Bollywood Controversy / ‘ମୋ ସହ ଇଣ୍ଟିମେଣ୍ଟ ହେବାକୁ ଚାହୁଁଥିଲେ’… ଲଭ୍ଙ୍କୁ ନେଇ ସ୍କାଉଟ୍ଙ୍କ ଚାଞ୍ଚଲ୍ୟକର ଦାବି
·27 mins ago·2 min read

Key Points
ବିଗ୍ବସ୍-୨୦ରେ ଲଭ୍ ଗିଲ୍ ଓ ସ୍କାଉଟ୍ OPଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି
ନୂଆ ପ୍ରୋମୋରେ ସ୍କାଉଟ୍, ଲଭ୍ଙ୍କୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦେଖାଯାଇଛି
ଏବେ ଦର୍ଶକଙ୍କୁ ଡେଲି ଡୋଜ ଦେଉଛି ବିଗବସ-୨୦। ରାତି ୯ଟା ବାଜିଲେ ଲୋକଙ୍କ ମନୋରଞ୍ଜନର ତଡକା ଲଗାଉଛି ସଲମାନ ଖାନଙ୍କ ମୋଷ୍ଟ ପପୁଲାର ଶୋ’ ବିଗବସ। କାରଣ ଶୋ’ରେ ଲଭ ଗିଲ ଏବଂ ସ୍କାଉଟ OPଙ୍କ ମ୍ୟାଟର ଶେଷ ହେବାର ନାଁ ନେଉନି। ଗତକାଲିର ପ୍ରୋମୋରେ ସ୍କାଉଟ OP ଙ୍କ କଥା ଫ୍ୟାନ୍ସଙ୍କ ନିଦ ହଜାଇଦେଇଛି। ଶୋର ନୂଆ ପ୍ରୋମରେ ଦେଖିବାକୁ ମିଳିଛି ଯେ, ଗେମର ସ୍କାଉଟ OP ପଞ୍ଜାବୀ ଅଭିନେତ୍ରୀ ଲଭ ଗିଲଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯିଏ ପୂର୍ବରୁ ଶୋ'ରେ ଉଭୟଙ୍କ ସମ୍ପର୍କକୁ ଭାଇଭଉଣୀର ସମ୍ପର୍କ ବୋଲି କହୁଥିଲେ। ଏବେ ପୁଣି ଅଲଗା କଥା କହିଛନ୍ତି। ଜାତୀୟ ଟିଭିରେ ଯେଉଁଠି ୧୦୦ରୁ ଅଧିକ କ୍ୟାମେରା ଲାଗିଛି ସେହିଭଳି ଜାଗାରେ ସ୍କାଉଟ ଲଭ ଗିଲଙ୍କ ଚରିତ୍ରକୁ ନେଇ ବହୁତ ବଡ଼ କଥା କହିଛନ୍ତି। ଯାହା କେହି ବି କଳ୍ପନା କରି ନଥିବେ। ଏଭଳି କଥା କହି ସ୍କାଉଟ ସତରେ ଭାଇ-ଭଉଣୀର ପବିତ୍ର ବନ୍ଧନକୁ ଲଜ୍ଜିତ କରିଛନ୍ତି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍କାଉଟ ଏବଂ ଗୁଲୁ ରାତିରେ ଶୋଇବାବେଳେ ଲଭଙ୍କ ବିଷୟରେ କଥା ହେଉଛନ୍ତି। ସ୍କାଉଟ ଲଭଙ୍କୁ ନେଇ ନିଜର ଆକ୍ରୋଶ ଦେଖାଇଛନ୍ତି। କହିଛନ୍ତି, “ମୁଁ ଜଣେ ମଣିଷ ପଛରେ ମୋର ବହୁତ ସମୟ ବର୍ବାଦ କଲି।“ ସେ ସବୁବେଳେ ଦେଖୁଥିଲା ଯେ, ମୁଁ ସମୟରେ ଖାଉଛି କି ନାହିଁ, ମୁଁ ତାକୁ ଥରେ କହିଥିଲି ମୋ ମୁଣ୍ଡରେ ଟିକେ ତେଲ ମସାଜ କରିଦେବୁ। କିନ୍ତୁ ସବୁବେଳେ ତେଲ ମସାଜ କରୁଥିଲା। ମୋତେ ସକାଳୁ ଉଠାଉଥିଲା। ଏମିତିକି ମୋର ଅଣ୍ଡରଓ୍ବେର ବି ଧୋଉଥିଲା। ଲାଗୁଥିଲା ଯେମିତି ମୋ ସହ ଇଣ୍ଟିମେଣ୍ଟ ହେବାକୁ ଚାହୁଁଛି।“
ଆଉ ମଧ୍ୟ କହିଥିଲେ ଯେ, ଲଭ ଜାଣିଶୁଣି ବେଡରେ ମୋ ସହ ଚିପକି ରହୁଥିଲା। ପାଖରେ ବସିଲା ମାନେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦେଖିକି ରହୁଥିଲା। ଆହୁରି ଅଶ୍ଲୀଳ ଭାବେ କହିଥିଲେ ଯେ, “ମୁଁ ତାର କ୍ଲୋଜ ହେବାକୁ ମୋତେ ପୁରା ଗ୍ରୀନ ସିଗନାଲ ମିଳିଥିଲା।“ କେଜାଣି ମୁଁ କଣ ଭାବିକି ତାକୁ ମୋ ଲାଇଫରେ ପଶିବାକୁ ଅଧିକାର ଦେଲି। ମୁଁ ଏତେ ରାଗିଯାଇଥିଲି ଯେ, ଶେଷରେ ଲଣ୍ଡା ହୋଇଗଲି।“ ଆଉ ମୋ ରାଗ କମିଗଲା। ଲାଇଫ ମୋତେ ଗୋଟିଏ ବଡ଼ ଟ୍ରମା ଦେଇଛି।
ଏଭଳି ପ୍ରୋମୋ ଦେଖିବାପରେ ଇଣ୍ଟରନେଟରେ ଝଡ଼ ସୃଷ୍ଟି ହୋଇଚି। ଲୋକେ ସ୍କାଉଟ OP ଙ୍କୁ ଟ୍ରୋଲ କରିବାରେ ଲାଗିପଡ଼ିଛନ୍ତି। ଏମିତି ଏକ ସମୟ ଥିଲା ଦୁହେଁ ଭାଇ-ଭଉଣୀ ବୋଲି କହୁଥିଲେ। ୟୁଜର୍ସ କହିଛନ୍ତି ଏମିତି ଶସ୍ତା ଗେମରଙ୍କ ଯୋଗୁ ଆଜି ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନ ବଦନାମ ହୋଇଛି। କିଛି ୟୁଜର୍ସ କହିଛନ୍ତି ସ୍କାଉଟଙ୍କୁ ଲାଜ ଲାଗିବା ଦରକାର। ନିଜର ଏମିତି ପ୍ରତିକ୍ରିୟା ଶେଷରେ ସ୍କାଉଟଙ୍କ ଲଭ ପ୍ରତିଥିବା ଭଲ ପାଇବା କନଫେସ କରିଛନ୍ତି। ଆଉ ଲଭ ପାଇଁ ସେ ଲଣ୍ଡା ହୋଇଛନ୍ତି ବୋଲି କହିଛନ୍ତି। କିନ୍ତୁ ସେତେବେଳେ ସ୍କାଉଟ ସଲମାନଙ୍କୁ ପୁରା ମନା କରିଥିଲେ ଯେ, ମୁଁ ଏମିତି ଳଣ୍ଡା ହୋଇଛି। ଏହାର କୌଣସି କାରଣ ନାହିଁ।
Tomorrow Promo: Scout OP talking about Love Gill with Gullu @HotstarReality https://t.co/1gIynhGeAb
— BBTak (@BiggBoss_Tak) November 25, 2026
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସ୍କାଉଟ ଏବଂ ଗୁଲୁ ରାତିରେ ଶୋଇବାବେଳେ ଲଭଙ୍କ ବିଷୟରେ କଥା ହେଉଛନ୍ତି। ସ୍କାଉଟ ଲଭଙ୍କୁ ନେଇ ନିଜର ଆକ୍ରୋଶ ଦେଖାଇଛନ୍ତି। କହିଛନ୍ତି, “ମୁଁ ଜଣେ ମଣିଷ ପଛରେ ମୋର ବହୁତ ସମୟ ବର୍ବାଦ କଲି।“ ସେ ସବୁବେଳେ ଦେଖୁଥିଲା ଯେ, ମୁଁ ସମୟରେ ଖାଉଛି କି ନାହିଁ, ମୁଁ ତାକୁ ଥରେ କହିଥିଲି ମୋ ମୁଣ୍ଡରେ ଟିକେ ତେଲ ମସାଜ କରିଦେବୁ। କିନ୍ତୁ ସବୁବେଳେ ତେଲ ମସାଜ କରୁଥିଲା। ମୋତେ ସକାଳୁ ଉଠାଉଥିଲା। ଏମିତିକି ମୋର ଅଣ୍ଡରଓ୍ବେର ବି ଧୋଉଥିଲା। ଲାଗୁଥିଲା ଯେମିତି ମୋ ସହ ଇଣ୍ଟିମେଣ୍ଟ ହେବାକୁ ଚାହୁଁଛି।“
ଆଉ ମଧ୍ୟ କହିଥିଲେ ଯେ, ଲଭ ଜାଣିଶୁଣି ବେଡରେ ମୋ ସହ ଚିପକି ରହୁଥିଲା। ପାଖରେ ବସିଲା ମାନେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦେଖିକି ରହୁଥିଲା। ଆହୁରି ଅଶ୍ଲୀଳ ଭାବେ କହିଥିଲେ ଯେ, “ମୁଁ ତାର କ୍ଲୋଜ ହେବାକୁ ମୋତେ ପୁରା ଗ୍ରୀନ ସିଗନାଲ ମିଳିଥିଲା।“ କେଜାଣି ମୁଁ କଣ ଭାବିକି ତାକୁ ମୋ ଲାଇଫରେ ପଶିବାକୁ ଅଧିକାର ଦେଲି। ମୁଁ ଏତେ ରାଗିଯାଇଥିଲି ଯେ, ଶେଷରେ ଲଣ୍ଡା ହୋଇଗଲି।“ ଆଉ ମୋ ରାଗ କମିଗଲା। ଲାଇଫ ମୋତେ ଗୋଟିଏ ବଡ଼ ଟ୍ରମା ଦେଇଛି।
ଏଭଳି ପ୍ରୋମୋ ଦେଖିବାପରେ ଇଣ୍ଟରନେଟରେ ଝଡ଼ ସୃଷ୍ଟି ହୋଇଚି। ଲୋକେ ସ୍କାଉଟ OP ଙ୍କୁ ଟ୍ରୋଲ କରିବାରେ ଲାଗିପଡ଼ିଛନ୍ତି। ଏମିତି ଏକ ସମୟ ଥିଲା ଦୁହେଁ ଭାଇ-ଭଉଣୀ ବୋଲି କହୁଥିଲେ। ୟୁଜର୍ସ କହିଛନ୍ତି ଏମିତି ଶସ୍ତା ଗେମରଙ୍କ ଯୋଗୁ ଆଜି ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନ ବଦନାମ ହୋଇଛି। କିଛି ୟୁଜର୍ସ କହିଛନ୍ତି ସ୍କାଉଟଙ୍କୁ ଲାଜ ଲାଗିବା ଦରକାର। ନିଜର ଏମିତି ପ୍ରତିକ୍ରିୟା ଶେଷରେ ସ୍କାଉଟଙ୍କ ଲଭ ପ୍ରତିଥିବା ଭଲ ପାଇବା କନଫେସ କରିଛନ୍ତି। ଆଉ ଲଭ ପାଇଁ ସେ ଲଣ୍ଡା ହୋଇଛନ୍ତି ବୋଲି କହିଛନ୍ତି। କିନ୍ତୁ ସେତେବେଳେ ସ୍କାଉଟ ସଲମାନଙ୍କୁ ପୁରା ମନା କରିଥିଲେ ଯେ, ମୁଁ ଏମିତି ଳଣ୍ଡା ହୋଇଛି। ଏହାର କୌଣସି କାରଣ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories