CM Gifted To Mother / ମା'ଙ୍କୁ ମନ୍ଦିର ନିର୍ମାଣ କରିଦେଲେ ମୁଖ୍ୟମନ୍ତ୍ରୀ, ଏମିତି ପୁଅ ସମସ୍ତଙ୍କୁ ମିଳୁ...
·1 hour ago·2 min read

Key Points
ମୁଖ୍ୟମନ୍ତ୍ରୀ ଦେଲଷ ମା'ଙ୍କୁ ବଡ଼ ଉପହାର
ଖୁସି ହୋଇଗଲେ ମା'
ଖୁସି ହୋଇଗଲେ ମା'
ତାମିଲ ନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ଖୁବ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ବିଜୟ ନିଜ ପର୍ସନାଲ ଏବଂ ଫ୍ରଫେସନାଲ ଲାଇଫକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ଭିତରେ ମା'ଙ୍କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ସାଇ ବାବାଙ୍କ ଜଣେ ପ୍ରଚଣ୍ଡ ଭକ୍ତ। ଅଧିକ ବୟସ ହେତୁ ସେ ପ୍ରାୟତଃ ଶିରିଡି ଯାଇପାରୁ ନଥିଲେ। ସେଥିପାଇଁ ବିଜୟ ତାଙ୍କ ମାଆଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର କୋରାତ୍ତୁର ଅଞ୍ଚଳରେ ନିଜ ଖର୍ଚ୍ଚରେ ତାଙ୍କ ମାଆଙ୍କ ପାଇଁ ଏକ ସାଇ ବାବା ମନ୍ଦିର ନିର୍ମାଣ କରିଥିଲେ।'' ଏହା ଦେଖିବା ପରେ ବିଜୟଙ୍କ ମା' ମଧ୍ୟ ଖୁବ ଖୁସି ହୋଇଯାଇଥିବା ପ୍ରକାଶ କରିଛନ୍ତି।''
ଯେଉଁ ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଥାଲାପତି ବିଜୟ ଏବେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ, ସିନେ ଇଣ୍ଡଷ୍ଟ୍ରିର ପଞ୍ଚମ ବ୍ୟକ୍ତି ଭାବେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି।ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଦୁଇ ଦିନ ପରେ, ଥାଲାପତି ବିଜୟ ତାମିଲ ସିନେମା ଇଣ୍ଡଷ୍ଟ୍ରୀକୁ ଏକ ବଡ଼ ଉପହାର ଦେଇଛନ୍ତି । ସେ ରାଜ୍ୟରେ ସିଙ୍ଗମ ଫେମ୍ ଅଭିନେତା ଏବଂ ତ୍ରିଶା କୃଷ୍ଣନଙ୍କ ଆଗାମୀ ଆକ୍ସନ୍ ଡ୍ରାମା "କରୁପ୍ପୁ" ପାଇଁ ସକାଳ ୯ ଟାର ସ୍ୱତନ୍ତ୍ର ଶୋ'କୁ ଅନୁମୋଦନ କରିଛନ୍ତି । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ।
ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ସାଇ ବାବାଙ୍କ ଜଣେ ପରମ ଭକ୍ତ। ବୟସଧିକ ହେତୁ ସେ ପ୍ରାୟତଃ ଶିରିଡି ଯାଇପାରନ୍ତି ନାହିଁ। ସେସବୁକୁ ନଜରରେ ରଖି ମା'ଙ୍କ ପାଇଁ ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଥିଲେ।ଶୋଭା ଚନ୍ଦ୍ରଶେଖର ପ୍ରତି ଗୁରୁବାର ଏହି ମନ୍ଦିରକୁ ଦର୍ଶନ ଓ ପ୍ରାର୍ଥନା କରିବାକୁ ଯାଆନ୍ତି। ବିଜୟ କେବଳ ତାଙ୍କର ମହାନତା ଦେଖାଇବା ପାଇଁ ନୁହେଁ, ବରଂ ତାଙ୍କ ମାଆଙ୍କୁ ମାନସିକ ଶାନ୍ତି ଦେବା ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ଯାହା କି ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା।ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ସାଇ ବାବାଙ୍କର ଜଣେ ଭକ୍ତ।
ଅଧିକ ବୟସ ହେତୁ ସେ ପ୍ରାୟତଃ ଶିରିଡି ଯାଇପାରୁ ନଥିଲେ। ସେଥିପାଇଁ ବିଜୟ ତାଙ୍କ ମାଆଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର କୋରାତ୍ତୁର ଅଞ୍ଚଳରେ ନିଜ ଖର୍ଚ୍ଚରେ ତାଙ୍କ ମାଆଙ୍କ ପାଇଁ ଏକ ସାଇ ବାବା ମନ୍ଦିର ନିର୍ମାଣ କରିଥିଲେ। କିନ୍ତୁ ପୁଅ ପାଇଁ ସେ ଦର୍ଶନ କରିପାରିଛନ୍ତି। ମାତୃଦିବସରେ ମୁଖ୍ୟମନ୍ତ୍ରୀ ବିଜୟ ମା'ଙ୍କୁ ଏହି ଉପହାର ଦେଇଛନ୍ତି।''
କେବଳ ସେତିକି ନୁହେଁ, ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଶାଙ୍କ ପାଇଁ ମଧ୍ୟ ଅନେକ କିଛି କରିବା ଆରମ୍ଭ କଲେଣି। ବିଜୟ ଏବଂ ତ୍ରିଶା ତାମିଲ ସିନେମାର ସବୁଠାରୁ ସଫଳ ଦମ୍ପତିମାନଙ୍କ ମଧ୍ୟରୁ ଜଣେ । ସେମାନେ "ଗିଲି," "ଥିରୁପାଚି," "ଆଥି," "କୁରୁଭି," ଏବଂ "ଲିଓ" ଭଳି ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଛନ୍ତି । ଏହି ଫିଲ୍ମଗୁଡ଼ିକ ବ୍ୟବସାୟିକ ସଫଳତା ଏବଂ ପ୍ରଶଂସକଙ୍କ ମଧ୍ୟରେ ହିଟ୍ ମଧ୍ୟ ହୋଇଛି ।
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ପ୍ରଥମ ବଡ଼ ନିଷ୍ପତ୍ତି
ତଥାପି, ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଗୁଜବ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି । ବିଶେଷକରି ତ୍ରିଶା ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପରେ ଗୁଜବ ତୀବ୍ର ହୋଇଥିଲା । ବିଜୟଙ୍କ ଛାଡପତ୍ର ଦାଖଲ ଦ୍ୱାରା ଏହି ଗୁଜବଗୁଡ଼ିକୁ ଆହୁରି ଜୋର ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: