Huma Qureshi Marriage / ହ୍ୟୁମାଙ୍କ ଘରେ ବାଜିବ ସାହାନାଇ, ଏହି ଦିନ ବିବାହ କରିବେ ଅଭିନେତ୍ରୀ
·4 months ago·2 min read

Key Points
ବିବାହ କରିବେ ଅଭିନେତ୍ରୀ ହ୍ୟୁମା କ୍ୟୁରେଶୀ
ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବ ବିବାହର ରୂପ
ତାରିଖକୁ ନେଇ ଏମିତି କହିଲେ ଅଭିନେତ୍ରୀ
ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବ ବିବାହର ରୂପ
ତାରିଖକୁ ନେଇ ଏମିତି କହିଲେ ଅଭିନେତ୍ରୀ
ବିବାହ କରିବେ ବଲିଉଡ ଅଭିନେତ୍ରୀ ହ୍ୟୁମା କ୍ୟୁରେଶୀ। ଘରେ ବାଜିବ ଶାହାନାଈ। ବଧୂ ସାଜିବେ ହ୍ୟୁମା। ଏଭଳି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଦୀର୍ଘ ଦିନର ପ୍ରେମ ସମ୍ପର୍କ ନେବ ବିବାହର ରୂପ। ହାତକୁ ଦି ହାତ ହେବେ ହ୍ୟୁମା କ୍ୟୁରେଶୀ। ସେ ତାଙ୍କ ପ୍ରେମିକ ରଚିତ ସିଂହଙ୍କୁ ବିବାହ ହେବାକୁ ଯାଉଛନ୍ତି। ହେଲେ ବିବାହ ନେଇ ତାରିଖ ଘୋଷଣା ହୋଇନାହିଁ। ଏନେଇ ଏକ ଖବର ପ୍ରକାଶ ପାଇଛି। ଦୀର୍ଘ ସମୟ ଧରି ଦୁହେଁ ଦୁହିଁଙ୍କୁ ଡେଟିଂ କରିଆସୁଥିଲେ। ଶେଷରେ ବର୍ତ୍ତମାନ ଏବେ ବିବାହ କରିବାକୁ ପ୍ଲାନ କରୁଛନ୍ତି। କିନ୍ତୁ ସେନେଇ କିଛି ପ୍ରକାଶ କରିନାହାନ୍ତି।
ତେବେ ମନରେ ପ୍ରଶ୍ନ ଉଠୁଛି ରଚିତ ସିଂହ କିଏ ? ସେ ହେଉଛନ୍ତି ଜଣେ ପରିଚିତ ମଡେଲ୍ ଓ କାଷ୍ଟିଂ ନିର୍ଦ୍ଦେଶକ। ତାଙ୍କ ଘର ଉତ୍ତରପ୍ରଦେଶର ବାରଣାସୀରେ। ୨୦୧୨ ମସିହାରେ ସେ ଦିଲ୍ଲୀ ଆସିଥିଲେ। ସେଠାରେ କିଛି ବର୍ଷ ମଡେଲିଂ କରିଥିଲେ। ତାପରେ ଅର୍ଥାତ ୨୦୧୬ ମସିହାରେ ସେ ମୟାନଗରୀ ମୁମ୍ବାଇ ଆସିଥିଲେ। ସେଠାରେ ମଡେଲିଂ କରିବା ସହିତ ଅଭିନୟ କରିବା ଆରମ୍ଭ କରିଥିଲେ।
ହେଲେ ଅଭିନୟ ପ୍ରତି ତାଙ୍କର ରୁଚି ନଥିବାରୁ କାଷ୍ଟିଂ ନିର୍ଦ୍ଦେଶକ ଓ ଏଡିଟିଂ କାମରେ ନିଜକୁ ନିୟୋଜିତ କରିଥିଲେ। ଏବେ ସେ ବହୁ ଫିଲ୍ମରେ କାଷ୍ଟିଂ ନିର୍ଦ୍ଦେଶନା ଦେଇଛନ୍ତି। ସେହି ସମୟରେ ତାଙ୍କର ହ୍ୟୁମାଙ୍କ ସହିତ ଦେଖା ହୋଇଥିଲା। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ। ଯାହା ଏବେ ବିବାହ ରୂପ ନେବାକୁ ଯାଉଛି।
ଏଥିସହ ପଢ଼ନ୍ତୁ: ଜନ୍ମଦିନ ନା ବିଜୟଙ୍କ ପାଇଁ ପ୍ରାର୍ଥନା, ତିରୁପତି ମନ୍ଦିରରେ ତ୍ରିଶାଙ୍କୁ ଦେଖି ଫ୍ୟାନ୍ସ କହିଲେ ହିରୋ ଜିତିବେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟରେ କୁହାଯାଇଛି, ହ୍ୟୁମା ଓ ରଚିତ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଉଭୟ ଏବେ ବିବାହ କରିବାକୁ ଯାଉଛନ୍ତି। ବିବାହ ଅକ୍ଟୋବର ଶେଷ ବା ନଭେମ୍ବର ପ୍ରଥମ ସପ୍ତାହ ହେବ। ସେଥିପାଇଁ ଉଭୟ ପରିବାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିବାହରେ ଦୁଇ ପରିବାର ଲୋକ, ନିକଟ ସମ୍ପର୍କୀୟ ଓ ବଲିଉଡ୍ର କିଛି ପରିଚିତ ଲୋକଙ୍କୁ ନିମନ୍ତ୍ରଣ କରାଯିବ।
ଏଥିପାଇଁ ଗୋଟିଏ ବଡ଼ ଭୋଜି ଆୟୋଜନ କରାଯିବାର ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ହ୍ୟୁମା କେବେ ବିବାହ କରିବେ ସେନେଇ ତାରିଖ ଘୋଷଣା ହୋଇନଥିବାବେଳେ ତାଙ୍କ ଫ୍ୟାନ୍ସମାନେ ଚାହୁଁଛନ୍ତି କି ଏହି ବର୍ଷ ହାତକୁ ଦିହାତ ହୋଇଯାଆନ୍ତୁ ଅଭିନେତ୍ରୀ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories