Nana Patekar Love Story / ମନୀଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର… ଆୟଶା ଜୁଲକାଙ୍କୁ ନେଇ ବଢ଼ିଥିଲା ବିବାଦ, ଏମିତି ହୋଇଥିଲା ବ୍ରେକଅପ୍
·20 hours ago·2 min read

Key Points
ନାନା କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ବଲିଉଡରେ ତାଙ୍କର ଲଭଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଥିଲେ
ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ଏବେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। କିନ୍ତୁ ତାଙ୍କୁ ନେଇ ବହୁ କାହାଣୀ ଏବେବି ସମସ୍ତଙ୍କ ମନରେ ଅଭୁଲା ସ୍ମୃତି ହୋଇ ହୋଇ ରହିଯାଇଛି। ସମସ୍ତଙ୍କୁ କନ୍ଦେଇ ଏଇ ଦୁନିଆ ଛାଡ଼ିକି ଚାଲିଯାଇଛନ୍ତି। ନାନା ବୁଧବାର ୫ଟା ୩୦ରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ଏହାସହ ପଢ଼ନ୍ତୁ: ବଲିଉଡ୍ର ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ… ହୃଦ୍ଘାତରେ ଚାଲିଗଲା ଜୀବନ
ନାନା କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ବଲିଉଡରେ ତାଙ୍କର ଲଭଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଥିଲେ। ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ସହ ତାଙ୍କର ଖୁବ ଭଲ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କୁ ଭାରି ଭଲ ପାଉଥିଲେ। ୯୦ ଦଶକରେ ଉଭୟଙ୍କର ଭଲ ପାଇବା ଏବଂ ରୋମାଣ୍ଟିକ ସିନ କାହାକୁ ଅଛପା ନାହିଁ। କିନ୍ତୁ ଦୁହିଁଙ୍କ ଭଲ ପାଇବା ସେମିତି ଭଲ ପାଇବାରେ ରହିଗଲା । ଦୁହେଁ ବିବାହ କରିପାରିଲେ ନାହିଁ।
ନାନା ଏବଂ ମନୀଷାଙ୍କ ଲଭଷ୍ଟୋରୀ ୧୯୯୬ ମସିହାରେ “ଅଗ୍ନିସାକ୍ଷୀ” ମୁଭି ସିୁଟିଂ ବେଳେ ଆରମ୍ଭ ହୋଇଥିଲା। ସୁଟିଂ ବେଳେ ଦୁହେଁ ଦୁହିଁଙ୍କର ବହୁତ ନିକଟତର ହୋଇଯାଇଥିଲେ। ଆଉ ଚାରିଆଡେ ତାଙ୍କ ପ୍ରେମର ଚର୍ଚ୍ଚା ହୋଇଥିଲା।
ନାନା ପୂର୍ବରୁ ହିଁ ବିବାହିତ ଥିଲେ। ସବୁ ଜାଣିବା ପରେ ମଧ୍ୟ ମନୀଷା ତାଙ୍କ ସହ ସମ୍ପର୍କରେ ଥିଲେ। ଏକ ରିପୋର୍ଟ ଅନୁସାରେ ନାନା ମନୀଷାଙ୍କୁ ନେଇ ସବୁଥିରେ ନିଜର ହକ ଜାହିର କରୁଥିଲେ। ସେ କଣ ପିନ୍ଧିଲେ ତାଙ୍କୁ ଖୁବ ବାଧୁଥିଲା। ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବା ଶେଷରେ ଝଗଡ଼ା ଆଡକୁ ଗତି କଲା। ସବୁ କଥାରେ ଝଗଡ଼ା ହେଲା। ମନୀଷା କାହା ସହ କଥା ହେଲେ କାହା ସହ କେଉଁଆଡେ ଗଲେ ନାନା ସହିପାରୁ ନଥିଲେ। ଧୀରେ ଧୀରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହେଲା। ଏହାପରେ ଉଭୟଙ୍କର ବ୍ରେକଅପ ହୋଇଗଲା। କାରଣ ମନୀଷାଙ୍କ ପରେ ଝଗଡ଼ା ହେବା ପରେ ସେ ଅଭିନେତ୍ରୀ ଆୟିଶା ଜୁଲକାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଦୁହେଁ ଦୁହିଁଙ୍କ ନିକଟତର ବି ହେଲା। ମନୀଷା ଉଭୟଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ପରେ ଆୟଶା ଏକ ଇଣ୍ଟରଭ୍ୟୁରେ ଯେତେବେଳେ ଏହି ବିଷୟରେ ପଚରାଗଲା ଏହି ସବୁ ଆରୋପକୁ ଖଣ୍ଡନ କରିଥିଲେ। ଆୟଶା ବହୁ ବର୍ଷପରେ କହିଥିଲେ ମୋର ନାନାଙ୍କ ସହ କେବଳ ବନ୍ଧୁତା ସମ୍ପର୍କ ଥିଲା କିନ୍ତୁ ସେମାନଙ୍କର ବ୍ରେକଅପର କାରଣ ମୁଁ ନଥିଲି।
Related Topics
Explore more stories