Bollywood Update / ଦ୍ଵିତୀୟ ବିବାହ କରିବେ ପୱନ ସିଂହ, କନ୍ୟା ସାଜିବେ ଧନଶ୍ରୀ
·8 months ago·2 min read

Key Points
ଦ୍ଵିତୀୟ ବିବାହ କରିବେ ପୱନ ସିଂହ
ପାୱାର ଷ୍ଟାରଙ୍କ କନିଆ ସାଜିବେ ଧନଶ୍ରୀ !
ପାୱାର ଷ୍ଟାରଙ୍କ କନିଆ ସାଜିବେ ଧନଶ୍ରୀ !
ଆଉ ଜଣେ ଅଭିନେତାଙ୍କ ପ୍ରମେରେ ପଡିଛନ୍ତି ଧନଶ୍ରୀ ବର୍ମା। ଭୋଜପୁରୀ ଅଭିନେତା ପୱନ ସିଂହଙ୍କୁ ଖୁବଶୀଘ୍ର ବିବାହ କରିବେ ଧନଶ୍ରୀ ବର୍ମା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ରାୟତଃ ପାୱାର ଷ୍ଟାର ପୱନ ସିଂହଙ୍କ ଜଲୱା ଦେଖିବାକୁ ମିଳିଛି। ରାଇଜ ଆଣ୍ଡ ଫଲ୍ର ଫାଇନାଲରେ ପୱନ କିଚି ସମୟ ପାଇଁ ଆସିଥିଲେ । ହେଲେ ସେତିକି ସମୟ ଖୁବ୍ ଧମାଲ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଖୁବ୍ ଭିଡିଓ ଭାଇରାଲ୍ ହେଉଛି । ଶୋର ଫାଇନାଲରେ ସେ ପୁଣି ଥରେ ଧନଶ୍ରୀ ବର୍ମା ଓ ଆକୃତି ନେଗିଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି । କମେଡି ଅଭିନୟରେ ଧନଶ୍ରୀ ଓ ଆକୃତି ପୱନଙ୍କ କନିଆ ସାଜିଥିବାର ଦେଖିବାକୁ ମିଳିଥିଲା । ଆକୃତି ଓ ଧନଶ୍ରୀ ଗୋଟିଏ କଥାରେ ଝଗଡା ଲାଗୁଥିବାର ନଜର ଆସିଥିଲେ କାହିଁକି ନା ପୱନ ତାଙ୍କ ମଧ୍ୟରୁ କାହାକୁ ବାହା ହେବେ । ପୱନ ମାଆଙ୍କର ବିନା ମଞ୍ଜୁରୀରେ କୌଣସି କାମ କରନ୍ତି ନାହିଁ । ଏଥିପାଇଁ ସେ ତାଙ୍କ ଠାରୁ ପରମିସନ୍ ନେଲେ ।
ଅଭିନୟରେ କିକୁ ପୱନଙ୍କ ମାଆ ଭୂମିକାରେ ନଜର ଆସିଥିଲେ । ସେ ଦୁହିଁଙ୍କୁ ନେଇ ମାଆଙ୍କ ପାଖକୁ ନେଇ ଯାଇଥିଲେ ସେ କହିଥିଲେ ମାଆ ତୁମେ କୁହ ବିବାହ କାହାକୁ କରିବୁ । କିକୁ ଧନଶ୍ରୀ ଓ ଆକୃତିଙ୍କୁ ଟେଷ୍ଟ ନିଅନ୍ତି । ହେଲେ ଦୁହେଁ ଟାକ୍ସରେ ଫେଲ୍ ହୋଇଯାଆନ୍ତି। ପାୱାର ଷ୍ଟାର କୁହନ୍ତି କି ଧନଶ୍ରୀ ତାଙ୍କ ହୃଦୟ ଓ ଆକୃତି ହେଉଛନ୍ତି ହୃଦୟର ସ୍ପନ୍ଦନ। ଫାଇନାଲରେ ସେ ଧନଶ୍ରୀଙ୍କ ପାଇଁ ଗିଫ୍ଟରେ ଶାଢୀ ଓ ଟିକିଲି ଆଣିଥିଲେ । ସେ ଦୁଇ ଅଭିନେତ୍ରୀଙ୍କ ସହ କିକୁ ଶାରଦାଙ୍କ ସହ ଫନି ଆକ୍ଟ ମଧ୍ୟ କରିଥିଲେ । ତେବେ ଏହା ଧନଶୟୀ ଏବଂ ପଓ୍ୱନଙ୍କ ବିବାହ ହେବ ସତ କି ମିଛ ତାହା ତ ଜଣାନାହିଁ। ହେଲେ ଏହି ଶୋରେ ଉଭୟ ଖୁବ ମଜାକରୁଥିବା ଦେଖିବାକୁ ମିଳିଥିଲା।
ଧନଶ୍ରୀ ବର୍ମା:
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ ଆଇନଜୀବୀ ନୀତିନ କୁମାର ଗୁପ୍ତା ଗଣମାଧ୍ୟମକୁ କହିଥିଲେ, ଉଭୟ ପକ୍ଷ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି। ଦୁହେଁ ଅଲଗା ହୋଇଯାଇଛନ୍ତି। ଚହଲ ଏବଂ ଧନଶ୍ରୀ ବର୍ମା ୨୦୨୦ ଡିସେମ୍ବରରେ ବିବାହ କରିଥିଲେ। ସେମାନଙ୍କ ଆବେଦନ ଅନୁଯାୟୀ, ୨୦୨୨ ଜୁନ୍ ମାସରେ ସେମାନେ ଅଲଗା ହୋଇ ଯାଇଥିଲେ।
ଗତ ଫେବ୍ରୁଆରି ୫ ତାରିଖରେ ସେମାନେ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ପାରିବାରିକ ଅଦାଲତରେ ମିଳିତ ପିଟିସନ୍ ଦାଖଲ କରିଥିଲେ। ଚହଲ ଏବଂ ବର୍ମା ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଅଲଗା ରହୁଥିଲେ ଏବଂ ଭରଣପୋଷଣ ବାବଦରେ ଦୁଇ ପକ୍ଷ ମଧ୍ୟରେ ମଧ୍ୟସ୍ଥତା ସମୟରେ ଆସିଥିବା ସମ୍ମତି ସର୍ତ୍ତାବଳୀ ପାଳନ ହୋଇଥିବା କଥାକୁ ହାଇକୋର୍ଟ ଗୁରୁତ୍ୱ ଦେଇଥିଲେ।ପରିବାର ଅଦାଲତ ଏହି କାରଣରୁ କୁଲିଂ ଅଫ୍ ଅବଧି ଛାଡ଼ କରିବାକୁ ମନା କରିଦେଇଥିଲେ କାରଣ କେବଳ ସମ୍ମତି ସର୍ତ୍ତାବଳୀକୁ ଆଂଶିକ ଭାବେ ପାଳନ କରାଯାଇଥିଲା ଯେଉଁଥିରେ ଚହଲ ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଦେବା ଆବଶ୍ୟକ ଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories