Salman Khan Donate / ସ୍ୱାସ୍ଥ୍ୟ ଖରାପ: ନିଜର ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଦେଇଦେବେ ଭାଇଜାନ !
·5 months ago·2 min read

Key Points
ନିଜର ସବୁ ସମ୍ପତ୍ତି ଦାନ କରିଦେବେ ସଲମାନ
ଜାଣନ୍ତୁ ଖବର ପଛର ସତ୍ୟତା....
ଜାଣନ୍ତୁ ଖବର ପଛର ସତ୍ୟତା....
ବିଟାଉନ୍ରେ ହଇଚଇ ସୃଷ୍ଟି। ନିଜର ସ୍ଥାବରଅସ୍ଥାବର ସମ୍ପତ୍ତି ଦାନ କରିଦେବେ ବଳିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡର 'ଭାଇ ଜାନ' ସଲମାନ ଖାନ ତାଙ୍କ ସବୁ ସମ୍ପତ୍ତି ଦାନ କରିବେ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି।ତଥାପି, ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସଲମାନ ଏପରି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।ସଲମାନ ଖାନଙ୍କ ଏତେ ଶୀଘ୍ର ସମ୍ପତ୍ତି ବଣ୍ଟନ ଉପରେ ଧ୍ୟାନ ଦେବାର ମୁଖ୍ୟ କାରଣ ହେଉଛି ତାଙ୍କର ପୂର୍ବ ସ୍ୱାସ୍ଥ୍ୟ ସମସ୍ୟା।
ପୂର୍ବରୁ ସଲମାନ'ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ' ନାମକ ଏକ ଭୟଙ୍କର ସ୍ନାୟୁ ରୋଗରେ ପୀଡିତ ଥିଲେ। ଏହାକୁ ଡାକ୍ତରୀ ଭାଷାରେ କିଲର ଡିଜିଜ' ବୋଲି କୁହାଯାଏ। ଏହି ରୋଗରେ ମୁହଁ ଓ ପାଟିରେ ବିଦ୍ୟୁତ୍ ଆଘାତ ଭଳି ତୀବ୍ର ଯନ୍ତ୍ରଣା ହୋଇଥାଏ। ରିପୋର୍ଟ ଅନୁଯାୟୀ, ତାଙ୍କ ଅନୁପସ୍ଥିତିରେ ପରିବାର ଲୋକ ଯେପରି କୌଣସି ଆର୍ଥିକ ଅସୁବିଧାର ସାମ୍ନା ନ କରନ୍ତୁ ସେଥିପାଇଁ ସେ ତାଙ୍କ ଭାଇ ଅରବାଜ ଓ ସୋହେଲ ଏବଂ ଭଉଣୀ ଆଲାଭିରା ଓ ଅର୍ପିତାଙ୍କ ମଧ୍ୟରେ ସମାନ ଭାବରେ ତାଙ୍କର ସମ୍ପତ୍ତି ବାଣ୍ଟିବାକୁ ଚାହୁଁଛନ୍ତି। ସଲମାନ ଖାନଙ୍କ ଫିଲ୍ମଗୁଡ଼ିକ କିଛି ସମୟ ଧରି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନାହିଁ।
.ସଲମାନ ଖାନ ଅନେକ ଫିଲ୍ମରେ ବ୍ୟସ୍ତ:
ସଲମାନ ଖାନ ବର୍ତ୍ତମାନ ତାଙ୍କ କ୍ୟାରିଅର ଦୃଷ୍ଟିରୁ ବ୍ୟସ୍ତ। ସେ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ଆହୁରି କିଛି ବଡ଼ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି। ସଲମାନ ଟଲିଉଡର ଶ୍ରେଷ୍ଠ ପ୍ରଯୋଜକ ଦିଲ ରାଜୁଙ୍କ ଦ୍ୱାରା ନିର୍ମିତ ବଡ଼ ଆକ୍ସନ ଡ୍ରାମାରେ ଅଭିନୟ କରିବାକୁ ଯାଉଛନ୍ତି। ସଲମାନ ଦେଶପ୍ରେମ ଆଧାରିତ 'ମାତୃଭୂମି'ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ତାଙ୍କ ପରିବାର ପ୍ରତି ଚିନ୍ତାଧାରା ବାବଦରେ ଜାଣି ଫ୍ୟାନ୍ସମାନେ ପ୍ରଶଂସା ନ କରି ରହି ପାରୁ ନାହାଁନ୍ତି।
ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆରେ ଏକ ବ୍ୟାପକ ଗୁଜବ ଚାଲିଛି ଯେ ସେ ତାଙ୍କର ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏ ବିଷୟରେ ସଲମାନ ମୁଁହ ଖୋଲି ନାହାନ୍ତି କିନ୍ତୁ ଖବରକୁ ନେଇ ହଇଚଇ ଖେଳି ଯାଇଛି।ଏହି ନିଷ୍ପତ୍ତି ପଛରେ କିଛି ରହସ୍ୟ ଥାଇ ପାରେ ବୋଲି ଅନେକ ମନେ କରୁଛନ୍ତି। ଏକ ସାକ୍ଷାତକାରରେ ସଲମାନ କହିଥିଲେ ଯେ ସେ ମଧ୍ୟ ଯନ୍ତ୍ରଣା ସହ୍ୟ କରିନପାରି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ଯଦିଓ ସେ ୨୦୧୧ ମସିହାରେ ଆମେରିକାରେ 'ଗାମା ନାଇଫ୍' ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଥିଲେ, କିନ୍ତୁ ସେବେଠାରୁ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories