Salman And Vivek Fighting / ସେଲିବ୍ରେଟି କଳି: ସଲମାନ ହେବେ ହିରୋ ବିବେକ ଭିଲେନ୍ କାହିଁକି ?
·4 months ago·2 min read

Key Points
ବକ୍ସ ଅଫିସରେ ମୁହାଁମୁହିଁ ହେବେ ଦୁଇ ଷ୍ଟାର
ସଲମାନ ହିରୋ, ବିବେକ ଭିଲେନ୍
ଦୀର୍ଘ ଦିନ ପରେ ଭାଙ୍ଗିବ ରାଗ
ସଲମାନ ହିରୋ, ବିବେକ ଭିଲେନ୍
ଦୀର୍ଘ ଦିନ ପରେ ଭାଙ୍ଗିବ ରାଗ
ସେଲିବ୍ରେଟି ଝଗଡା। ଦୀର୍ଘ ଦିନ ଧରି ଲାଗି ରହିଥିବା ଦୁଇ ଷ୍ଟାରଙ୍କ କଳି ଏବେ ଭାଙ୍ଗିବାକୁ ଯାଉଛି। ଏକାଠି ନଜର ଆସିବେ ସଲମାନ ଖାନ୍ ଏବଂ ବିବେକ ଓବରୟ। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏଭଳି କିଛି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ୨୦୨୭ ମସିହା ଇଦ୍ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ଏହି କଡ଼ା ଟକ୍କର ହେବାକୁ ଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିବାରେ ଲାଗିଛି।
ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ମାତୃଭୂମି’ର ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ, ସେ ନିଜର ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିସାରିଛନ୍ତି। ପ୍ରଯୋଜକ ଦିଲ ରାଜୁ ଏବଂ ନିର୍ଦ୍ଦେଶକ ଭାମଶୀ ପୈଡିପଲ୍ଲୀଙ୍କ ସହ ସଲମାନ ଏକ ଦମଦାର ଆକ୍ସନ ଡ୍ରାମା ଫିଲ୍ମ ନେଇ ଆସୁଛନ୍ତି, ଯାହା ୨୦୨୭ ମସିହା ଇଦ ଅବସରରେ ମୁକ୍ତିଲାଭ କରିବ। ତେବେ ସଲମାନଙ୍କ ଏହି ଫିଲ୍ମ ସହିତ ସାଉଥ ଅଭିନେତା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ’ସ୍ପିରିଟ’ (Spirit)ର କ୍ଲାସ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ସ୍ପିରିଟ ନିର୍ମାତାଙ୍କ ପକ୍ଷରୁ ଏହି ଫିଲ୍ମର ରିଲିଜ ତାରିଖ ୫ ମାର୍ଚ୍ଚ ୨୦୨୭ ଘୋଷଣା କରାଯାଇଛି। ସଲମାନ ଏହି ଫିଲ୍ମଟିକୁ ଇଦ୍ରେ ରିଲିଜ କରିବେ ବୋଲି କହିଛନ୍ତି। ୨୦୨୭ରେ ଇଦ ୯ କିମ୍ବା ୧୦ ମାର୍ଚ୍ଚରେ ପଡ଼ୁଛି। ଏହି ଦୁଇଟି ବଡ଼ ଫିଲ୍ମ ମଧ୍ୟରେ ମାତ୍ର ୪ ରୁ ୫ ଦିନର ପାର୍ଥକ୍ୟ ରହିବ, ଯାହା ବକ୍ସ ଅଫିସରେ ବଡ଼ ଧରଣର ପ୍ରଭାବ ପକାଇପାରେ। କେବଳ ଅଭିନେତା ନୁହଁନ୍ତି, ଅଭିନେତ୍ରୀଙ୍କ ମଧ୍ୟରେ ବି ଏହି ଲଢ଼େଇ ଦେଖିବାକୁ ମିଳିବ। ସଲମାନଙ୍କ ଫିଲ୍ମରେ ସାଉଥ ଲେଡି ସୁପରଷ୍ଟାର ନୟନତାରା ନଜର ଆସିବାକୁ ଥିବା ବେଳେ ‘ସ୍ପିରିଟ’ରେ ନ୍ୟାସନାଲ କ୍ରସ ତୃପ୍ତି ଡିମ୍ରି ଅଛନ୍ତି। ୨୦୨୭ରେ ଏହି ଦୁଇ ବଡ଼ ଚଳଚ୍ଚିତ୍ର ମଧ୍ୟରୁ କିଏ ବକ୍ସ ଅଫିସରେ ବାଜି ମାରୁଛି, ତାହା ଦେଖିବା ବେଶ ଆକର୍ଷଣୀୟ ହେବ।
ଏଥିସହ ପଢ଼ନ୍ତୁ: ‘ମାତୃଭୂମି’ ପୂର୍ବରୁ ସଲମାନଙ୍କ ସତ୍ୟ ଚେହେରା ଖୋଲିଦେଲେ ଚିତ୍ରାଙ୍ଗଦା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ‘ସ୍ପିରିଟ’ରେ ପ୍ରଭାସ ଓ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ଥିବା ବେଳେ ବିବେକ ଓବରୟ ମୁଖ୍ୟ ଖଳନାୟକ (Villain) ଭାବେ ନଜର ଆସିବେ। ଫେବୃଆରୀରେ ବିବେକଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କୁ ଜଣେ ଶକ୍ତିଶାଳୀ ଖଳନାୟକ ଅବତାରରେ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories