Govinda Statement / ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗ ଉପରେ ମୁହଁ ଖୋଲିଲେ...
·7 months ago·2 min read

Key Points
ବଲିଉଡର ମୋଷ୍ଟ ଚର୍ଚ୍ଚିତ କପଲ ପତ୍ନୀ ସୁନିତା ଆହୁଜା ତାଙ୍କ ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ଉପରେ ବାରମ୍ବାର ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି।
ବଲିଉଡର ମୋଷ୍ଟ ଚର୍ଚ୍ଚିତ କପଲ ପତ୍ନୀ ସୁନିତା ଆହୁଜା ତାଙ୍କ ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ଉପରେ ବାରମ୍ବାର ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଏଥର, ବଲିଉଡ ସୁପରଷ୍ଟାର ଗୋବିନ୍ଦା ସମସ୍ତ ଅଭିଯୋଗର ଖୋଲାଖୋଲି ଜବାବ ଦେଇଛନ୍ତି।
ଗୋବିନ୍ଦା ତାଙ୍କ ନୀରବତା ଭାଙ୍ଗିଛନ୍ତି
ଗୋବିନ୍ଦା କହିଛନ୍ତି, "ମୁଁ ବର୍ତ୍ତମାନ ଅନୁଭବ କରିଛି ଯେ ଯେତେବେଳେ ଆମେ ନୀରବ ରହୁ, ଆମେ ଅନ୍ୟମାନଙ୍କ ନିକଟରେ ଦୁର୍ବଳ ଦେଖାଯାଉ କିମ୍ବା ଅନେକ ଲୋକ ଭାବନ୍ତି ଯେ ଆମେ ସବୁଠାରୁ ବଡ଼ ସମସ୍ୟା। ସେଥିପାଇଁ ମୁଁ ଆଜି ଏସବୁର ଜବାବ ଦେଉଛି। ମୋ ପରିବାରର ସଦସ୍ୟମାନେ ଅଜାଣତରେ ଏସବୁରେ ଜଡିତ ହୋଇପାରନ୍ତି। ଆଗକୁ ମୋ ପରିବାର ପ୍ରତି ଏକ ବଡ଼ ସମସ୍ୟା ଆସିପାରେ। ସେମାନେ ଜାଣି ପାରୁ ନାହାନ୍ତି ଯେ, ସେମାନଙ୍କୁ ଏକ ବଡ଼ ଷଡ଼ଯନ୍ତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବହାର କରାଯାଉଛି।"
ପରିବାରକୁ ଟାର୍ଗେଟ କରାଯାଉଛି
ଗୋବିନ୍ଦା ଦୁଃଖ ପ୍ରକାଶ କରି କହିଛନ୍ତି ଯେ ସେ କେବେ ତାଙ୍କ ସ୍ତ୍ରୀ କିମ୍ବା ପରିବାର ବିରୁଦ୍ଧରେ କୌଣସି କଥା କୁହନ୍ତି ନାହିଁ। ସେ ଚାହାଁନ୍ତି ଯେ ଲୋକମାନେ ସତକୁ ବୁଝିପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜେ ଅନେକ ଫିଲ୍ମ ମନା କରିଛନ୍ତି, କିନ୍ତୁ କେବେ ଫିଲ୍ମ ଛାଡ଼ିଥିବାରୁ ଦୁଃଖ ପ୍ରକାଶ କରିନାହାନ୍ତି। କିନ୍ତୁ ଏବେ ସେ ତାଙ୍କ ପରିବାର ସମ୍ବନ୍ଧୀୟ ପ୍ରସଙ୍ଗରେ ଚୁପ୍ ରହିପାରିବେ ନାହିଁ।
ସୁନୀତାଙ୍କ ଅଭିଯୋଗ
ସୁନୀତା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ "୬୩ ବର୍ଷ ବୟସରେ, ଏପରି ବ୍ୟବହାର କରିବା ଉଚିତ୍ ନୁହେଁ।" ସେ ପରୋକ୍ଷରେ ଜଣେ ମହିଳାଙ୍କ ନାମ ମଧ୍ୟ ନେଇଥିଲେ ଏବଂ ଅଭିଯୋଗ କରିଥିଲେ ଯେ ସେ ଗୋବିନ୍ଦଙ୍କୁ ସେ ଝିଅ ବ୍ଲାକମେଲ୍ କରୁଥିଲେ। ଗୋବିନ୍ଦାଙ୍କର ଜଣେ ଝିଅ ସହ ଆଫେୟାର୍ସ ଚାଲିଛି। ସୁନୀତା ଆଉ ମଧ୍ୟ କହିଥିଲେ ଯେ, ୟଶ ଏବଂ ଟୀନା ପାଇଁ ଗୋବିନ୍ଦା କେବେ କିଛି କରିନାହାନ୍ତି। ତଥାପି, ଗୋବିନ୍ଦା ଏହାକୁ ଏକ ଷଡ଼ଯନ୍ତ୍ର ବୋଲି ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ପ୍ରତିଷ୍ଠା ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବା ପାଇଁ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋବିନ୍ଦାଙ୍କ ଦୁଃଖ
ଗୋଟିଏ ସମୟ ଥିଲା, ଗୋବିନ୍ଦା ତାଙ୍କ କ୍ୟାରିଅରର ଶୀର୍ଷରେ ଥିଲେ। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କମେଡି ଏବଂ ଡ୍ୟାନ୍ସର ରାଜା ଭାବେ ଜଣାଶୁଣା, ଗୋବିନ୍ଦା ଏବେ ତାଙ୍କ ନିଜ ପତ୍ନୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ଘେରି ରହିଛନ୍ତି, ଯାହାକୁ ଗୋବିନ୍ଦା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସତରେ ବଡ଼ ଘର ବଡ଼ ଗୁମର କଥା।

Related Topics
Explore more stories