Bollywood Update / ଶାହାରୁଖ ନେଲେ Gen Zଙ୍କ ପାଇଁ Gen Z ଲୁକ୍...
·10 months ago·2 min read

Key Points
Gen Z’ ଅବତାରରେ ଶାହାରୁଖ ଖାନ
କିଙ୍ଗ୍ ଫିଲ୍ମର ଟାଇଟଲ୍ ରିଲିଜ
ଫ୍ୟାନ୍ସଙ୍କ ମୁହଁରେ ପ୍ରଶଂସା
କିଙ୍ଗ୍ ଫିଲ୍ମର ଟାଇଟଲ୍ ରିଲିଜ
ଫ୍ୟାନ୍ସଙ୍କ ମୁହଁରେ ପ୍ରଶଂସା
୬୦ ବର୍ଷରେ ପଦାର୍ପଣ କଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ। ଶାହାରୁଖଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବର୍ତ୍ତା ଆସୁଛି। ଏଭଳି ଖୁସିର ମାହୋଲରେ ନିଜର ନୂଆ ଲୁକରେ କିଙ୍ଗ ଖାନ। ନିଜ ଫ୍ୟାନ୍ସଙ୍କୁ ଜେନ୍ ଜି ଲୁକରେ ପାଗଳ କଲେ କିଙ୍ଗ ଖାନ୍। ଶାହାରୁଖଙ୍କ ଏହି ଲୁକକୁ ନେଇ ସବୁଠି ଆଲୋଚନା। ସୁପରଷ୍ଟାର ଶାହରୁଖ ଖାନଙ୍କ ୬୦ତମ ଜନ୍ମଦିନ ଟିକିଏ ଅଧିକ ସ୍ପେଶାଲ ହୋଇଛି। ଜନ୍ମଦିନ ଅବସରରେ ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ର ଟାଇଟଲ୍ ଭିଡିଓ ରିଲିଜ କରାଯାଇଛି। ଏହି ଭିଡିଓରେ ଏସ୍ଆର୍କେ’ଙ୍କ ଫିଲ୍ମର ଲୁକ୍ ଦେଖାଯାଇଛି ଏବଂ ‘ପଠାନ୍’ ପରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ସହ ତାଙ୍କର ଦ୍ୱିତୀୟ ପ୍ରୋଜେକ୍ଟକୁ ହାଇଲାଇଟ୍ କରାଯାଇଛି। ଏହି ଫିଲ୍ମ ଏକ ସ୍ଲିକ୍, ହାଇ-ଅକ୍ଟେନ୍ ଆକ୍ସନ୍ ଏଣ୍ଟରଟେନର ଯାହା ଷ୍ଟାଇଲ୍ଓ ଥ୍ରିଲ୍ସକୁ ନୂଆ ରୂପ ଦେବ – ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ସବୁଠାରୁ ବଡ କମର୍ସିଆଲ ଫିଲ୍ମ ହେବ, ଯାହା ତାଙ୍କ ସିଗ୍ନେଚର ଆକ୍ସନ୍ ଷ୍ଟୋରିଟେଲିଙ୍କୁ ନୂଆ ଡାଇମେନସନ୍କୁ ନେବ।
ଏଥିସହ ପଢ଼ନ୍ତୁ: ୬୦ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍
ଏସ୍ଆର୍କେଙ୍କ ଜନ୍ମଦିନରେ ଉନ୍ମୋଚିତ ଏହି ଭିଡିଓରେ ଅଭିନେତା ଟାଇଟଲ୍ ରୋଲ୍ରେ ନିର୍ଦ୍ଦୟ ତୀବ୍ରତା ସହ ଦେଖାଯାଇଛନ୍ତି। ଆଖି ଓ ସ୍ୱରରେ ଆତଙ୍କ ସହ ହାଇ-ଅକ୍ଟେନ୍ ଆକ୍ସନ୍ ଷ୍ଟଣ୍ଟ୍ କରୁଥିବା ଏସ୍ଆର୍କେଙ୍କ ଡାଏଲଗ୍ “ସୌ ଦେଶୋନ୍ ମେନ୍ ବଦନାମ୍, ଦୁନିୟା ନେ ଦିୟା ସିର୍ଫ ଏକ୍ ହି ନାମ୍” – ‘କିଙ୍ଗ୍’ ଥିଏଟରରେ ଫ୍ୟାନ୍ମାନଙ୍କୁ ହ୍ୱିସଲ୍ ମାରିବାକୁ ବାଧ୍ୟ କରିବ।ରେଡ୍ ଚିଲିଜ୍ ଏନ୍ଟରଟେନମେଣ୍ଟ ଓ ମାର୍ଫ୍ଲିକ୍ସ ପିକଚର୍ସ ପ୍ରଯୋଜନାରେ ନିର୍ମିତ ‘କିଙ୍ଗ୍’ ୨୦୨୬ରେ ରିଲିଜ୍ ହେବ ଏବଂ ଯାହା ଏକ ନୂଆ ଏସ୍ଆର୍କେ ଅଭିଜ୍ଞତା ପ୍ରତିଶ୍ରୁତି ଦେଉଛି, ଯେଉଁଥିରେ ସୁପରଷ୍ଟାରଙ୍କୁ ଏପର୍ଯ୍ୟନ୍ତ ଦେଖାଯାଇନଥିବା ରୂପରେ ଉପସ୍ଥାପନ କରାଯାଇଛି। ଏହି ଟାଇଟଲ୍ ରିଲିଜ ଭିଡିଓ ବିଶ୍ୱବ୍ୟାପୀ ପ୍ରଶଂସକଙ୍କ ଉତ୍ସାହିତ କରିବ।ଏଥିରେ ଶାହରୁଖ ସିଲଭର-ହେୟାର୍ଡ ଲୁକ୍, ସିଗ୍ନେଚର ଇୟର ଆକ୍ସେସରିଜ୍ ଓ ଷ୍ଟାଇଲିଶ୍ ପର୍ସୋନା ପ୍ରଶଂସକଙ୍କ ଏପର୍ଯ୍ୟନ୍ତ ଦେଖାଯାଇନଥିବା ରୂପରେ ଦେଖାଯିବ। ‘କିଙ୍ଗ୍’ ୨୦୨୬ରେ ରିଲିଜ୍ ହେବ।
ଶାହାରୁଖ ଖାନଙ୍କ ବିଷୟରେ ଅଜଣା କଥା:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶାହାରୁଖଙ୍କ ପାଖରେ ନେମ୍ ଫେମ୍ ଟଙ୍କା , ପଇସା ସବୁକିଛି ଅଛି । ହେଲେ ତାଙ୍କ ପ୍ରଥମ ଦରମା ପାଇଁ ସେ ବହୁତ କଠିନ ପରିଶ୍ରମ କରିଥିଲେ । ଏକ ଇଣ୍ଟରଭ୍ୟୁରେ ଶାହାରୁଖ ଖାନ ନିଜେ ଥରେ ତାଙ୍କର ପ୍ରଥମ ରୋଜଗାର ପ୍ରକାଶ କରିଥିଲେ। କହିଥିଲେ କି ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ ସେତେବେଳେ ବହୁତ କାମ କରିଛନ୍ତି । ହେଲେ ଯେଉଁଥିରେ ସେ ଥିଏଟର ବାହାରେ ଟିକେଟ ବିକ୍ରି କରୁଥିଲେ । ସେଥିରୁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।ଯାହା ତାଙ୍କ ଜୀବନର ପ୍ରଥମ ରୋଜଗାର ଥିଲା ।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶାହାରୁଖ ଯେତିକି ରାଜ କରନ୍ତି ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ । କାରଣ ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଏହି ଲିଷ୍ଟରେ ସ୍ଥାନ ପାଇବାରେ ଶାହାରୁଖ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ତାଙ୍କ ସ୍କୋର ରହିଛି ୮୬.୭୬ ପ୍ରତିଶତ । ନିକଟରେ, ହୁରୁନ୍ ରିଚ୍ ଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶାହାରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା। ବିଶ୍ୱର ଅନ୍ୟ କୌଣସି ଅଭିନେତାଙ୍କ ପାଖରେ ଏତେ ସମ୍ପତ୍ତି ନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories