PawanSingh / ଗମ୍ଭୀର ରୋଗରେ ପୀଡ଼ିତ ଭୋଜପୁରୀ ଷ୍ଟାର ପବନ ସିଂହ…ଚିନ୍ତାରେ ଫ୍ୟାନ୍ସ
·1 hour ago·2 min read

Key Points
ପବନ ସିଂହ ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ହେଉଛି
ଏହି ଖବର ପ୍ରଚାର ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡ଼ିଛନ୍ତି

ବର୍ତ୍ତମାନ ଟେଲିଭିଜନରେ OTTର ଖୁବ ଡିମାଣ୍ଡ ରହିଛି। ଅଗଷ୍ଟ ୨ ତାରିଖରେ ଟେଲିଭିଜନରେ ଏକ ନୂଆ ଶୋ’ ଆସିବାକୁ ଯାଉଛି। ଯାହାର ନାଁ ହେଲା ଭୋଜପୁରୀ ବବାଲ। ଭୋଜପୁରୀ ସିନେମାରେ ବହୁ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ସାମିଲ ହୋଇଛନ୍ତି। ପବନ ସିଂ, ନିରହୁଆ, ଆମ୍ରପାଲି ଦୁବେ, କାଜଲ ରାଘବାନି ଭଳି ତାରକା ଗୋଟିଏ ଶୋ’ରେ ଦେଖିବାକୁ ମିଳିବେ। ଏହି ଶୋ’ରେ ତେଜପ୍ରତାପ ଯାଦବ ବି ଅଂଶଗ୍ରହଣ କରିବେ ବୋଲି ଶୁଣିବାକୁ ମିଳୁଛି।
ଭୋଜପୁରୀ ସିନେମା ଜଗତର ଚର୍ଚ୍ଚିତ ନାମ ପବନ ସିଂହ । ଗୀତ ଓ ଅଭିନୟ ମାଧ୍ୟମରେ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ପବନ ସିଂହ ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ହେଉଛି । ଏହି ଖବର ପ୍ରଚାର ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି।
ଏହାସହ ପଢ଼ନ୍ତୁ: 'ଡ୍ରାଗନ୍' ସୁଟିଂରେ ଆହତ ହେଲେ ଜୁନିଅର ଏନଟିଆର… ୨ ମାସ ବିଶ୍ରାମ ପାଇଁ ଡାକ୍ତରଙ୍କ ପରାମର୍ଶ
ଅନ୍ୟପଟେ, ରାଜନେତା ତେଜ ପ୍ରତାପ ଯାଦବଙ୍କ ଏକ ଜନସଭାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ପବନ ସିଂହଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କଥା ଉଠିବା ପରେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ପବନ ସିଂହଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ନେଇ କୌଣସି ବିସ୍ତୃତ ଅଧିକାରିକ ସୂଚନା ମିଳିନଥିବା ବେଳେ ପ୍ରଶଂସକମାନେ ତାଙ୍କ ଅପଡେଟ୍କୁ ଅପେକ୍ଷା କରିଛନ୍ତି । ଭୋଜପୁରୀ ଜଗତରେ ପବନ ସିଂହଙ୍କ ଏକ ବଡ଼ ଫ୍ୟାନ୍ ଫଲୋଇଂ ରହିଛି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରତ୍ୟେକ ଖବର ଉପରେ ଏବେ ନଜର ରହିଛି। “ଭୋଜପୁରୀ ବବାଲ” ପ୍ରୋମୋରେ ପବନ ସିଂ ନିଜ ବନ୍ଧୁମାନଙ୍କ ସହ ବସିଥିଲେ। ସେ ପୂରା ସିରିୟଶ ଦେଖାଯାଉଥିଲେ। ଜଣେ ଫ୍ୟାନ୍ସ ତାଙ୍କୁ ପଚାରିଥିଲେ ଯେ, ପବନ ଭାଇ ଆପଣଙ୍କ ରିପୋର୍ଟ ଠିକ ଅଛି ନା। ଆଉ ଜଣେ କହିଛନ୍ତି ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ରହିଛି। ତୁମେ ଶୀଘ୍ର ଠିକ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories