Sonam Kapoor / ସୋନମ କପୁର ଦ୍ୱିତୀୟଥର ଗର୍ଭବତୀ ହେବାର ଘୋଷଣା କଲେ, ବେବି ବମ୍ପ ଦେଖାଇଲେ...
·9 months ago·2 min read

Key Points
ସୋନମ ବହୁତ ଷ୍ଟାଇଲିସ ଢଙ୍ଗରେ ତାଙ୍କ ଗର୍ଭବତୀ ହେବାର ଘୋଷଣା କରିଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସୋନମ ଏକ ଚୁମ୍ବନ ଇମୋଜି ସହିତ କ୍ୟାପସନରେ ଲେଖିଛନ୍ତି, “ମା”।
ବଲିଉଡ ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏକ ଅନନ୍ୟ ଉପାୟରେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ତାଙ୍କର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସୋନମ କପୁର ଗୋଲାପୀ ପୋଷାକରେ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ବେବି ବମ୍ପକୁ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି। ସୋନମ ବହୁତ ଷ୍ଟାଇଲିସ ଢଙ୍ଗରେ ତାଙ୍କ ଗର୍ଭବତୀ ହେବାର ଘୋଷଣା କରିଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସୋନମ ଏକ ଚୁମ୍ବନ ଇମୋଜି ସହିତ କ୍ୟାପସନରେ ଲେଖିଛନ୍ତି, “ମା”। ସେ ବଲିଉଡରେ ଖୁବ ସୁନ୍ଦରୀ ଅଭିନେତ୍ରୀ। ଆଉ ଗେଟଅପ ସେନ୍ସ ମଧ୍ୟ ସୋନମଙ୍କର ସବୁ ଅଭିନେତ୍ରୀଙ୍କଠାରୁ ବେଷ୍ଟ।
ଏହାସହ ପଢ଼ନ୍ତୁ: ମାହିକା ଶର୍ମାଙ୍କ ସହ କଣ ନିର୍ବନ୍ଧ କଲେ ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା?
ସୋନମ କହିଛନ୍ତି ଗ୍ରେଗେନେନ୍ସି ଖବର ମୁଁ ଜଣାଇବା ପୂର୍ବରୁ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଅକ୍ଟୋବର ଅମାସରେ ଯେତେବେଳେ ଫ୍ୟାନ୍ସମାନେ ସନ୍ଦେହ କରୁଥିଲେ ସେତେବେଳେ ମୋର ଗର୍ଭବତୀ ହେବାର ଦୁଇମାସ ଚାଲୁଥିଲା। ଆଜି ମୁଁ ମୋ ପ୍ରେଗେନେନ୍ସି ଖବରକୁ କନଫର୍ମ କରୁଛି। ଏହାପରେ ଫ୍ୟାନ୍ସମାନେ ମଧ୍ୟ ଖୁସି ହୋଇଯାଇଛନ୍ତି ଆଉ ସୋନମଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି। ସୋନମ ଇନଷ୍ଟାରେ ଏହାକୁ ରିଭିଲ କରିଛନ୍ତି। ସୋନମ ହଟ ପିଙ୍କର ଏକ ଓଭରସାଇଜ ପାଡେଡ ସୋଲ୍ଡର ଡ୍ରେସ ସହ ଏକ ସଫ୍ଟ କର୍ଭ୍ସ ପିନ୍ଧିଛନ୍ତି। ଫ୍ୟାନ୍ସ ମାନେ କହିଛନ୍ତି ଏବେ ବି ସୋନମ ହେଉଛନ୍ତି ବଲିଉଡର ଫ୍ୟାସନ ଡିଭା।
ଏହାସହ ପଢ଼ନ୍ତୁ: ନୟନତାରାଙ୍କୁ ସ୍ୱାମୀ ଭିଗ୍ନେଶ କାର୍ ଦେଇ କହିଲେ...
ସେ ପୋଷ୍ଟରେ ଆନନ୍ଦ ଆହୁଜାଙ୍କୁ ଟ୍ୟାଗ କରିଛନ୍ତି। ସୋନମଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି। ସୋନମ ଗର୍ଭବତୀ ହେବା ନେଇ ଗୁଜବ ବହୁତ ଦିନ ଧରି ଚାଲିଥିଲା, କିନ୍ତୁ ଅଭିନେତ୍ରୀ ଏହି ବିଷୟରେ ଚୁପ ରହିଥିଲେ। ଏବେ, ସେ ଏକ ପୋଷ୍ଟ ଶେୟାର କରି ଏହି ଖବର ଘୋଷଣା କରିଛନ୍ତି।
ସୋନମ ୨୦୧୮ ମସିହା ମେ' ମାସରେ ବହୁ ଚର୍ଚ୍ଚିତ ବିଜନେସମ୍ୟାନ ଆନନ୍ଦ ଆହୂଜାଙ୍କୁ ବିବାହ କରିଥିଲେ। ସାତ ବର୍ଷ ବିବାହ ପରେ ସୋନମ କପୁର ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ସେ ୨୦୨୨ ରେ ଏକ ପୂତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଯାହାର ନାଁ ରଖିଥିଲେ ବାୟୁ। ଆଉ ଏବେ ପରିବାରକୁ ଦ୍ବିତୀୟ ଥର ଖୁସି ଆସିବାକୁ ଯାଉଛି। ଏଥିପାଇଁ କପୁର ବଂଶରେ ମଧ୍ୟ ଖୁସି କହିଲେ ନ ସରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓ୍ବାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ଅନିଲ କପୁରଙ୍କ ଗେହ୍ଲା ନନ୍ଦିନୀ ହେଉଛନ୍ତି ସୋନମ। ସୋନମ ତାଙ୍କ କ୍ୟାରିୟର 'ବ୍ଲାକ' ମୁଭିରୁ ଆରମ୍ଭ କରିଥିଲେ। ଯେଉଁଥିରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟରର କାର୍ଯ୍ୟ ତୁଲାଇଥିଲେ। ଏହି ମୁଭି ଥିଲା ସଞ୍ଜୟ ଲିଲା ଭଂଶାଲିଙ୍କର ବଡ ହିଟ ମୁଭି। ଏହାପରେ `ସାଓ୍ବରିଆ' ମୁଭିରେ ସୋନମ ଡେବ୍ୟୁ କରିଥିଲେ। ପରେ ସେ ବହୁତ ସାରା ହିଟ ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି। `i hate ଲଭଷ୍ଟୋରୀ', `ରାଞ୍ଝାଣା', `ଭାଗ ମିଲଖା ଭାଗ', `ସଞ୍ଜୁ', `ପ୍ରେମ ରତନ୍ ଧନ ପାୟୋ' ନିର୍ଜା ଭଳି ମୁଭି କରିଛନ୍ତି।
ଶେଷଥର ପାଇଁ ୨୦୨୩ ମସିହାରେ କ୍ରାଇମ ଥ୍ରିଲର ମୁଭି `ବ୍ଲାଇଣ୍ଡ'ରେ ନଜର ଆସିଥିଲେ। ତେବେ ୨୦୧୧ ମସିହାରେ କୋରିଆର ଏକ ମୁଭି ସମାନ ନାମରେ ରିଲିଜ ହୋଇଥିଲା।

Related Topics
Explore more stories