ସପ୍ତାହ ଥିବାରୁ, ପ୍ରଶଂସକମାନେ ବର୍ଦ୍ଧିତ ନାଟକ, ମୁକାବିଲା ଏବଂ ଟ୍ରଫି ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଆଶା କରିପାରିବେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories