Hrithik Roshan / ବିବାହ ପୂର୍ବରୁ ଅସୁସ୍ଥ ହେଲେ ସବା, ୧୪ ଦିନରେ ୪ କିଲୋ ଓଜନ ହ୍ରାସ
·5 months ago·2 min read

Key Points
୧୪ ଦିନରେ ୪ କିଲୋ ଓଜନ ହ୍ରାସ
ହସ୍ପିଟାଲ୍ରେ ହ୍ରିତିକ୍ ରୋଶନଙ୍କ ଗର୍ଲଫ୍ରେଣ୍ଡ
ହ୍ରିତିକ୍-ସବାଙ୍କ ପଡ଼ିପାରେ ହାତଗଣ୍ଠି !
ହସ୍ପିଟାଲ୍ରେ ହ୍ରିତିକ୍ ରୋଶନଙ୍କ ଗର୍ଲଫ୍ରେଣ୍ଡ
ହ୍ରିତିକ୍-ସବାଙ୍କ ପଡ଼ିପାରେ ହାତଗଣ୍ଠି !
ହସ୍ପିଟାଲ୍ରେ ହ୍ରିତିକ୍ ରୋଶନଙ୍କ ଗର୍ଲଫ୍ରେଣ୍ଡ। ଯେଉଁ କବର ପରେ ହ୍ରିତିକ୍ଙ୍କ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ବଢ଼ିବା ସହ ଚିନ୍ତା ମଧ୍ୟ ବଢ଼ିଛି ଯେ କଣ ହୋଇଛି ଏବଂ କେମିତି ହେଲା। ସେ ମାତ୍ର ୧୪ ଦିନ ମଧ୍ୟରେ ୪ କିଲୋ ଓଜନ ହ୍ରାସ କରିଛନ୍ତି। ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି।। କିଏ ଜାଣେ ଏହି ରୋଗ କେଉଁଠାରୁ ଆସିଲା। ମୁଁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୪ କିଲୋ ହ୍ରାସ କରିଛି। ମୋର ଓଜନ ପୂର୍ବରୁ ବହୁତ କମ ଅଛି। ଏବେ ବୁଲିବା ମଧ୍ୟ ମୋ ପାଇଁ ଏକ ସଂଘର୍ଷ ପାଲଟିଛି। ହ୍ରିତିକ ସବୁ ପରିସ୍ଥିତିରେ ମୋ ସହ ଅଛନ୍ତି।
ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସବା ନିଜ ମନର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଏହି ଗମ୍ଭୀର ରୋଗରେ ପୀଡିତ ହେବା ପରେ ସବା ବୁଲିବା ତ ଦୂରର କଥା ଏକ ଟୁଥପିକ ଉଠାଇବାକୁ ମଧ୍ୟ ସଂଘର୍ଷ କରୁଛନ୍ତି। ୪୦ ବର୍ଷୀୟା ସବା ହସ୍ପିଟାଲ୍ରେ ଶୋଇଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ ଜୀବନର ସବୁଠାରୁ ଖରାପ ୧୪ ଦିନ। ସାଇକ୍ଲୋସ୍ପୋରା କାଏଟାନେନ୍ସିସ ଏକ ଭୟଙ୍କର ରୋଗ।
ଏଥିସହ ପଢ଼ନ୍ତୁ: ଚାଲିପାରୁ ନାହାନ୍ତି ବରୁଣଙ୍କ ଦେଢ ବର୍ଷର ଝିଅ, ଯନ୍ତ୍ରଣା ବିଷୟରେ କାନ୍ଦି କାନ୍ଦି କହିଲେ...
ବିଶେଷକରି ମୋ ପରି ଜଣେ ମହିଳା ପାଇଁ, ଯିଏ କେବଳ ଘରେ ରନ୍ଧା ଖାଦ୍ୟ ଖାଏ ଏବଂ ଯେଉଁଠାକୁ ଯାଏ ସାଙ୍ଗରେ ନିଜ ପାଣି ବୋତଲ ନେଇକି ଯାଏ। ତଥାପି ଏମିତି ଅବସ୍ଥା ହୋଇଗଲା ସବାଙ୍କର। ତେବେ ଚିକିତ୍ସା ଚାଲିଥିବାବେଳେ ବର୍ତ୍ତମାନ ଧିରେ ଧିରେ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ କଥା ଉଠୁଥିଲା ସେ ପୁଣି ଥରେ ବିବାହ କରିପାରନ୍ତି ଅଭିନେତା ହ୍ରିତିକ ରୋଶନ। ପୁଣି ବାଜିବ ଶାହାନାଈ। ପଡ଼ବ ହାତଗଣ୍ଠି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର ବେଶରେ ପୁଣି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନ। ସେ ତାଙ୍କ ଗର୍ଲଫ୍ରେଣ୍ଡ ସବାଙ୍କର ହାତ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସମୟରେ ସବାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ନିଶ୍ଚିନ୍ତ ଭାବରେ ଚିନ୍ତାର ବିଷୟ । ସୋଶାଲ ମିଡିଆରେ ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଅଫିସିଆଲି ରୁପେ ଏନେଇ କୌଣସି ଘୋଷଣା ହୋଇନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories