Neena Gupta / ୬୬ ବର୍ଷରେ ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା ? ସତ କହିଲେ ଅଭିନେତ୍ରୀ...
·6 months ago·2 min read

Key Points
ରିଲ୍ ପରେ ଏବେ ରିଅଲ୍ରେ ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା!
ନିଜେ ମୁହଁ ଖୋଲିଲେ
ନିଜେ ମୁହଁ ଖୋଲିଲେ
ଖୁବ ଚର୍ଚ୍ଚାରେ ଅଭିନେତ୍ରୀ ନୀନା ଗୁପ୍ତା। ପଞ୍ଚାୟତର ମଞ୍ଜୁ ଦେବୀ କ’ଣ ୬୬ ବର୍ଷ ବୟସରେ ମାଆ ହେବେ? ଏହା ଆମେ ନୁହେଁ ବରଂ ନୀନା ଗୁପ୍ତାଙ୍କ ଭାଇରାଲ ଫଟୋ ଏବଂ ଭିଡିଓ ଦେଖିବା ପରେ ଫ୍ୟାନ୍ସ କହୁଛନ୍ତି। ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି। ଏବେ ଏତିକି ଶୁଣିବା ବାକି ଥିଲା। ଏଥିରୁ ଆମ ସମାଜର ପ୍ରଗତି କେଉଁଆଡ଼କୁ ଗତି କରୁଛି ତାହା ଜଣାପଡ଼ୁଛି। କିଛି ଦିନ ପୂର୍ବରୁ ନୀନା ହାଇଦ୍ରାବାଦରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ଦ୍ୱାରା ଆୟୋଜିତ ବିବାହ ରିସେପ୍ସନରେ ଯୋଗ ଦେଇଥିଲେ। ଏହାର କିଛି ସମୟ ପରେ ଇଣ୍ଟରନେଟରେ ଖବର ପ୍ରସାରିତ ହେବା ଆରମ୍ଭ ହେଲା ୬୬ ବର୍ଷୀୟା ନୀନା ଗର୍ଭବତୀ ଅଛନ୍ତି। କାରଣ ସେ ତାଙ୍କ ପେଟରେ ହାତ ରଖି ପୋଜ ଦେଉଥିବାର ଦେଖାଯାଇଥିଲା।
ନୀନା ବେଶ୍ ସ୍ପଷ୍ଟବାଦୀ। ୧୯୮୦ ଦଶକେ, ସେ ପ୍ରସିଦ୍ଧ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡସଙ୍କ ସହିତ ସମ୍ପର୍କରେ ଥିଲେ। ସେହି ସମୟରେ ଝିଅ ମସାବା ଜନ୍ମ ହୋଇଥିଲେ। ୨୦୦୮ରେ ସେ ଦିଲ୍ଲୀର ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ବିବେକ ମେହରାଙ୍କୁ ବିବାହ କରିଥିଲେ।କିନ୍ତୁ ଏକ ସାମ୍ପ୍ରତିକ ସାକ୍ଷାତକାରରେ, ଅଭିନେତ୍ରୀ ଗର୍ଭବତୀ ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ମଧ୍ୟ ଏହା ଚାହୁଁଛି:.. ମୋର ଇଚ୍ଛା ସତରେ ସମସ୍ତେ ଯେମିତି କୁହନ୍ତୁ ବଧାଇ ହୋ।ସାକ୍ଷାତକାରରେ ଅଭିନେତ୍ରୀ ଆହୁରି ହିଛନ୍ତି, "'ବଧାଇ ହୋ' ଭଳି କୌଣସି ଦୃଶ୍ୟ ନାହିଁ। ମୁଁ ଗର୍ଭବତୀ ନୁହେଁ। ସତ ହେଉଛି, ଶାଢ଼ିର କପଡ଼ା ବହୁତ ମୋଟା ଓ ଅଧିକ ଥିଲା, ଯାହା ଯୋଗୁଁ ମୋର ପେଟ ବାହାରକୁ ବାହାରିଥିବା ଦେଖାଯାଉଥିଲା।"
ସେ ଆହୁରି କହିଛନ୍ତି, "କିନ୍ତୁ ମୁଁ କହିବାକୁ ବାଧ୍ୟ, ଏହି ବୟସରେ ମୋ ବିଷୟରେ ଗର୍ଭଧାରଣ ଖବର ଆସିବାରେ ମୁଁ ପ୍ରକୃତରେ ଖୁସି। ଏହା ଦର୍ଶାଉଛି ଯେ ଆମେ ଏକ ରାଷ୍ଟ୍ର ଭାବରେ ବିକଶିତ ହେଉଛୁ।" ନୀନା ଗୁପ୍ତାଙ୍କ ଗର୍ଭବତୀ ହେବା ବିଷୟରେ ଗୁଜବ ପ୍ରଥମେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ରିସେପ୍ସନରେ ପ୍ରକାଶ ପାଇଥିଲା। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଧଳା ଶାଢ଼ି ପିନ୍ଧି ଆସିଥିଲେ। ପାପାରାଜିଙ୍କ ପାଇଁ ତାଙ୍କର ପୋଜ୍ ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ଫଳରେ ଲୋକମାନେ ପଞ୍ଚାୟତ ଅଭିନେତ୍ରୀଙ୍କ ଗର୍ଭବତୀ ହେବା ବିଷୟରେ ଅନୁମାନ କରିବାକୁ ଲାଗିଲେ।
ଏଥିସହ ପଢ଼ନ୍ତୁ: ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ବନ୍ଦ, ଖାତାରେ ଟଙ୍କା ଥିଲେ ଏବେ ହିଁ କରନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖବରରେ ଅଛନ୍ତି। ୧୯୯୦ ମସିହାରେ, ସେ ପୂର୍ବତନ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କଠାରୁ ତାଙ୍କର ଏକ ଝିଅ ମସାବା ଗୁପ୍ତା ଅଛନ୍ତି। ୨୦୦୮ ମସିହାରେ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବେକ ମେହେରାଙ୍କୁ ବିବାହ କରିଥିଲେ, ଯାହା ତାଙ୍କୁ ଚର୍ଚ୍ଚାର ବିଷୟ କରିଥିଲା। "ବଧାଇ ହୋ" ଚଳଚ୍ଚିତ୍ରରେ, ନୀନା ଗୁପ୍ତା ଏଥିରେ ଏକ ଅଂଶ ଥିଲେ, ଜଣେ ୨୫ ବର୍ଷୀୟ ପୁଅର ମାଆ ଭୂମିକାରେ ଅଭିନୟ କରିଥିଲେ, ଯିଏ ଗର୍ଭବତୀ ହୁଏ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories