Aishwarya Rai / ସଲମାନଙ୍କ ଗୀତରେ ଠୁମକା ଲଗାଇଲେ ଐଶ୍ଵର୍ଯ୍ୟା, ଏମିତି କଲେ ଅଭିଷେକ...
·4 months ago·2 min read

Key Points
କଣ ଏକାଠି ନଜର ଆସିବେ ସଲମାନ ଏବଂ ଐଶ୍ଵର୍ଯ୍ୟା
ସଲମାନଙ୍କ ଗୀତରେ ଠୁମକା ଲଗାଇଲେ ଐଶ୍ଵର୍ଯ୍ୟା
ସଲମାନଙ୍କ ଗୀତରେ ଠୁମକା ଲଗାଇଲେ ଐଶ୍ଵର୍ଯ୍ୟା
ଅନେକ ବର୍ଷ ପରେ ଶେଷରେ ସଲମାନ ଖାନଙ୍କୁ ମନେ ପକାଇଲେ ଐଶ୍ଵର୍ଯ୍ୟା ରାୟ। ଏଖବର ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଭିତରେ ସଲମାନଙ୍କୁ ମନେ ପକାଇବା ନିଶ୍ଚିନ୍ତ ଭାବରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁରା ଘଟଣା କଣ ଘଟିଛି ଜାଣିବା ପାଇଁ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ପ୍ରକୃତରେ ଅଭିଷେକ ଏବଂ ଐଶ୍ଵର୍ଯ୍ୟା ଏଇ ନିକଟରେ ଏକ ବିବାହ ଉତ୍ସବରେ ନଜର ଆସିଥିଲେ। ବଲିଉଡ୍ ତାରକାଙ୍କ ଉପସ୍ଥିତି ଯେକୌଣସି ବିବାହକୁ ସ୍ୱତନ୍ତ୍ର କରିଥାଏ । ଯଦି ସେଥିରେ ଦମ୍ଦାର ଗୀତରେ ଠୁମକା ଲାଗେ ତାହାଲେ ମଜା ଦ୍ଵିଗୁଣିତ ହୋଇଯାଏ।
ପୂର୍ବତନ ଟେନିସ୍ ଖେଳାଳି ମୁଦିତ ଆଦାନୀ ଏବଂ ଅନନ୍ୟା ଦିୱାନଜୀଙ୍କ ବିବାହରେ ସମାନ ଝଲକ ଦେଖିବାକୁ ମିଳିଥିଲା। ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଦିତ ଆଦାନୀ ଏବଂ ଅନନ୍ୟାଙ୍କ ବିବାହ ସମୟରେ ଏକ ସିନ୍ ଅତିଥି ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଜନେସ ଲୋକପ୍ରିୟ ନୀତା ଅମ୍ବାନୀ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଡ୍ୟାନ୍ସ ଫ୍ଲୋରରେ ଏକାଠି ନଜର ଆସିଥିଲେ।
ସଲାମ-ଏ-ଇସ୍କ" ଫିଲ୍ମର ଟାଇଟଲ୍ ଟ୍ରାକ୍ "ସଲାମ-ଏ-ଇସ୍କ" ବାଜିବା ଥିଲା ତିନିଜଣ ନାଚିବା ମାତ୍ରେ ଅତିଥିମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିଲା। କରତାଳି ଏବଂ ଖୁସିର ସହିତ ସେମାନଙ୍କର ପରଫମାନ୍ସ ଏକ ଦେଖିବା ଯୋଗ୍ୟ ଥିଲା। ବିଶେଷକରି, ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ କେମେଷ୍ଟ୍ରି ଏବଂ ନୀତା ଅମ୍ବାନୀଙ୍କ ଅନ୍ଦାଜକୁ ଭଲ ଭାବରେ ଗ୍ରହଣ କରାଯାଇଥିଲା। ଯାହାର ଏକ ଝଲକ ଏବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ! ତିନି ଗୁଣା ବଢ଼ିବ ଦରମା...
ଭାଇରାଲ ହେଉଥିବା ଭିଡିଓରେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ନୀତା ଅମ୍ବାନୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏତିକି ହିଁ ନୁହେଁ ତାହା ପୁଣି ସଲମାନ ଖାନଙ୍କ ଗୀତ "ସଲାମ-ଏ-ଇସ୍କ" ରେ ଡ୍ୟାନ୍ସ ଫ୍ଲୋରରେ ନାଚୁଛନ୍ତି। ଭିଡିଓଟି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ କେମେଷ୍ଟ୍ରି ଏବଂ ନୀତା ଅମ୍ବାନୀଙ୍କ ଏନର୍ଜେଟିକ୍ ଅନ୍ଦାଜ କ୍ୟାମେରାରେ କଏଦ ହୋଇଛି। ପ୍ରଶଂସକମାନେ ଏହି ତିନି ଜଣଙ୍କ ଡ୍ୟାନ୍ସକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କେହି କେହି ଫ୍ୟାନ୍ସ ବି ଖୁସି ହୋଇଯାଇଥିବା ଦେଖିବାକୁ ମିଳିଛି। ସେପଟେ କିନ୍ତୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଅଲଗା ହେଉନାହାନ୍ତି, ଦୁହେଁ ଏକାଠି ରହିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories