Celebrity Controversy / ନିଜ ଝିଅ ବୟସର ଝିଅକୁ ସାଥୀରେ ଧରି ବୁଲୁଛନ୍ତି…”ନିଜକୁ ଟିକେ ତ ଲାଜ ଲାଗିବା ଦରକାର”…ସ୍ବାମୀଙ୍କ ଉପରେ ବର୍ଷିଲେ ସୁନୀତା
·2 weeks ago·2 min read

Key Points
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ବର୍ତ୍ତମାନ ଏବେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ବର୍ତ୍ତମାନ ଏବେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ କୋ-ଆକ୍ଟର କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ସମ୍ପର୍କ ପାଇଁ ଖବରରେ ଅଛନ୍ତି। ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କୋମଲ ସହିତ ଦେଖିବାକୁ ମିଳିଥିଲା, ଏବଂ ଏବେ ସେମାନଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି। ଏହା ଦେଖି ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ନିଜ ସ୍ବାମୀ ଗୋବିନ୍ଦାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ମୋତେ ତ ତାଙ୍କୁ ଦେଖିଲେ "ସେ ତାଙ୍କ ଝିଅ ବୟସର ଝିଅ ସହିତ ବୁଲୁଛନ୍ତି; ତାଙ୍କୁ ଲଜ୍ଜିତ ହେବା ଉଚିତ," ସେ କହିଛନ୍ତି।
ଏହାସହ ପଢ଼ନ୍ତୁ: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ଅବସରରେ ବିଜୟଙ୍କ ସହ ତ୍ରିଶା ଏକାଠି….ପରିବାର ସହ ପହଞ୍ଚିଲେ ଅଭିନେତ୍ରୀ
ବଡ଼ ପରଦାରେ ‘ରୂପା’ ରିଲିଜ୍ ହେବା ପୂର୍ବରୁ ନିକଟରେ ଏୟାରପୋର୍ଟରେ ଫିଲ୍ମର ନାୟିକା ରାଣୀଙ୍କ ସହ ନଜର ଆସିଥିଲେ ଗୋବିନ୍ଦା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଉଭୟ ଡେଟ୍ କରୁଥିବା ନେଇ ମଧ୍ୟ କେହି କେହି ଦାବି ଯାହାକୁ ନେଇ ପତ୍ନୀ ସୁନୀତା ମଧ୍ୟ ଉଠାଇଛନ୍ତି ପ୍ରଶ୍ନ । ସେ ସ୍ବମା ଗୋବିନ୍ଦାଙ୍କ ସହ ରାଣୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ରାଣୀଙ୍କୁ ନେଇ ସୁନୀତା କହିଛନ୍ତି କି, ତୁମେ ଜଣେ ଭଲ ଝିଅ। ଷ୍ଟାଇଲିସ୍ ହୋଇଥିବାବେଳେ ଭଲ ପୋଷାକ ପିନ୍ଧ। ଏହାସହ ଗୋବିନ୍ଦାଙ୍କୁ ନେଇ କହିଛନ୍ତି କି, ତାଙ୍କ ମୁଣ୍ଡ ଆଉ କାମ କରୁନି। ସେ ନିଜର ପ୍ରତିଷ୍ଠାକୁ ନଷ୍ଟ କରୁଛନ୍ତି। ତାଙ୍କୁ ଲାଜ ଲାଗିବା ଉଚିତ୍। ନିଜ ଝିଅ ବୟସର ଝିଅ ସହ ବୁଲୁଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଏତେ ପ୍ରଚାର କାହିଁକି ବୋଲି କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଗୋବିନ୍ଦାଙ୍କ ବିଷୟରେ କିଛି କୁହନ୍ତି, ଲୋକମାନେ ତାଙ୍କୁ ଟ୍ରୋଲ୍ କରନ୍ତି। ଏବେ ଯେତେବେଳେ ସମସ୍ତେ ନିଜ ଆଖିରେ ସବୁ ଦେଖୁଛନ୍ତି, ଗୋବିନ୍ଦାଙ୍କ ପ୍ରଶଂସକମାନେ ହିଁ ଏହାର ଉତ୍ତର ଦେବା ଉଚିତ୍। ଗୋବିନ୍ଦା ଏବଂ ସୁନୀତାଙ୍କ ବୈବାହିକ ଜୀବନରେ ବିଗତ କିଛି ମାସ ହେବ ତିକ୍ତତା ଦେଖାଦେଇଛି। ରିଆଲିଟି ଶୋ' 'ଲକ୍ ଅପ୍'ରେ ସୁନୀତା ନିଜ ବ୍ୟକ୍ତିଗତ ଜୀବନ ଓ ଗୋବିନ୍ଦାଙ୍କ ଆଫେୟାର ଚର୍ଚ୍ଚା ବିଷୟରେ ଖୋଲାଖୋଲି କହିଥିଲେ। ଏସବୁ ସତ୍ତ୍ୱେ ଗୋବିନ୍ଦା ନିଜର ଆଗାମୀ ପ୍ରୋଜେକ୍ଟ 'ରୂପା' ଏବଂ 'ଦୁନିଆଦାରୀ' ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏନେଇ ଗୋବିନ୍ଦା ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। “କିଛି ୟୁଜର୍ସ କହିଛନ୍ତି ସୁନୀତା ଭାବି ଗୋବିନ୍ଦା ଭାଇ ସେମିତି ନୁହନ୍ତି।“ “ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି।“ ନିଶ୍ଚିତ କୌଣସି ଫିଲ୍ମ କାମ ହୋଇଥବ। “ମନରେ କୌଣସି ସନ୍ଦେହ ଆଣନ୍ତୁନି ବୋଲି ଫ୍ୟାନ୍ସ ମାନେ କହିଛନ୍ତି।"
Related Topics
Explore more stories