Hema Malini / ପଚାରୁ ନାହାନ୍ତି ସାବତ ପୁଅ, ସ୍ୱାମୀଙ୍କ ଫିଲ୍ମ ଦେଖିଲେନି ହେମା, ଏମିତି କହିଲେ...
·8 months ago·2 min read

Key Points
ହେମା ମାଳିନୀ ଦେଖିଲେନି ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକ୍କିସ୍’
ଫ୍ୟାନ୍ସ କହୁଛନ୍ତି ପରିବାରରେ ବିବାଦ
ଏମିତି କହିଲେ ହେମା
ଫ୍ୟାନ୍ସ କହୁଛନ୍ତି ପରିବାରରେ ବିବାଦ
ଏମିତି କହିଲେ ହେମା
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ହେମା ମାଳିନୀ। ଦେଖିଲେନି ସ୍ୱାମୀଙ୍କ ଶେଷ ଫିଲ୍ମ। ଆଉ ଏମିତି କହିଲା ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ହେମାଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ। ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ କିଛି ଦିନ ବିତି ଗଲାଣି। ତଥାପି ତାଙ୍କୁ ହରାଇବାର ଦୁଃଖ ଆଜି ବି ଫ୍ୟାନ୍ସଙ୍କ ମନରୁ ଯାଇନି। ଏମିତିରେ ପରିବାର ଲୋକଙ୍କ ଅବସ୍ଥା ବି କିଛି ସେମିତି କହିଲେ ଭୁଲ୍ ହେବନି। ଏହାରି ଭିତରେ ଅଭିନେତାଙ୍କ ଶେଷ ଫିଲ୍ମ "ଇକ୍କିସ୍" ନିକଟରେ ରିଲିଜ୍ ହୋଇଥିଲା । ଧର୍ମେନ୍ଦ୍ରଙ୍କ ପରିବାର ଲୋକ ତାଙ୍କ ଶେଷ ଫିଲ୍ମ ଦେଖି ଭବବିହ୍ୱଳ ହୋଇ ପଡ଼ିଛନ୍ତି। କିନ୍ତୁ ଏଥିରୁ ବାଦ୍ ପଡ଼ିଛନ୍ତି ପତ୍ନୀ ହେମା ମାଳିନୀ। ସେ ଏପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ଦେଖି ନାହାଁନ୍ତି।ସେ ଏହାକୁ ନ ଦେଖିବାର କାରଣ ମଧ୍ୟ କହିଛନ୍ତି।ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ବଡ଼ ପରଦାରେ ଦେଖି ପ୍ରଶଂସକମାନେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ।
ଏହା ପୂର୍ବରୁ ପୁଣି ଏକ ଖବର ଭାଇରାଲ ହୋଇଥିଲା ଯେ, ହେମାଙ୍କୁ ପୁଅ ସନ୍ନି ଏବଂ ବବି ଦେଓଲ ପଚାରୁନାହାନ୍ତି। ଆଉ ଏବେ ହେମା ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ଦେଖିନାହାନ୍ତି ଦୁଇଟି ଖବରକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। "ଇକ୍କିସ୍" ବିଷୟରେ କହିବାକୁ ଗଲେ, ଶ୍ରୀରାମ ରାଘବନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ । ଯାହା ପରମ ବୀର ଚକ୍ରର ସମ୍ମାନିତ ସର୍ବକନିଷ୍ଠ ବ୍ୟକ୍ତି ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ ଖେତରପାଲଙ୍କ ଜୀବନୀ ଉପରେ ଆଧାରିତ । ଅଗସ୍ତ୍ୟ ନନ୍ଦ ଏହି ଚଳଚ୍ଚିତ୍ରରେ ଅରୁଣ ଭୂମିକାରେ ଅଭିନୟ କରିଛନ୍ତି, ତାଙ୍କ ସହିତ ସିମର ଭାଟିଆ, ଜୟଦୀପ ଆହଲାୱତ ଏବଂ ଧର୍ମେନ୍ଦ୍ର ମଧ୍ୟ ଅଛନ୍ତି। ଧର୍ମେନ୍ଦ୍ର ଅଗସ୍ତ୍ୟଙ୍କ ବାପା ଭୂମିକାରେ ଅଭିନୟ କରିଛନ୍ତି।
ଏଥିସହ ପଢ଼ନ୍ତୁ: ଖାମେନିଙ୍କ ବିରୋଧରେ ପ୍ରତିବାଦ, ଦିଆଯିବ ପ୍ରଥମ ଫାଶୀଦଣ୍ଡ...
ସେ ତାଙ୍କର ଶେଷ ଚଳଚ୍ଚିତ୍ର ସହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେଉଁମାନେ ଏହାକୁ ଦେଖିଛନ୍ତି ସେମାନେ ଧର୍ମେନ୍ଦ୍ରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଶଂସକମାନେ ଏବେ OTT ପ୍ଲାଟଫର୍ମରେ ଏହାର ରିଲିଜ୍ ଅପେକ୍ଷାରେ ରହିଛନ୍ତି।ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ "ଇକ୍କିସ୍" ଜାନୁଆରୀ ୧ରେ ଥିଏଟରରେ ରିଲିଜ୍ ହୋଇଥିଲା। ଧର୍ମେନ୍ଦ୍ରଙ୍କ ଦୁଇ ପୁଅ, ଶନି ଏବଂ ବବି ଦେଓଲ, ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରଖିଥିଲେ, ଯେଉଁଥିରେ ହେମାମାଳିନୀ ଏବଂ ତାଙ୍କ ଝିଅମାନେ ସାମିଲ୍ ହୋଇ ନଥିଲେ। ସ୍କ୍ରିନ୍ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ, ହେମାମାଳିନୀ ଧର୍ମେନ୍ଦ୍ରଙ୍କ ବିଷୟରେ କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କୁ ଯେତେବେଳେ ପଚରାଗଲା ଯେ ସେ "ଇକ୍କିସ୍" ଦେଖିଛନ୍ତି କି, ସେ କହିଥିଲେ, "ମୁଁ କାମ ପାଇଁ ମଥୁରାରେ ଥିଲି ଯେତେବେଳେ ଏହା ରିଲିଜ୍ ହେଲା। ମୋତେ ସେଠାରେ ମୋର କାମକୁ ଶେଷ କରିବାର ଥିଲା। ତା ଛଡ଼ା ମୁଁ ଏବେ ଏହି ଫିଲ୍ମ ଦେଖିପାରିବି ନାହିଁ। ଏହା ମୋ ପାଇଁ ଖୁବ୍ କଷ୍ଟଦାୟକ ହେବ। ମୋ ଝିଅମାନେ ମଧ୍ୟ ସମାନ କଥା କହିଛନ୍ତି। ମୁଁ ଏବେ ଦେଖିନି, କିନ୍ତୁ ଏହାକୁ ପରେ ଦେଖିବି ...। " ହେମାଙ୍କ ଏହି ବୟାନ ଭାଇରାଲ ହେଉଥିବାବେଳେ ପରିବାରରେ କିଛି ଠିକ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories