Bollywood Update / ଏକତା କପୁରଙ୍କ ଫିଲ୍ମରେ କାମ କରିବେ ନିତାଂଶୀ
·10 months ago·2 min read

Key Points
ଏକତା କପୁରଙ୍କ ପ୍ରୋଜେକ୍ଟ ସାଇନ କଲେ ନିତାଂଶୀ
ଦେବରକୋଣ୍ଡାଙ୍କ ସହ କରିବେ ସ୍କ୍ରିନ୍ ସେୟାର
ଫ୍ୟାନ୍ସ କହିଲେ ଯୋଡି ହିଟ୍ ନିଶ୍ଚୟ
ଦେବରକୋଣ୍ଡାଙ୍କ ସହ କରିବେ ସ୍କ୍ରିନ୍ ସେୟାର
ଫ୍ୟାନ୍ସ କହିଲେ ଯୋଡି ହିଟ୍ ନିଶ୍ଚୟ
ଖବରରେ ଅଛନ୍ତି 'ଲାପତା ଲେଡିଜ୍' ଫେମ୍ ଫୁଲ କୁମାରୀ। ଗୋଟିଏ ପରେ ଗୋଟିଏ ଦମ୍ଦାର ପ୍ରୋଜେକ୍ଟକୁ ନେଇ ଖବରର ଶିରୋନାମା ହୋଇଛନ୍ତି ନିତାଂଶୀ ଗୋଏଲ । କିରନ ରାଓଙ୍କ ପରେ ଏକତା କପୁର ପ୍ରୋଜେକ୍ଟରେ କାମ କରିବେ ନିତାଂଶୀ।ନିତାଂଶୀ ଏବେ ଆଉ ଏକ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ଶେଷ କରି ଖୁବ୍ଶୀଘ୍ର ଏକତାଙ୍କ ପ୍ରୋଜେକ୍ଟରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । ଆହୁରି ଚର୍ଚ୍ଚା ହେଉଛି, ନିତାଂଶୀ ନୂଆ ପ୍ରୋଜେକ୍ଟରେ ତେଲୁଗୁ ଷ୍ଟାର୍ ଆନନ୍ଦ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଏହା ତାଙ୍କ ସିନେ କ୍ୟାରିଅରରେ ଆଉ ଏକ ଅଧ୍ୟାୟ ଯୋଡ଼ିବ ।ରତ୍ନା ସିହ୍ନାଙ୍କ ନିର୍ଦ୍ଦେଶନାରେ ଏକ ରୋମାଣ୍ଟିକ୍ ଡ୍ରାମାରେ ନିତାଂଶୀ ଓ ଅଭୟ ବର୍ମାଙ୍କୁ କାଷ୍ଟ୍ କରାଯାଇଥିବା ଚର୍ଚ୍ଚା ହେଉଛି ।
ଏଥିସହ ପଢ଼ନ୍ତୁ: ଲାପତା ଲେଡିଜ୍ ଷ୍ଟାର ନିତାଂଶୀ ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
ଏହା ୨୦୧୭ରେ ମୁକ୍ତିପ୍ରାପ୍ତ ‘ଶାଦି ମେଁ ଜରୁର୍ ଆନା’ର ସିକ୍ୱେଲ ହେବ । ଏଥିରେ ରାଜକୁମାର ରାଓ ଓ କ୍ରିତି ଖରବନ୍ଦା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥର ଫିଲ୍ମରେ ନୂଆ ପିଢ଼ିର ପ୍ରେମ ଓ ସମ୍ପର୍କ ଉପରେ ଫୋକସ୍ କରାଯିବ ।କିରନ ରାଓଙ୍କ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫିଲ୍ମ ‘ଲାପତା ଲେଡିଜ୍’ରେ ଦର୍ଶକୀୟ ଆଦୃତି ପାଇବା ପରେ ନିଜର ପ୍ରତିଭା ପାଇଁ ଖୁବ୍ ଲୋକପ୍ରିୟତା ସାଉଁଟୁଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ଏକତା କପୁରଙ୍କ ଆଗାମି ପ୍ରୋଜେକ୍ଟରେ ଅଭିନୟ କରିବେ ନିତାଂଶୀ । ବର୍ତ୍ତମାନ ପାଇଁ ନିର୍ମାତା ଫିଲ୍ମ ବିଷୟରେ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି ।
ନିତାଂଶୀ ଗୋଏଲ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୮ ବର୍ଷୀୟା ଜଣେ ଅଭିନେତ୍ରୀ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଥିଲେ। ଆମେ ଲାପାତା ଲେଡିଜ ର ଫୁଲ କୁମାରୀ ଅର୍ଥାତ ନୀତାଂଶୀ ଗୋୟଲଙ୍କ ବିଷୟରେ କହୁଛୁ। ସେ ୯ମ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର, ମିସିଂ ଲେଡିଜରେ ଅଭିନୟ କରିଥିଲେ ଏବଂ ତାଙ୍କର ଚମତ୍କାର ଅଭିନୟ ସହିତ ହୃଦୟ ଜିତିଥିଲେ। ନୀତାଂଶୀ ଗୋୟଲଙ୍କ ଜନ୍ମ ୧୨ ଜୁନ୍ ୨୦୦୭ରେ ଉତ୍ତର ପ୍ରଦେଶର ନୋଏଡାରେ ହୋଇଥିଲା ଏବଂ ୯ ବର୍ଷ ବୟସରେ ସେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଟିଭି ଧାରାବାହିକ “ଇସ୍କବାଜ୍” ସହିତ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ, ଯେଉଁଥିରେ ସେ ଯୁବତୀ ଅନିକା ଭୂମିକାରେ ଅଭିନୟ କରିଥିଲେ, ଯାହା ପରେ ସୁରଭି ଚନ୍ଦନାଙ୍କ ଦ୍ୱାରା ଅଭିନୀତ ହୋଇଥିଲା।
ଏହା ପରେ, ନୀତାଂଶୀ ଅନେକ ଟିଭି ଶୋ’ରେ ଦେଖାଦେଇଥିଲେ । ଦିନକୁ ଦିନ ତାଙ୍କର କଳାକୁ ସମ୍ମାନ ଦେଉଥିଲେ। ସେ ଡାୟନ ଏବଂ ପେସୱା ବାଜିରାଓ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ନୀତାଂଶୀ ଗୋୟଲ ୨୦୧୪ରେ ମୁକ୍ତିଲାଭ କରିଥିବା “ଲାପତା ଲେଡିଜ୍” ସହିତ ବଲିଉଡ ଜଗତରେ ପ୍ରବେଶ କରିଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମରେ ହିଁ ତାଙ୍କର ନୀରିହତା ଏବଂ ଅଭିନୟ ଦକ୍ଷତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories