Bollywood News / ୧୬୦୦ କୋଟି ପାର କଲା "ଧୁରନ୍ଧର ୨": ରଣବୀରଙ୍କ ମୁଭି ସଫଳତାରେ ଚୁପ କାହିଁକି ପତ୍ନୀ ଦୀପିକା?...ଟ୍ରୋଲର ଦେଲେ ଜବାବ
·5 months ago·2 min read

Key Points
୧୬୦୦ କୋଟି ପାର କଲା "ଧୁରନ୍ଧର 2" ମୁଭି
ହେଲେ ବି ଖୁସି ନାହାନ୍ତି ପତ୍ନୀ ଦୀପିକା କାହିଁକି?

ରଣବୀର ସିଂହଙ୍କ ଧୁରନ୍ଧର ମୁଭି ବକ୍ସ ଅଫିସରେ ରେକର୍ଡ କରିଛି। ଫିଲ୍ମ ବକ୍ସ ଅଫିସରେ ସବୁ ରେକର୍ଡ ବ୍ରେକ କରିଛି। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଧୁରନ୍ଧର ୨ର ଫ୍ୟାନ ହୋଇଯାଇଛନ୍ତି। ବହୁ ବଡ଼ ବଡ଼ ଷ୍ଟାର ରଣବୀରଙ୍କ ଅଭିନୟକୁ ନେଇ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବଲିଉଡ ଠୁ ନେଇ କ୍ରିକେଟ ପର୍ଯ୍ୟନ୍ତ ସମସ୍ତେ ତାରିଫ କରୁଛନ୍ତି। ଗତ ମଙ୍ଗଳବାର ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ମଧ୍ୟ ଏହି ମୁଭିକୁ ଢେର ସାରା ପ୍ରଶଂସା କରିଛନ୍ତି। କିନ୍ତୁ ରଣବୀରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋଣ ଏପର୍ଯ୍ୟନ୍ତ କୌଣସି ମତ ଦେଇ ନାହାନ୍ତି। ଏହି ଫିଲ୍ମକୁ ନେଇ କୌଣସି ପ୍ରତିକ୍ରିୟା ଏଯାଏ ଦେଇନାହାନ୍ତି। ସ୍ବାମୀଙ୍କ ସଫଳତାରେ କଣ ଖୁସି ନାହାନ୍ତି କି ଦୀପିକା? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।
ରଣବୀରଙ୍କ ଫିଲ୍ମକୁ ନେଇ ଦୀପିକାଙ୍କ ନୀରବତା ଫ୍ୟାନ୍ସମାନେ ଗ୍ରହଣ କରିପାରୁ ନାହାନ୍ତି। ଫ୍ୟାନ୍ସମାନେ ଭାବୁଥିଲେ ଯେ ଫିଲ୍ମଟି ଏତେ ହିଟ ହେବାପରେ ଦୀପିକା ନିଶ୍ଚିତ ଭାବେ କିଛି କହିବେ। କିନ୍ତୁ ଦୀପିକାଙ୍କ ନୀରବତା ସମସ୍ତଙ୍କୁ ନିରାଶ କରିଛି। ଦୀପିକାଙ୍କୁ ସୋସିଆଲ ମିଡିଆରେ ଭାରି ମାତ୍ରାରେ ଟ୍ରୋଲ ମଧ୍ୟ କରାଯାଉଛି। ଏବେ ଶେଷରେ ଦୀପିକା ଟ୍ରୋଲକୁ ନେଇ ମୁହଁ ଖୋଲିଛନ୍ତି।
ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରାଯାଇଥିଲା ଯେଉଁଥିରେ ଧୁରନ୍ଧର ମୁଭିର ବ୍ଲକବଷ୍ଟର ପର୍ଫମାନ୍ସକୁ ନେଇ ଦୀପିକାଙ୍କୁ ଟାର୍ଗେଟ କରାଯାଇଥିଲା। ଭିଡିଓ କ୍ୟାପସନରେ ଲେଖାଯାଇଥିଲା ଯେ, ଦୀପିକା ୫୦୦ କୋଟିର ମୁଭିକୁ ଅଣଦେଖା କରିଦେଇଛନ୍ତି। ଯେଉଁଠି ଧୁରନ୍ଧର ୨ ମୁଭି ପୁରା ବିଶ୍ବରେ ରେକର୍ଡ କରୁଛି। ଦୀପିକା ଫିଲ୍ମର ପ୍ରିମିୟର ଦେଖିବାକୁ ବି ଯାଇ ନ ଥିଲେ। ପ୍ରିମିୟରକୁ ନ ଯାଇ ଶାଶୁ ଶ୍ବଶୁରଙ୍କ ସହ ସୀତାର କନସର୍ଟକୁ ଯାଇଥିଲେ। କୌଣସି ପୋଷ କରି ନ ଥିବା ସହ ଫିଲ୍ମ କୁ ନେଇ ପୁରା ଚୁପ ଅଛନ୍ତି। କଣ ଇଣ୍ଟରନେଟରେ ଚାଲିଥିବା ଏହି ଡ୍ରାମାରୁ ଦୂରରେ ରହୁଛନ୍ତି?
ଏହାସହ ପଢ଼ନ୍ତୁ: ଆଇପିଏଲ ଚାଲୁଥିବା ବେଳେ ଧୁରନ୍ଧର-୨ ମୁଭି ଦେଖି ଏମିତି ରିଆକ୍ସନ ଦେଲେ ବିରାଟ କୋହଲି...ସବୁଠି ଚର୍ଚ୍ଚା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଷ୍ଟକୁ ନେଇ ଦୀପିକା ଅଜବ ରିଆକ୍ସନ ଦେଇ ଲେଖିଛନ୍ତି, ମୁଁ ଏହି ମୁଭିକୁ ତୁମାମନଙ୍କ ଠାରୁ ବହୁ ତ ଆଗରୁ ଦେଖିସାରିଛି। ଏବେ କାହାର ମଜାକ ବନିଲା ଭାବନ୍ତୁ। ଦୀପିକାଙ୍କ ଉତ୍ତର ପରେ ବହୁ ଫ୍ୟାନ୍ସ ତାଙ୍କୁ ସପୋର୍ଟ କରିବାକୁ ଆଗେଇ ଆସିଛନ୍ତି। କେତେକ ଫ୍ୟାନ୍ସ କହିଛନ୍ତି ଷ୍ଟାରଙ୍କୁ ଜବରଦସ୍ତି ଟାର୍ଗେଟ କରିବା ଠିକ ନୁହେଁ।
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ମୁଭି ଧୁରନ୍ଧର ୨ ମୁଭି ବିଷୟରେ କହିବାକୁ ଗଲେ ଫିଲ୍ମଟି ସମସ୍ତଙ୍କୁ ଭଲ ଲାଗୁଛି। ଫିଲ୍ମଟି ବକ୍ସଅଫିସରେ ଏକ ନୂଆ ରେକର୍ଡ ସେଟ କରିଦେଇଛି। ଫିଲ୍ମଟି ୨୧ ଦିନରେ ବିଶ୍ବବ୍ୟାପୀ ୧୬୦୦ କୋଟି କଲେକ୍ସନ କରିସାରିଛି। ସାରା ବିଶ୍ବରେ ଧୁରନ୍ଧର ମୁଭିର କ୍ରେଜ ଦେଖିବାକୁ ମିଳିଛି।

Related Topics
Explore more stories