Rashmika Mandanna / ସମସ୍ତଙ୍କ ସାମ୍ନାରେ ରଶ୍ମିକାଙ୍କ ହାତକୁ ଧରିଲେ ବିଜୟ, ଫ୍ୟାନ୍ସ କହିଲେ ସବୁ କନଫର୍ମ
·10 months ago·2 min read

Key Points
ସମସ୍ତଙ୍କ ସାମ୍ନାରେ ରଶ୍ମିକାଙ୍କ ହାତକୁ କିସ୍ କଲେ ବିଜୟ
ଅଭିନେତ୍ରୀ କହିଲେ...
ଅଭିନେତ୍ରୀ କହିଲେ...
ସମସ୍ତଙ୍କ ସାମ୍ନାରେ କନଫର୍ମ କଲେ ଅଭିନେତା ବିଜୟ ଦେବରକୋଣ୍ଡା। ଖୁବଶୀଘ୍ର ହେବ ବାହାଘର। ଭାଇରାଲ ହେଉଛି ଦୁହିଁଙ୍କ ଫଟୋ। ଲାଜେଇ ଯାଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ସାଉଥ୍ ଲଭେବଲ୍ କପଲ ଅଭିନେତା ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା । ଦୁହେଁ ସର୍ବ ସମ୍ମୁଖରେ ତାଙ୍କ ସମ୍ପର୍କକୁ ଲୁଚାଇ ରଖନ୍ତି। ଅକ୍ଟୋବରରେ ଏହି ଯୋଡ଼ିର ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ହେଲେ ଉଭୟ ଏହା ଉପରେ ଚୁପ୍ ରହିଥିଲେ। କିନ୍ତୁ ଏବେ ଶେଷରେ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ଅଫ୍-ସ୍କ୍ରିନ୍ ରୋମାନ୍ସ ଦେଖିବାକୁ ମିଳିଲା। ତାହା ପୁଣି ସର୍ବ ସମ୍ମୁଖରେ । ଯାହା ପରେ ଭାଇରାଲ ହେବାରେ ଲାଗିଛି।
ଏହା ପ୍ରଥମ ଥର ଯେତେବଳେ ବିଜୟ, ରଶ୍ମିକା ମନ୍ଦାନା ପବ୍ଲିକରେ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି। ଭିଡିଓକୁ ଦେଖିବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସ ଖୁବ୍ ଖୁସି ହୋଇଯାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ତାଙ୍କର ରିୟଲ୍ ଲାଇଫ୍ ଗର୍ଲଫ୍ରେଣ୍ଡ୍'। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି 'ହାଏ'। ସୂଚନା ମିଳିଛି ଯେ ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି । ହେଲେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ବିବାହ କିମ୍ବା ନିର୍ବନ୍ଧ ବିଷୟରେ କନଫର୍ମ ହୋଇନାହିଁ।
ଏଥିସହ ପଢ଼ନ୍ତୁ: ନିର୍ବନ୍ଧ ଖବର କନଫର୍ମ କଲେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା: "କହିଲେ ସମସ୍ତେ ଜାଣିଛନ୍ତି"
ରଶ୍ମିକାଙ୍କ ନୂଆ ଫିଲ୍ମ 'ଦ ଗର୍ଲଫ୍ରେଣ୍ଡ୍' ବକ୍ସ ଅଫିସରେ ଖୁବ୍ କଲେକସନ୍ କରୁଛି। ଏନେଇ ହାଇଦ୍ରବାଦରେ ଏହି ଫିଲ୍ମର ଏକ ସକ୍ସେସ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଜୟ ଦେବରକୋଣ୍ଡା ମଧ୍ୟ ପହଞ୍ଚିଥିଲେ । ଯେଉଁଥିରେ ବିଜୟ ରଶ୍ମିକାଙ୍କ ହାତକୁ ଧରି ସମସ୍ତଙ୍କ ସାମ୍ନାରେ କିସ୍ କରୁଥିବା ଦେଖାଯାଇଛି । ଏହା ପରେ ରଶ୍ମିକା ଲାଜେଇ ଯାଇ ହସି ଦେଇଥିଲେ ।ସାଉଥ ସୁନ୍ଦରୀ ରଶ୍ମିକାଙ୍କ ଫ୍ୟାନ ଫଲୋର୍ସ ଖୁବ ଅଧିକ। ସାଉଥ ପରେ ଏବେ ବଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରୁଛନ୍ତି। "ଛାଭା" ଫିଲ୍ମ ପରେ, ତାଙ୍କର ଦୀପାବଳିରେ ମୁକ୍ତିଲାଭ କରିଥିବା "ଥାମା" ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିକଟରେ ଅଭିନେତ୍ରୀଙ୍କ ହାତରେ ହୀରା ମୁଦି ଦେଖି ପ୍ରଶଂସକମାନେ କଳ୍ପନା ଜଳ୍ପନା କରିଥିଲେ ଯେ ସେ ନିର୍ବନ୍ଧ କରି ସାରିଛନ୍ତି। ଏବେ ରଶ୍ମିକା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କ ଫିଲ୍ମ "ଥାମା"ର ପ୍ରମୋସନ କରିବା ସମୟରେ, ରଶ୍ମିକାଙ୍କୁ ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ନିର୍ବନ୍ଧ ବିଷୟରେ ପଚରାଯାଇଥିଲା। ଅଭିନେତ୍ରୀ, ଅଧିକ ମନ୍ତବ୍ୟ ନ ଦେଇ, କେବଳ କହିଥିଲେ, " ଏହା ବିଷୟରେ ସମସ୍ତେ ଜାଣିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories