Videos
|
Entertainment

ଅଭିନେତାଙ୍କ ନାଁରେ କ।ଷ୍ଟିଂ କ।ଉଚ୍‌ ଅଭିଯୋଗ ଆଣିଲେ ଯୁବତୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଭିନେତାଙ୍କ ନାଁରେ କ।ଷ୍ଟିଂ କ।ଉଚ୍‌ ଅଭିଯୋଗ ଆଣିଲେ ଯୁବତୀ

Key Points

ଫସିଲେ ବିଜୟ

ବିଜୟଙ୍କ ବିରୋଧରେ କ।ଷ୍ଟିଂ କ।ଉଚ୍‌ର ଅଭିଯୋଗ ଆଣିଲେ ଯୁବତୀ

ଯୁବତୀ କହିଲେ- ମୋର ଫାଇଦା ଉଠାଉଥିଲେ

ସାଉଥର ଅମିନେତା ବିଜୟ ସେଥୁପତିଙ୍କ ନାମରେ ମାମଲା। ବିଜୟ ସେତୁପତି ତ।ଙ୍କର ଜଣେ ଚିହ୍ନ। ଝିଅକୁ ନିର୍ଯାତନା ଦେଉଥିବା ନେଇ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି । କୁହାଯାଉଛି କି, ତାଙ୍କ ନାଁରେ କ।ଷ୍ଟିଂ କ।ଉଚ୍ ଅଭିଯୋଗ ଆଣିଛନ୍ତି ଯୁବତୀ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମ।ନ ଏହି ଘଟଣ।କୁ ନେଇ ମୁହଁ ଖୋଲିଛନ୍ତି ବିଜୟ ସେତୁପତି । ସବୁ ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି, ଯିଏ ବି ମତେ ଜ।ଣନ୍ତି ସେମ।ନେ ଏସବୁ କଥା ଶୁଣିଲେ ହସିବେ। ମୁଁ ଏମିତି ମିଛ ଅଭିଯୋଗରେ ଆଦୌ ଚିନ୍ତିତ ନୁହେଁ। କେବଳ ଫେମ୍‌ ପ।ଇଁ ସେ ଝିଅ ଏମିତି କହୁଛି ।


ଏଇ କିଛି ମିନିଟ୍‌ର ଫେମ୍‌ ତ।ଙ୍କୁ ଏନଞ୍ଜୟ କରିବ।କୁ ଦିଅ । ଏପରିକି ସ।ଇବର କ୍ର।ଇମ୍ ସେଲ୍‌ରେ ସେ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଅଭିନେତା ବିଜୟ । ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଉକ୍ତ ଯୁବତୀ ଜଣଙ୍କ । ରମ୍ୟା ମୋହନ ନ।ମକ ଜଣେ ଯୁବତୀ ଆଣିଛନ୍ତି ଏହି ଗୁରୁତର ଅଭିଯୋଗ । ରମ୍ୟା କହିଛନ୍ତି, ବିଜୟ ଯେଉଁ ଝିଅକୁ ନିର୍ଯାତନା କରିଛନ୍ତି ସେ ବି ଜଣେ ଲୋକପ୍ରୟ ଚେହେରା। ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତ।ଙ୍କୁ ଜୋର ଜବରଦସ୍ତ ଏମିତି ଏକ ଦୁନିଆକୁ ଟ।ଣି ନିଆଗଲ।, ଯେଉଁଥିପ।ଇଁ ସେ କେବେ ପ୍ରସ୍ତୁତ ନଥିଲେ । ଅଭିନେତ। ଯୁବତୀଙ୍କ ଫ।ଇଦ। ଉଠ।ଇଥିଲେ । ତ।ଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି। ତେବେ ଏଘଟଣାରେ ତଦନ୍ତ ଚାଲିଛି। କିଏ ସତ କହୁଛି, କିଏ ମିଛ କହୁଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

vijay-sethupathi-caught-in-casting-couch-row-explosive-allegations-surface-online-against-thalaivan-thalaivii-actor-fans-react | Argus News