Heartbreak Story / ଥଲାପତି ବିଜୟଙ୍କ ପୁଅ ଜେସନ ସଞ୍ଜୟଙ୍କର ଭାଙ୍ଗିଥିଲା ହୃଦୟ…ଫିଲ୍ମରେ ଏଣ୍ଟି ପରେ କହିଲେ ବଡ଼ କଥା
·1 hour ago·2 min read

Key Points
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ଥାଲାପତି ବିଜୟଙ୍କ ପୁଅ ଜେସନ ସଞ୍ଜୟ ଏଣ୍ଟରଟେନମେଣ୍ଟ ଜଗତରେ ଏଣ୍ଟ୍ରି କରିଛନ୍ତି
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ଥାଲାପତି ବିଜୟଙ୍କ ପୁଅ ଜେସନ ସଞ୍ଜୟ ଏଣ୍ଟରଟେନମେଣ୍ଟ ଜଗତରେ ଏଣ୍ଟ୍ରି କରିଛନ୍ତି। କିନ୍ତୁ ଏଣ୍ଟ୍ରି କରିବାପରେ ସେ ତାଙ୍କ ଜୀବନକୁ ନେଇ ବଡ଼ କଥା କହିଛନ୍ତି। ସେ "ସିଗ୍ମା" ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ସିନେମା ହଲରେ ପ୍ରମୋଟ କରାଯାଉଛି। ଜେସନ ଫିଲ୍ମର ଜୋରଦାର ପ୍ରମୋସନ କରିଛନ୍ତି। ନିକଟରେ, ସେ ପ୍ରଥମ ଥର ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ସେ କିପରି ଭଲପାଇବାରେ ବିଫଳ ହେବାପରେ ଭାଙ୍ଗିପଡ଼ିଥିଲେ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି।
ଭିଜେ ସିଦ୍ଧୁଙ୍କ ସହ ଏକ ଆଲୋଚନାରେ ସେ କହିଥିଲେ, "ପ୍ରେମ କେବଳ ଥରେ ହୋଇଥିଲା। ଏହା ବହୁତ ଦିନ ପୂର୍ବରୁ ଯେତେବେଳେ ଆମେ କଲେଜରେ ଥିଲୁ। ଆମେ ଦେଢ଼ ବର୍ଷ ପାଇଁ ସମ୍ପର୍କରେ ଥିଲୁ। ଆମର ପରସ୍ପର ମଧ୍ୟରେ ବ୍ରେକଅପ୍ ହୋଇଥିଲା। ଆମେ ପରସ୍ପର ସହିତ କଥା ହୋଇଥିଲୁ ଏବଂ ତା'ପରେ ବ୍ରେକଅପ୍ ହୋଇଯାଇଥିଲା।“
ଜେସନ ଫିଲ୍ମମେକିଙ୍ଗରେ ପାଠ ପଢ଼ିଛନ୍ତି। ସେ ବିଦେଶରେ ତାଙ୍କ ପାଠ ପଢ଼ା ସାରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ, ଯେତେବେଳେ ବିଦେଶରେ ଥିଲି ସେତେବେଳେ ବ୍ରେକଅପ ହୋଇଥିଲା। ଦୂରରେ ଥିବାରୁ ଆମ ରିଲେସନଶିପ ଭଙ୍ଗିଯାଇଥିଲା। ସମ୍ପର୍କ ଭାଙ୍ଗିବାପରେ ଏକୁଟିଆ ରହିବା ଶିଖିଗଲି। ବ୍ରେକଅପ ହେବାପରେ ଖାଲିସମୟରେ ମୁଁ ମୋ ଫେଭରେଟ ଗୀତ ହିଁ ଶୁଣୁଥିଲି। ଯୁବାନ ଶଙ୍କର ମୋର ଫେଭରେଟ ସିଙ୍ଗର ଅଟନ୍ତି ବୋଲି କହିଥିଲେ।
ସେ ଆହୁରି କହିଥିଲେ ଯେ ସେ ଜାଣିଶୁଣି ସୋସିଆଲ ମିଡିଆରୁ ଦୂରରେ ରହୁଛନ୍ତି। ସେ କହିଥିଲେ, "ମୁଁ ଇନଷ୍ଟାଗ୍ରାମରେ କାହାଣୀ ପୋଷ୍ଟ କରିବାକୁ କେବେ ଠିକ ଭାବେନାହିଁ। ଯଦି ମୁଁ କାହାଣୀ ପୋଷ୍ଟ କରି ବ୍ରେକଅପ୍ ପରେ ପୁଣି ସେି ଷ୍ଟୋରୀ ଦେଉଛି ତେବେ ଆମେ ଏହି ସମ୍ପର୍କକୁ କେବେ ଭୁଲିପାରିବୁନାହିଁ। ତେଣୁ ଆମେ ଦୂରତା ବଜାୟ ରଖିଲୁ। ମୁଁ ଏପରି କାମ କେବେ କରେନି ଯାହା ମୁଁ କରିବାକୁ ଚାହେଁନାହିଁ। ମୁଁ ଠିକ୍ ଅଛି, ଏବଂ ଆମେ ଦୁହେଁ ଆଗକୁ ବଢ଼ିଛୁ। ତା’ପରେ, ମୁଁ ସିଗମାକୁ ଫେରିଲି।"
ସିଗମା ଏକ ଆକ୍ସନ୍-ଆଡଭେଞ୍ଚର୍ କମେଡି-ଡ୍ରାମା ଫିଲ୍ମ। ଫିଲ୍ମରେ ସୁନ୍ଦୀପ କିଶନ, ଫାରିଆ ଅବଦୁଲ୍ଲା, ରାଜୁ ସୁନ୍ଦରମ୍, ସମ୍ପଥ ରାଜ, ଶିବ ପଣ୍ଡିତ, ଅନବୁ ଥାସନ ଏବଂ ଯୋଗ ଜପି ଅଭିନୟ କରିଛନ୍ତି।

- ବ୍ରେକଅପ୍ ସମୟରେ ତୁମେ ନିଜକୁ କିପରି ସମ୍ଭାଳିଥିଲ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଜନ ନାୟକନ୍' ଯୋଗୁଁ ସ୍ଥଗିତ ହୋଇଥିଲା ମୁଭି
ଫିଲ୍ମଟି ଜୁଲାଇ ୩୧ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ କରାଯାଇଥିଲା। ଥଲାପତି ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟକନ' ମୁଭି ଜୁଲାଇ ୩୧ ତାରିଖରେ ରିଲିଜ କରିଥିଲା। ରାଜନୀତିରେ ପ୍ରବେଶ କରିବା ପରେ ବିଜୟ ଚଳଚ୍ଚିତ୍ରରୁ ଅବସର ନେଇଥିଲେ। ତେଣୁ, 'ଜନ ନାୟକନ' ତାଙ୍କର ଶେଷ ଫିଲ୍ମ ଥିଲା। ଏହି ଫିଲ୍ମ ସହିତ କମ୍ପିଟିସନ ଏଡାଇବା ପାଇଁ 'ସିଗମା”କୁ ସ୍ଥଗିତ ରଖାଯାଇଥିଲା। ସିଗମା ଏବେ ଅକ୍ଟୋବର ୨ ତାରିଖରେ ରିଲିଜ ହୋଇଛି।
Related Topics
Explore more stories