Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ୟୁନିସେଫରେ ଭାରତର ନ୍ୟାସନାଲ ଆମ୍ବାସଡର ହେଲେ କରୀନା

Ritu Das
Browse all articles by Ritu Das
·2 years ago
ୟୁନିସେଫରେ ଭାରତର ନ୍ୟାସନାଲ ଆମ୍ବାସଡର ହେଲେ କରୀନା

ଅର୍ଗସ ବ୍ୟୁରୋ: ୟୁନିସେଫରେ ଭାରତର ନ୍ୟାସନାଲ ଆମ୍ବାସଡର ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ। କରୀନା ସେଲିବ୍ରିଟି ପ୍ରଚାରକ ଭାବେ 2014 ମସିହାରୁ ଏହି ସଂସ୍ଥା ସହ ଜଡ଼ିତ ରହିଛନ୍ତି। ତେବେ ପଦବୀରେ ନିଯୁକ୍ତ ହେବା ପରେ କରୀନା ଖୁସି ବ୍ୟକ୍ତ କରିବା ସହ ଭାବପ୍ରବଣ ମଧ୍ୟ ହୋଇଛନ୍ତି। 

ସେ କହିଛନ୍ତି ମୁଁ ଆମ୍ବାସଡର ଭାବେ ନିଯୁକ୍ତ ହୋଇ ନିଜକୁ ଗୌରବାନ୍ବିତ ମନେ କରୁଛି। ସବୁବେଳେ ଶିଶୁ ଅଧିକାର,ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତ ପାଇଁ ସ୍ବର ଉତ୍ତଳନ କରିବି ବୋଲି କହିଛନ୍ତି କରୀନା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kareena became India's | Argus News