Bollywood Controversy / ‘କକଟେଲ୍ ୨’ରେ କୃତୀଙ୍କ ବିକନୀ ସିନକୁ ନେଇ ବିବାଦ…ସୋସିଆଲ ମିଡିଆରେ ଚାଲିଛି ଟ୍ରୋଲ
·2 months ago·2 min read

Key Points
ଫିଲ୍ମଟି ରିଲିଜ ହେଉ ହେଉ ବିବାଦ ଘେରରେ ରହିଛି। ତାହା ପୁଣି କୃତୀଙ୍କୁ ନେଇ...
ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କକଟେଲ୍ 2’ ଶେଷରେ ଥିଏଟରରେ ମୁକ୍ତିଲାଭ କରିଛି। ଫିଲ୍ମରେ ଶାହିଦ କପୁର, କୃତୀ ସାନନ ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ରୋମାନ୍ସ, ଡ୍ରାମା ଓ ମନୋରଞ୍ଜନରେ ଭରପୂର ଏହି ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିନ୍ତୁ ଫିଲ୍ମଟି ରିଲିଜ ହେଉ ହେଉ ବିବାଦ ଘେରରେ ରହିଛି। ତାହା ପୁଣି କୃତୀଙ୍କୁ ନେଇ। ଫ୍ୟାନ୍ସମାନେ କୃତୀଙ୍କୁ ବହୁତ ଭଲ ପାଉଥିବାବେଳେ ଏହି ମୁଭିରେ କିନ୍ତୁ କୃତୀଙ୍କ ଉପରେ ନିରାଶ ଅଛନ୍ତି।
ତେବେ ଫିଲ୍ମର କାହାଣୀ ଠାରୁ ଅଧିକ ଚର୍ଚ୍ଚାରେ ରହିଛି କୃତୀ ସାନନଙ୍କ ବିକନୀ ସିନ। ଫିଲ୍ମର ଏକ ଦୃଶ୍ୟରେ କୃତୀଙ୍କ ବିକନୀ ଲୁକ୍ ଓ କ୍ଲୋଜଅପ୍ ଶଟ୍ ସୋସିଆଲ ମିଡିଆରେ ତର୍କର ବିଷୟ ପାଲଟିଛି। କେତେକ ଦର୍ଶକ ଏହି ସିନକୁ ଅନାବଶ୍ୟକ ବୋଲି କହୁଥିବା ବେଳେ, ଅନ୍ୟପକ୍ଷରେ ଅନେକ ଫ୍ୟାନ୍ସ କୃତୀଙ୍କ ଗ୍ଲାମରସ୍ ଅନ୍ଦାଜକୁ ପ୍ରଶଂସା କରିଛନ୍ତି।
ଏହାସହ ପଢ଼ନ୍ତୁ: ବିବାହ ପାଇଁ ଗୌରୀ ପ୍ରସ୍ତୁତ: ଆମିର କହିଲେ, ମୁଁ ନିକାହ କରିବିନି...
କିନ୍ତୁ କୃତୀଙ୍କ ବିକନୀ ସିନ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। “ପୈଦୀ”ରେ ଜାହ୍ନବୀ କପୁରଙ୍କ ପରେ ଏବେ “କକ୍ଟେଲ ୨”ର ରିଲିଜ ସହିତ ୟୁଜର୍ସ ମାନେ ଫିଲ୍ମରେ ଥିବା ଅଭିନେତ୍ରୀଙ୍କ ଆଇକ୍ୟାଣ୍ଡିକୁ ନେଇ ଆଲୋଚନା କରିଛନ୍ତି। ତାହା ପୁଣି କୃତୀଙ୍କ ବିକନୀକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବିକନୀକୁ ନେଇ ହଙ୍ଗାମା
କକଟେଲ ୨ରେ କୃତୀ ସାନନଙ୍କୁ ବିକନୀରେ ଫିଗର ପ୍ଲଣ୍ଟରେ ଦେଖିବାକୁ ମିଳିଥିଲା। ଗୋଟିଏ ସିନରେ କୃତୀଙ୍କ କ୍ଲୋଜଅପ ସର୍ଟସ ଦେଖାଗଲା। କୃତୀଙ୍କ ଏହି ସର୍ଟ ଦେଖି ଫ୍ୟାନ୍ସ ମାନେ ରାଗିଯାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏଭଳି କ୍ଲୋଜଅପ ସର୍ଟର ମୁଭିରେ କୌଣସି ଆବଶ୍ୟକତା ନଥିଲା। ଆଉ ଜଣେ ଲେଖିଛନ୍ତି ଆମେ ଭଣ୍ଡ ହୋଇପାରିବୁନି। ଯଦି ଆମେ "ପୈଦୀ"ରେ ଜାହ୍ନବୀଙ୍କ ଲୁକ୍ସକୁ ନେଇ ସ୍ବର ଉଠାଇଥିଲୁ ତେବେ କକଟେଲ୨ କୁ ନେଇ ସ୍ବର କାହିଁକି ଉଠାଇବୁନି। କିନ୍ତୁ ଆଉ କିଛି ୟୁଜର୍ସ କୃତୀଙ୍କ ଲୁକକୁ ଭାରି ପସନ୍ଦ କରିଛନ୍ତି। ସିନ ଖୁବ ଉତ୍ତେଜକ ଭରା ରହିଛି। ଆଉ ପଛପଟୁ କ୍ଲୋଜଅପ ସିନ ଖରାପ ଲାଗୁଛି।
ସୂଚନା ଥାଉକି, କକଟେଲ ୨ରେ ବକ୍ସଅଫିସ କଥା ଯଦି କହିବା ମୁଭିଟି ରିଲିଜର ପ୍ରଥମଦିନରେ ଭଲ କଲେକ୍ସନ କରିଛି। ପ୍ରଥମ ଦିନରେ ଭାରତରେ ପାଖାପାଖି ୧୦ରୁ ୧୨ କୋଟି ଆୟ କରିଛି। ଯାହାକି ଭଲ ନମ୍ବର ବୋଲି ଜଣାପଡ଼ିଛି।
Related Topics
Explore more stories