Bollywood News / ୨୫ ବର୍ଷ ପରେ ଏକାଠି: କାହିଁକି କରୁନଥିଲେ କାମ ଖୋଲି କହିଲେ ଅଭିନେତା...
·5 months ago·2 min read

Key Points
୨୫ ବର୍ଷ ପରେ ପୁଣି ସ୍କ୍ରିନ ସେୟାର କରିବେ ତବୁ-ଅକ୍ଷୟ
ଏମିତି କହିଲେ ଫ୍ୟାନ୍ସ
ଏମିତି କହିଲେ ଫ୍ୟାନ୍ସ
ବର୍ଷେ କି ଦୁଇ ବର୍ଷ ନୁହେଁ। ପାଖାପାଖି ୨୫ ବର୍ଷ ପରେ ଏକାଠି ହେଲେ ଦୁଇ ଷ୍ଟାର। ସେମାନଙ୍କୁ ଦେଖି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଖୁବ ଖୁସି। କିନ୍ତୁ ପ୍ରଶ୍ଡ଼ ମଧ୍ୟ କରୁଛନ୍ତି ଯେ, ଆଜି ପର୍ଯ୍ୟନ୍ତ କେଉଁଠି ଥିଲେ, କାହିଁକି ୨୫ ବର୍ଷ ପରେ ଏକାଠି। ଅପକମିଂ ଫିଲ୍ମ ‘ଭୂତ ବଙ୍ଗଲା’ର ପ୍ରଚାର ପ୍ରସାରରେ ଖୁବ୍ ବ୍ୟସ୍ତ ଅଛନ୍ତି ଅକ୍ଷୟ କୁମାର । ୧୦ ତାରିଖରେ ଏ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । କେବଳ ଅକ୍ଷୟ ନୁହନ୍ତି, ଫିଲ୍ମର ପୂରା ଷ୍ଟାର୍କାଷ୍ଟ ଆଜିକାଲି ଏ ଫିଲ୍ମର ପ୍ରମୋସନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ହଁ, ଦୁହିଁଙ୍କ ଭିତରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି ଯେ, ଦୁହିଁଙ୍କ ମୁଣ୍ଡର ସାମ୍ନା ପଟ କେଶ ଧୀରେଧୀରେ କମ୍ ହୋଇଗଲାଣି । ଅକ୍ଷୟ ତାଙ୍କୁ ଅନେକଥର ବାଇକରେ ବସେଇ ନେଇଯାଉଥିଲେ ଡାନ୍ସ କ୍ଲାସକୁ ।
ଉତ୍ସବରେ ଉପସ୍ଥିତ ନିର୍ଦ୍ଦେଶକ ପ୍ରିୟଦର୍ଶନ ହସି ହସି କହିଥିଲେ, ୨୫ ବର୍ଷ ଭିତରେ ଦୁହିଁଙ୍କ ଭିତରେ ବିଶେଷ କିଛି ପରିବର୍ତ୍ତନ ମୁଁ ଦେଖୁନାହିଁ । ତବୁଙ୍କ ସହ ମୁଁ ୮ଟି ଫିଲ୍ମ କରିଛି । ସେ ସେତେବେଳେ ହଇରାଣ କରୁଥିଲେ, ଆଜି ବି କରୁଛନ୍ତି । ଅକ୍ଷୟ ପୁଣି କହିଥିଲେ, କଥା ହେଉଛି ମୁଁ ମୋ କାମରେ ଓ ତବୁ ତାଙ୍କ କାମରେ ବ୍ୟସ୍ତ ରହିଲେ । ପ୍ରିୟଦର୍ଶନ ସାର୍ କେଉଁଠି ବ୍ୟସ୍ତ ରହିଲେ କେଜାଣି । ଏହି ଅବସରରେ ତବୁ କହିଥିଲେ, ଫିଲ୍ମ କରିବା ପୂର୍ବରୁ ସେ ଅକ୍ଷୟଙ୍କୁ ଜାଣିଥିଲେ । ଅକ୍ଷୟ ଓ ସେ ଗୋଟିଏ ଡାନ୍ସ କ୍ଲାସ୍ରେ ନୃତ୍ୟ ଶିଖୁଥିଲେ ।
ଏଥିସହ ପଢ଼ନ୍ତୁ: ସରିଲା ପୁଷ୍ପା ଆସିଲେ ରାକ୍କା: ଅଲ୍ଲୁଙ୍କ କ୍ରାଇମ୍ ଲୁକ୍ ମାର୍କେଟରେ ଚହଳ
ଏଥିରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଅଛନ୍ତି ୱାମିକା ଗବ୍ବି । ତବୁ ମଧ୍ୟ ଏ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଦୀର୍ଘ ୨୫ ବର୍ଷ ପରେ ଏ ଫିଲ୍ମରେ ପୁଣି ଥରେ ଏକାଠି କାମ କରିଛନ୍ତି ଅକ୍ଷୟ ଓ ତବୁ । ଏକତା କପୁରଙ୍କ ସହ ମିଶି ଅକ୍ଷୟ ଏ ଫିଲ୍ମର ପ୍ରଯୋଜନା କରୁଛନ୍ତି । ୨୫ ବର୍ଷ ତଳେ ‘ହେରାଫେରି’ରେ ଅକ୍ଷୟ ଓ ତବୁ ଏକାଠି ନଜର ଆସିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାର୍ଯ୍ୟକ୍ରମରେ ଅକ୍ଷୟ କହିଥିଲେ, ଦୀର୍ଘ ୨୫ ବର୍ଷ ଲାଗିଗଲା ପୁଣି ଥରେ ତବୁଙ୍କ ସହ କାମ କରିବା ପାଇଁ । ‘ହେରାଫେରି’ ପରେ ଦୁହିଁଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିନଥିଲା । ଏହା ଶୁଣି ତବୁ କହିଥିଲେ, ଅକ୍ଷୟ ହଠାତ୍ ମୋ ଜୀବନରୁ ଭୂତ ଭଳି ଗାଏବ୍ ହୋଇଗଲେ । ତା’ପରେ ତାଙ୍କ ସହ କାମ କରିବା ସୁଯୋଗ ମିଳିଲା ନାହିଁ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories