Nana Patekar Passes Away / ପଞ୍ଚଭୂତରେ ଲିନ ହେଲେ ବଲିଉଡ୍ର ମହାନ ଅଭିନେତା ନାନା ପାଟେକର, ପୁଣେ ଫାର୍ମହାଉସ୍ରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ
·1 hour ago·2 min read

Key Points
ପଞ୍ଚଭୂତରେ ଲିନ ହେଲେ ବଲିଉଡ୍ର ମହାନ ଅଭିନେତା ନାନା ପାଟେକର
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଣେ ଫାର୍ମହାଉସ୍ରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ

ପଞ୍ଚଭୂତରେ ଲିନ ହେଲେ ବଲିଉଡ୍ର ମହାନ ଅଭିନେତା ନାନା ପାଟେକର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଣେ ଫାର୍ମହାଉସ୍ରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ। ସୀମାରୁ ନେଇ ସିନେମା ପର୍ଯ୍ୟନ୍ତ ନିଜର ଅପ୍ରତିଦ୍ୱନ୍ଦ୍ୱୀ ଛାପ। ୭୫ ବର୍ଷ ବୟସରେ ନାନାଙ୍କର ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ‘ସିପିଆର୍’ ଦେଇ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ସଫଳ ହୋଇନଥିଲା।''
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନାନା ପାଟେକର ଜଣେ ବନ୍ଧୁଙ୍କୁ ସେ ଅସୁସ୍ଥ ଅନୁଭବ କରୁଥିବା ନେଇ ବାର୍ତ୍ତା ପଠାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ପଠାଯାଇଥିବା ଏହି ବାର୍ତ୍ତାରେ ତାଙ୍କ ବାମପଟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି,ବନ୍ଧୁ ଏହି ବାର୍ତ୍ତା ଦେଖି ଭୋର ୪ଟାରେ ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ନାନା ପାଟେକର ଝାଳରେ ଭିଜି ଯାଇଥିଲେ।''
ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଘରେ ହିଁ ‘ସିପିଆର୍’ ଆରମ୍ଭ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଗତକାଲି ଗୋଆରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ପୁଣେ ଜିଲ୍ଲାର ଖଡ଼କୱାସଲା ନିକଟ ଡୋଞ୍ଜେସ୍ଥିତ ତାଙ୍କ ଫାର୍ମହାଉସ୍କୁ ନିଆଯାଇ ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।''
ଏଥିସହ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧରେ ନାନା ପାଟେକରଙ୍କ ୬୦ଦିନ; ୭୬କେଜି ଓଜନ କମି ହୋଇଯାଇଥିଲା ୫୬

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁସାରେ, ଭାରତୀୟ ସିନେ ଜଗତର ବରିଷ୍ଠ ଅଭିନେତା ନାନା ପାଟେକର ନିଜର ଦମଦାର ଅଭିନୟରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ। ଗୁରୁବାର ସକାଳ ୫ଟା୨୦ରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ଯଦି ତାଙ୍କ ବନ୍ଧୁ ତାଙ୍କ ଶେଷ ମେସେଜ ଦେଖି ଦେଇଥାନ୍ତେ ତେବେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାଆନ୍ତା। ମୃତ୍ୟୁ ପୂର୍ବରୁ ସେ ତାଙ୍କ ବନ୍ଧୁଙ୍କୁ ରାତି ୨ଟା ୩୦ରେ ଜୀବନର ଶେଷ ମେସେଜ ପଠାଇଥିଲେ। ସେଥିରେ ଲେଖାଥିଲା ଯେ, ସେ ତାଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। କିନ୍ତୁ ସେ ମେସେଜ ଦେଖିବାବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସ୍ତ୍ରୀ ପୁଅ ଥାଇ ମଧ୍ୟ ଶେଷ ଜୀବନ ତାଙ୍କର ଏକାକୀ ବିତୁଥିଲା।''
ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଶେଖର ସାଲକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଅଭିନେତା ନାନା ପାଟେକରଙ୍କୁ ସକାଳ ପ୍ରାୟ ୪:୨୦ରେ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲର ଡାକ୍ତରମାନେ ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ବଞ୍ଚାଇ ପାରାଯାଇ ନଥିଲା। ସକାଳ ୫:୨୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।''
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories