Entertainment News / ରଶ୍ମିକା-ବିଜୟ କଲେ କି ବିବାହ? ସୋସିଆଲ ମିଡିଆରେ ଘୁରୁଛି ଫଟୋ
·8 months ago·2 min read

Key Points
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ, ବିଜୟଙ୍କୁ ଏକ ଶେରଓ୍ବାନୀ ପିନ୍ଧିଥିବାର ଦେଖିବାକୁ ମିଳୁଛି।
ଦକ୍ଷିଣ ଭାରତୀୟ ସିନେମାରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ଯୋଡ଼ି ବହୁତ ଦିନ ଧରି ଚର୍ଚ୍ଚାରେ ରହିଛି। ଦୀର୍ଘ ଦିନ ଧରି ଗୁଜବ ରହିଛି ଯେ ସେମାନେ ରିଲେଶନସିପରେ ଅଛନ୍ତି ଏବଂ ଆସନ୍ତା ବର୍ଷ ଫେବୃଆରୀ 2026 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଦୁହିଁଙ୍କ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ସେମାନଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ଦେଖାଉଛି। ଏବେ, କିଛି ଫଟୋ ଅନଲାଇନରେ ପ୍ରକାଶ ପାଇଛି, ଯେଉଁଥିରେ ରଶ୍ମିକା ଏବଂ ବିଜୟ ବିବାହ ପୋଷାକରେ ଦେଖାଯାଉଛନ୍ତି। ତେବେ ସତ କଣ ଚାଲନ୍ତୁ ଜାଣିବା। ଏମିତି ସେଲିବ୍ରିଟି ମାନେ ସିକ୍ରେଟଲି ବିବାହ କରିବା ଆମେ ସୁବଥର ଶୁଣିଛେ ତେବେ ଆଜି କଣ ରଶ୍ମୀକା-ବିଜୟ ବିବାହ କରିସାରିକି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବା ମୁଡରେ।
ଏହାସହ ପଢ଼ନ୍ତୁ: ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମାଆ ହେଲେ ଭାରତୀ ସିଂହ
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ, ବିଜୟଙ୍କୁ ଏକ ଶେରଓ୍ବାନୀ ପିନ୍ଧିଥିବାର ଦେଖିବାକୁ ମିଳୁଛି। ରଶ୍ମିକା ଏକ ଲେହେଙ୍ଗାରେ ଦେଖାଯାଉଛନ୍ତି। ବହୁ ଅଭିନେତା ଅଭିନେତ୍ରୀ ସେମାନଙ୍କ ପାଖରେ ଛିଡ଼ା ହୋଇ ତାଙ୍କୁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି। ମହେଶ ବାବୁ ଏବଂ ପ୍ରଭାସ ମଧ୍ୟ ନବଦମ୍ପତିଙ୍କୁ ଆଶୀର୍ବାଦ କରୁଥିବା ମଞ୍ଚ ଉପରେ ଦେଖାଯାଉଛି।
ଭାଇରାଲ ଫଟୋ ପଛରେ ସତ୍ୟତା କ’ଣ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ ମିଡିଆରେ ରଶ୍ମିକା ଏବଂ ବିଜୟଙ୍କ ଆଉ ଏକ ଫଟୋ ଘୂରି ବୁଲୁଛି, ଯାହାର ପଛପଟେ ସେମାନଙ୍କ ନାମ ଲେଖା ହୋଇଛି। ଫଟୋରେ ରଶ୍ମିକା ଏବଂ ବିଜୟ ବେକରେ ମାଳା ପିନ୍ଧିଥିବାର ଦେଖିବାକୁ ମିଳୁଛି। ସେମାନଙ୍କ ସହିତ ମହେଶ ବାବୁ ଏବଂ ନମ୍ରତା ଶିରୋଦକର ମଧ୍ୟ ଦେଖାଯାଇଛନ୍ତି। ସୋସିଆଲ ମିଡିଆରେ ଯେଉଁ ଫଟୋଗୁଡ଼ିକ ପ୍ରକାଶ ପାଇଛି ତାହା ବାସ୍ତବବାଦୀ ମନେ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତଥାପି, ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଏହି ଫଟୋଗୁଡ଼ିକ AI ବ୍ୟବହାର କରି କରାଯାଇଛି ଏହା ନକଲି। ଏଥିରେ କୌଣସି ସତ୍ୟତା ନାହିଁ। ତେବେ ଅଫିସିଆଲି ବିବାହ କରିବେ ବୋଲି ଉଭୟ ଯୋଡ଼ି ଏଯାଏ ପବ୍ଲିକାଲି ଘୋଷଣା କରି ନାହାନ୍ତି।
ଏହାସହ ପଢ଼ନ୍ତୁ: ବିଜୟଙ୍କ କନିଆଁ ସାଜିବା ପୂର୍ବରୁ ଶ୍ରୀଲଙ୍କାରେ ଛୁଟି କାଟୁଛନ୍ତି ରଶ୍ମିକା
ରଶ୍ମିକା ଶ୍ରୀଲଙ୍କାରେ ଗର୍ଲସ ଗ୍ୟାଙ୍ଗ ସହିତ ବ୍ୟାଚେଲର ପାର୍ଟି କରୁଛନ୍ତି
ସାଉଥର ଫେମସ ଅଭିନେତ୍ର ରଶ୍ମିକା ମନ୍ଦାନା କିଛି ଦିନ ହେଲା ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଯେ ୨୦୨୬ ମସିହା ଫେବୃଆରୀ ମାସରେ ବିଜୟ ଏବଂ ରଶ୍ମିକା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ବିବାହ ପୂର୍ବରୁ ରଶ୍ମିକା ତାଙ୍କ ସାଙ୍ଗମାନଙ୍କ ସହ ଶ୍ରୀଲଙ୍କାରେ ମସ୍ତି କରୁଛନ୍ତି। ଶ୍ରୀଲଙ୍କାର ସମୁଦ୍ର କୂଳରେ ସାଙ୍ଗମାନଙ୍କ ସହ ବସି ପ୍ରକୃତିକୁ ଉପଭୋଗ କରିବା ସହ ଚିଲଡଆଉଟ ମୁଡରେ ନଜର ଆସିଛନ୍ତି। ରଶ୍ମିକା ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଖାଇବା-ପିଇବା ସହିତ ବୁଲିବା, ମସ୍ତି କରିବାର ଫଟୋ ଶେୟାର କରିଛନ୍ତି।

Related Topics
Explore more stories