Videos
|
Entertainment

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ

Key Points

ପୂର୍ବ ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍‌ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଥିଲା । କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ ପ୍ରାୟ ଦୁଇ ବର୍ଷ ପୂର୍ବରୁ କାନାଡାରେ କାଫେ ବ୍ୟବସାୟ ଆରମ୍ଭ କରିଥିଲେ ।

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ପୁଣି ଗୁଳିକାଣ୍ଡ । କାଫେ୍‌ ଉପରେ ଅଚାନକ ଗୁଳିବର୍ଷା କରିବା ସହ ଭିଡିଓ ଜାରି କରି ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲୋନ ନିଜକୁ ଦାୟୀ କରିଛି । କମେଡି କିଙ୍ଗ୍ କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗତମାସରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା ।


ପୂର୍ବ ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍‌ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଥିଲା । କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ ପ୍ରାୟ ଦୁଇ ବର୍ଷ ପୂର୍ବରୁ କାନାଡାରେ କାଫେ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାର ନାଁ ରହିଥିଲା ‘କ୍ୟାପ୍ସ କାଫେ’।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kapil Sharma's Canada Cafe Hit by Gunfire for Second Time | Argus News