Gulua Death Threat / ଗୁଲୁଆଙ୍କୁ ମିଳିଲା ହତ୍ୟା ଧମକ, ଦେଖନ୍ତୁ ପୁରା ଭିଡ଼ିଓ...
·6 months ago·1 min read

Key Points
ମୋ ଜୀବନ ପ୍ରତି ବିପଦ ଅଛି । ମୋ ଗୋଡ଼ ହାତ ଭାଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି କିଛି ଲୋକ: ଗୁଲୁଆ
ହାସ୍ୟ ଅଭିନେତା ଗୁଲୁଆଙ୍କୁ ହତ୍ୟା ଧମକ ମିଳିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମୋ ଜୀବନ ପ୍ରତି ବିପଦ ଅଛି । ମୋ ଗୋଡ଼ ହାତ ଭାଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି କିଛି ଲୋକ । ଏପରି କିଛି କହି ସୋସିଆଲ ମିଡିଆରେ ଭିଡ଼ିଓ କରି ସୁରକ୍ଷା ମାଗିଲେ କମେଡିଆନ ଗୁଲୁଆ ।
ସୂଚନାନୁଯାୟୀ ଗୁଲୁଆ ସେହି ଭିଡ଼ିଓରେ କହିଛନ୍ତି କି ତାଙ୍କୁ ପ୍ରଥମେ କୋଟି କୋଟି ଟଙ୍କା ଦେବାକୁ କୁହାଗଲା । ପରବର୍ତ୍ତି ସମୟରେ ୫୦ଲକ୍ଷ ଟଙ୍କା ଦିଅ ବୋଲି ଧମକ ମିଳିଛି । ଯଦି ୫୦ ଲକ୍ଷ ଟଙ୍କା ଦେବେ ନାହିଁ ତେବେ ସୋସିଆଲ ମିଡ଼ିଆରେ ତାଙ୍କୁ ବଦନାମ କରାଯିବ ସହ କିଛି ମିଛ କେସରେ ଫସାଇବେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ହାସ୍ୟ ଅଭିନେତା ଗୁଲୁଆ । ଖାଲି ସେତିକି ନୁହେଁ ଗୋଡ଼ ହାତ ଭାଙ୍ଗି ଦେବେ ଯାହାଫଳରେ ଆଉ ଜୀବନ ସାରା କିଛି କାମ କରିପାରିବେ ନାହିଁ ଏପରି କିଛି କହିଛନ୍ତି ଗୁଲୁଆ ।
ଏହି ଧମକ ପାଇବା ପରେ ହାସ୍ୟ ଅଭିନେତା ଗୁଲୁଆ ବାଲିଅନ୍ତା ଥାନାରେ ଏତଲା ମଧ୍ୟ ଦେଇଛନ୍ତି କିନ୍ତୁ ଧମକ ଦେଇଥିବା ବ୍ୟକ୍ତିଙ୍କର ଥାନାରେ ଭଲ ସର୍ମ୍ପକ ଥିବାନେଇ ଅଭିଯୋଗ ଆଣିଛନ୍ତି ହାସ୍ୟ ଅଭିନେତା । ବାରମ୍ଵାର ଏପରି ହତ୍ୟା ଧମକ ମିଳିଛି ଏଇଟା ପ୍ରଥମ ଥର ନୁହେଁ ତୃତୀୟ ଥର । ଯଦି ୫୦ ଲକ୍ଷ ଦେବେ ନାହିଁ ତେବେ ଜୀବନରୁ ମାରିଦେବେ ବୋଲି କହିଛନ୍ତି କିଛି ଲୋକ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories