Bollywood News / ଦ୍ବିତୀୟ ବିବାହ କଲେ 'ବିଦାୟୀ' ଅଭିନେତ୍ରୀ ସାରା ଖାନ୍; ହିନ୍ଦୁ ରୀତିନୀତିରେ ହେଲା ବାହାଘର
·9 months ago·2 min read

Key Points
ଟିଭି ସିରିୟଲର 'ବିଦାୟୀ'ର ଅଭିନେତ୍ରୀ କୋର୍ଟ ମ୍ୟାରେଜ୍ ପରେ, ସାରା ଖାନ "ରାମାୟଣ"ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କ୍ରିସ ପାଠକଙ୍କୁ ବିବାହ କରିଛନ୍ତି ।
ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍ ହାତକୁ ଦୁଇ ହାତ ହୋଇଛନ୍ତି । ଟିଭି ସିରିୟଲର 'ବିଦାୟୀ'ର ଅଭିନେତ୍ରୀ କୋର୍ଟ ମ୍ୟାରେଜ୍ ପରେ, ସାରା ଖାନ "ରାମାୟଣ"ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କ୍ରିସ ପାଠକଙ୍କୁ ବିବାହ କରିଛନ୍ତି । ହିନ୍ଦୁ ରୀତିନୀତିରେ ସାରା ଖାନ୍ ବିବାହ କରିଛନ୍ତି । ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହାସହ ପଢ଼ନ୍ତୁ: କାହିଁକି ଐଶ୍ୱର୍ଯ୍ୟାଙ୍କ ହାତ ଧରି ସବୁ ଇଭେଣ୍ଟକୁ ଯାଆନ୍ତି ଆରାଧ୍ୟା ? ଅଭିନେତ୍ରୀ କହିଲେ ମୋ ଝିଅ...
ଆଶ୍ଚର୍ଯ୍ୟର କଥା ହେଉଛି, ସାରା ଏବଂ କ୍ରିସ ଅକ୍ଟୋବର ୨୦୨୫ରୁ କୋର୍ଟ ମ୍ୟାରେଜ୍ କରି ସାରିଛନ୍ତି। ଏହି ଦମ୍ପତି ଗୋଟିଏ ବର୍ଷ ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ କୋର୍ଟ ମ୍ୟାରେଜ୍ ପରେ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ଘୋଷଣା କରିଥିଲେ। ଗତକାଲି ରୀତିନୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପରସ୍ପରକୁ ଜୀବନସାଥୀ କରିଛନ୍ତି । ବିବାହର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦମ୍ପତି ଏକାଠି ଅତ୍ୟନ୍ତ ଖୁସି ଦେଖାଯାଉଛନ୍ତି । ଫ୍ୟାନ ପେଜରେ ସେୟାର କରାଯାଇଥିବା ଫଟୋଗୁଡ଼ିକରେ, ସାରା ଏବଂ କ୍ରିସ ପରସ୍ପର ପାଇଁ ଜନ୍ମ ନେଇଥିବା ପରି ଦେଖାଯାଉଛି । ସାରା ଲାଲ ଲେହେଙ୍ଗା ପିନ୍ଧି ବଧୂ ବେଶରେ ସଜେଇ ହୋଇଛନ୍ତି । ବର ବେଶରେ କ୍ରିସ୍ ମଧ୍ୟ ଏକ ଶେରୱାନି ଏବଂ ପଗଡ଼ି ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି । ନବଦମ୍ପତିଙ୍କ ପାଇଁ, ଏହି ମୁହୂର୍ତ୍ତଟି ଏକ ସ୍ୱପ୍ନ ସାକାର ହୋଇଥିଲା, ସେମାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ।
ଏହା ପୂର୍ବରୁ ସାରା ଖାନ ୨୦୧୦ରେ ଅଭିନେତା ଅଲ୍ଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ । ହେଲେ ମାତ୍ର ୨ ମାସରେ ସମ୍ପର୍କ ଭାଙ୍ଗିଥିଲା । ଦୁହେଁ ଅଲଗା ହୋଇଥିଲେ । ଏହା ପରେ କ୍ରିସ୍ ପାଠକଙ୍କ ପ୍ରେମରେ ପଡିଥିଲେ ସାରା ଖାନ । ଟିଭି ସିରିୟଲ 'ଝୁକି ଝୁକି ସି ନଜର'ରେ ନଜର ଆସିଥିଲେ କ୍ରିସ ପାଠକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ପବ୍ରେ ଏମିତି କଲେ ଆର୍ଯ୍ୟନ, ମହିଳା କମିଶନଙ୍କ ନିକଟରେ ଏତଲା ଦାୟର
ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଛନ୍ଦି ହୋଇଯାଉଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ ନେଇ ବିବାଦ ଏବଂ ଏବେ ଏକ ଭାଇରାଲ ଭିଡିଓ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ସମସ୍ୟାରେ ପକାଇଛି। ପ୍ରକୃତରେ, ଆର୍ଯ୍ୟନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବେଙ୍ଗାଲୁରୁର ଏକ ପବ୍ରେ ଦେଖିବାକୁ ମଳିଥିଲା। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଥିଲା।ଭିଡ଼ ଭିତରେ ସମସ୍ତଙ୍କ ସାମ୍ନାରେ ନିଜର ମଧ୍ୟମ ଆଙ୍ଗୁଠି ଦେଖାଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି।
ଭାଇରାଲ ଭିଡିଓ କେବଳ ଜନସାଧାରଣଙ୍କ କ୍ରୋଧ ସୃଷ୍ଟି କରିନାହିଁ, ବରଂ ତାଙ୍କ ବିରୁଦ୍ଧରେ ବେଙ୍ଗାଲୁରୁର ଏକ ପୋଲିସ ଷ୍ଟେଶନରେ ଅଭିଯୋଗ ମଧ୍ୟ ଦାୟର କରାଯାଇଛି। ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ସାଙ୍କେ ରୋଡର ବାସିନ୍ଦା ଏବଂ ପେଶାରେ ଜଣେ ଓକିଲ ୱୈଜ ହୁସେନ ଏସ, ପୋଲିସ ମହାନିର୍ଦ୍ଦେଶକ, ବେଙ୍ଗାଲୁରୁ ସହର ପୋଲିସ କମିଶନର, ଡିସିପି, କ୍ୟୁବନ ପାର୍କ ପୋଲିସ ଷ୍ଟେଶନ ଏବଂ କର୍ଣ୍ଣାଟକ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଦାୟର କରିଛନ୍ତି।

Related Topics
Explore more stories