Shabana in Swine Flu / ବିଗିଡିଲା ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ: ଡାକ୍ତର କହିଲେ ଏମିତି...
·1 hour ago·2 min read

Key Points
ସ୍ଵାଇନ୍ ଫ୍ଲୁରେ ଆକ୍ରାନ୍ତ ଶବାନା ଆଜମୀ
ଆଇସୋଲେସନ୍ରେ ରହିବାକୁ ଡାକ୍ତର ଦେଲେ ପରାମର୍ଶ
ଆଇସୋଲେସନ୍ରେ ରହିବାକୁ ଡାକ୍ତର ଦେଲେ ପରାମର୍ଶ
ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ସେ ଏଚୱାନ୍ଏନୱାନ୍ ସଂକ୍ରମିତ ହୋଇଥିବା ରକ୍ତ ନମୂନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ନିଜକୁ ଆଗାମୀ ପାଞ୍ଚ ଦିନ ଯାଏ ସଂଘରୋଧରେ ରଖିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଦେହ ବିଗିଡିବାରେ ଲାଗିଛି। ଶବାନାଙ୍କୁ 102 ଜ୍ୱର ସହିତ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ପରାମର୍ଶ ଦେଇଛନ୍ତି।"ଶବାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଠାରେ ସେ ସେୟାର କରିଛନ୍ତି ଯେ ତାଙ୍କୁ ଆଗାମୀ ପାଞ୍ଚ ଦିନ ପାଇଁ ଆଇସୋଲେସନ୍ ବଜାୟ ରଖିବାକୁ କୁହାଯାଇଛି।''ଶବାନା ଆଜମୀ କେବଳ ତାଙ୍କର ଅଭିନୟ ଦକ୍ଷତା ପାଇଁ ନୁହେଁ ବରଂ ତାଙ୍କର ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ମଧ୍ୟ ଜଣାଶୁଣା।ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗରେ ତାଙ୍କର ମତାମତ ଦିଅନ୍ତି।
.ଶବାନା ଆଜମୀ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ:
ଶବାନା ଆଜମୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଅପଡେଟ୍ ସେୟାର କରି ପ୍ରକାଶ କରିଛନ୍ତି ଯେ ସେ ସ୍ୱାଇନ୍ ଫ୍ଲୁ ସହିତ ଲଢ଼ୁଛନ୍ତି ଏବଂ ଡାକ୍ତରମାନେ ତାଙ୍କୁ ପାଞ୍ଚ ଦିନ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସନ୍ନି ଦେଓଲ ଆଜିକାଲି ନିଜର ଆଗାମୀ ଫିଲ୍ମ 'ବଟୱାରା ୧୯୪୭'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଐତିହାସିକ ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି। ଏହି ଫିଲ୍ମଟି ଅଗଷ୍ଟ ୨୦୨୬ରେ ରିଲିଜ୍ ହେବାକୁ ଥିବାବେଳେ ନିର୍ମାତାମାନେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି। କିଛି ଦିନ ପୂର୍ବରୁ ଏହାର ପ୍ରଥମ ଟିଜର୍ ଆସିଥିବା ବେଳେ ଜୁଲାଇ ୧୮ ତାରିଖରେ ଆମିର ଖାନ୍ ପ୍ରଡକ୍ସନ୍ସ ଏହାର ଦ୍ୱିତୀୟ ଟିଜର୍ ରିଲିଜ୍ କରିଛି, ଯେଉଁଥିରେ ସନ୍ନି ଦେଓଲ, ପ୍ରୀତି ଜିଣ୍ଟା ଏବଂ ଶବାନା ଆଜମୀ ମୁଖ୍ୟ ଭୂମିକାରେ ଅଛନ୍ତି।''
ଏଥିସହ ପଢ଼ନ୍ତୁ: ରାଜେଶ ଖାନାଙ୍କ ରହସ୍ୟ ଖୋଲିଲେ ପ୍ରେମିକା: ଦୁଃଖରେ ଭାଙ୍ଗିପଡିଥିଲେ ପରିବାର ଲୋକେ...
ବର୍ଡର ୨'ର ସଫଳତା ପରେ ସନ୍ନି ଦେଓଲଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ, ଯେଉଁଥିରେ ଭାରତ ପାକିସ୍ତାନ ବିଭାଜନର କଷ୍ଟ ଓ ଯନ୍ତ୍ରଣାକୁ ଦର୍ଶାଯାଇଛି। ଟିଜର୍ର ଆରମ୍ଭ କିଛି ଭାବପ୍ରବଣ ଦୃଶ୍ୟରୁ ହେଉଛି, ଯେଉଁଥିରେ ବିଭାଜନ ସମୟରେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ହିଂସା, ପୋଡ଼ାଜଳା ଏବଂ ଆପଣାର ଲୋକଙ୍କଠାରୁ ଦୂରେଇ ଯିବାର ଦୁଃଖ ଦେଖିବାକୁ ମିଳୁଛି। ଆରମ୍ଭରେ ପ୍ରୀତି ଜିଣ୍ଟା, ଅଲି ଫଜଲ ଏବଂ ଶବାନା ଆଜମୀ ନଜର ଆସୁଛନ୍ତି। ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି ଶବାନା ଆଜମୀ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories