Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

Smruti Parija
Browse all articles by Smruti Parija
·2 years ago
ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ । 72 ବର୍ଷ ବୟସରେ ଆଖିବୁଜିଛନ୍ତି ପଙ୍କଜ ।  ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଝିଅ ନାୟାବ ଉଧାସ । ଦୀର୍ଘଧୀନର ଅସୁସ୍ଥତା ପରେ ଆଖିବୁଜିଛନ୍ତି ପଙ୍କଜ । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ପଙ୍କଜ । ଅନେକ ଲୋକପ୍ରିୟ ଗଜଲ ଗାଇ ଲୋକଙ୍କ ହୃଦୟ ଜିତିଛନ୍ତି ସେ । ତାଙ୍କ ବିୟୋଗ ଖବର ପାଇ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior-singer-pankaj-udhas-passes-away | Argus News