Malaika Arora / କିଏ ହର୍ଷ ମେହଟ୍ଟା ? ହୀରା ବ୍ୟବସାୟୀଙ୍କ ସହ ଇଟାଲିରେ ମଲାଇକା...
·6 months ago·2 min read

Key Points
କିଏ ହର୍ଷ ମେହଟ୍ଟା ?
୧୯ ବର୍ଷ ସାନ ହୀରା ବ୍ୟବସାୟୀଙ୍କ ପ୍ରେମରେ ମଲାଇକା

ଅର୍ଜୁନ କପୁରଙ୍କ ସହ ବ୍ରେକ ଅପ୍ ପରେ ନୂଆ ପ୍ରେମିକଙ୍କ ସହ ସାମ୍ନାକୁ ଆସିଛନ୍ତି। ପୁଣି ଥରେ ଅଭିନେତ୍ରୀ ମଲାଇକାଙ୍କ ପ୍ରେମକୁ ନେଇ ଚର୍ଚ୍ଚା। ନେଟିଜେନ୍ସ ମାନେ ବିଶ୍ୱାସ କରନ୍ତି ଯେ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ପରେ, ଅଭିନେତ୍ରୀ ପୁଣି ଥରେ ତାଙ୍କ ପ୍ରେମକୁ ଆଗକୁ ବଢ଼ାଇଛନ୍ତି । କିଛି ଇନଷ୍ଟାଗ୍ରାମ ଆକାଉଣ୍ଟ ଦାବି କରିଥିଲା ଯେ, ମଲାଇକାଙ୍କ ସହିତ ଦେଖାଯାଇଥିବା ଯୁବକ ଜଣକ ୩୩ ବର୍ଷୀୟ ହୀରା ବ୍ୟବସାୟୀ ହର୍ଷ ମେହେଟ୍ଟା। ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ପରେ, ଅନୁମାନ କରାଯାଉଛି କାରଣ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଖୁବ୍ ହେଉଛି।
ତାଙ୍କ ଜୀବନରେ ନୂଆ ପ୍ରେମ ଏଣ୍ଟ୍ରି କରିଛି। ରେଡିଟ୍ରେ ମଲାଇକାଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହା ନେଟିଜେନ ମାନଙ୍କୁ କଳ୍ପନାଜଳ୍ପନା କରିବାକୁ ବାଧ୍ୟ କରୁଛି ଯେ, ବଲିଉଡ୍ ଡିଭାଙ୍କ ସହ ଇଏ ପୁଣି କିଏ ? କ’ଣ ଜେନଜି ପ୍ରେମିକଙ୍କ ସହିତ ଇଟାଲୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରିଛନ୍ତି? ହର୍ଷ ମେହେଟ୍ଟା ୩୩ ବର୍ଷ ବୟସ୍କ । ମଲାଇକାଙ୍କ ବୟସ ୫୨ ବର୍ଷ । ମଲାଇକା ଏବେ ତାଙ୍କ ଠାରୁ ୧୯ ବର୍ଷ ସାନ ବ୍ୟବସାୟୀ ହର୍ଷଙ୍କୁ ଡେଟ୍ କରୁଛନ୍ତି ବୋଲି କୁହାଯାଉଛି। କହିବାକୁ ଗଲେ ହର୍ଷ ଜଣେ ହୀରା ବ୍ୟବସାୟୀ। ଏହା ବ୍ୟତୀତ, ସେ ସାନକସ୍ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ମଧ୍ୟ।
ଏଥିସହ ପଢ଼ନ୍ତୁ: ରଶ୍ମିକା-ବିଜୟଙ୍କ ବିବାହ ପୂର୍ବରୁ ଜାଣନ୍ତୁ କିଏ ଅଧିକ ଧନୀ ଏବଂ ଶିକ୍ଷିତ ?
ସେ କୋଟି କୋଟି ଟଙ୍କାର ସମ୍ପତ୍ତି ମାଲିକ ଅଟନ୍ତି। ଏପର୍ଯ୍ୟନ୍ତ ହର୍ଷଙ୍କ ମୋଟ ସମ୍ପତ୍ତି ଜଣାପଡିନାହିଁ। କହିବାକୁ ଗଲେ ଗତ ବର୍ଷ, ମୁମ୍ବାଇରେ ଏକ କନସର୍ଟରେ ଯୋଗଦେବା ସମୟରେ, ମଲାଇକା ଆରୋରା ହର୍ଷଙ୍କ ସହ କଥାବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି କ୍ଲିପ୍ ପ୍ରେମ ସମ୍ପର୍କକୁ ନେଇ ଗୁଜବ ସୃଷ୍ଟି କରିଥିଲା। ସୂଚନାଅନୁସାରେ ଜଣେ ରେଡିଟରେ ମଲାଇକାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "ଟ୍ରେଭି ଫାଉଣ୍ଟେନରେ ମଲାଇକାଙ୍କ ଭାଲେଣ୍ଟାଇନ୍ ? ୧୪ ଫେବୃଆରୀରେ ଟ୍ରେଭି ଫାଉଣ୍ଟେନରେ ମଲାଇକା ତାଙ୍କ ଲଭ୍ଙ୍କ ସହିତ ନଜର ଆସିଥିଲେ..." ଫଟୋରେ, ଏହି ମିଷ୍ଟ୍ରି ବୟଙ୍କୁ ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍ ସମ୍ମୁଖରେ ମଲାଇକାଙ୍କ ସହିତ ସେଲ୍ଫି ନେଉଥିବାର ଦେଖାଯାଉଛି। କିନ୍ତୁ ଅନେକ ରେଡିଟରେ ମଧ୍ୟ ଅନୁମାନ କରୁଛନ୍ତି ଯେ, ଫଟୋଟି ହୁଏତ ଏକ ପିଆର ଷ୍ଟଣ୍ଟ ପାଇଁ ନିଆ ଯାଇଥାଇପାରେ। ତେବେ ମଲାଇକା ଆରୋରା ଏପର୍ଯ୍ୟନ୍ତ ଫଟୋ ଉପରେ କୌଣସି କମେଣ୍ଟ ଦେଇନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories