Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଵକ୍ସ ଅଫିସରେ ରେକର୍ଡ କରୁଛି ଯୋଦ୍ଧା

Rashmita Mishra
Browse all articles by Rashmita Mishra
·2 years ago·1 min read
ଵକ୍ସ ଅଫିସରେ ରେକର୍ଡ କରୁଛି ଯୋଦ୍ଧା

ଅର୍ଗସ ବ୍ୟୁରୋ: ସିଦ୍ଧାର୍ଥ ମଲହୋତ୍ରାଙ୍କର ଯୋଦ୍ଧା ଫିଲ୍ମ ରିଲିଜ୍ ହୋଇଛି । ପ୍ରଥମ ଦିନରୁ ତାଙ୍କ ଫ୍ୟାନ୍ସ ମାନଙ୍କର ଭିଡ ଦେଖିଵାକୁ ମିଳିଥିଲା ହଲରେ ।ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜଵରଦସ୍ତ ଆକ୍ସନ ଲୁକ୍ ଦେଖିଵାକୁ ମିଳିଛି । ଦିଶା ପାଟାନି ଏବଂ ରାଶି ଖାନ୍ନା ମଧ୍ୟ 'ଯୋଦ୍ଧା ଫିଲ୍ମ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମ ଯୋଦ୍ଧା ହିରୋ ୟଶ ଜୋହର, କରଣ ଜୋହର,ଅର୍ପୂଵ ମେହେଟ୍ଟା ଏବଂ ଶଶାଙ୍କ ଖତାନଙ୍କ ଦ୍ୱାରା ତିଆରି କରାଯାଇଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଯୋଦ୍ଧା ସାଗର ଅମ୍ବ୍ରେ ଲେଖିଛନ୍ତି ଏବଂ  ପୁଷ୍କର ଓଜାଙ୍କ ସହ ନିର୍ଦ୍ଦେଶନା ଦେଇଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଚଳଚ୍ଚିତ୍ର ଭାରତର ସଵୁ ହଲରେ ଭଲ ପ୍ରର୍ଦଶନ କରୁଛି । ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି  ୪.୨୫ କୋଟି ରୋଜଗାର କରିଥିଲା ।ଦିତ୍ଵୀୟ ଦିନରେ ୫.୭୫କୋଟି ଟଙ୍କା ରୋଜଗାର କରିଛି । ଆଗକୁ ଏହିପରି ଭଲ ପ୍ରଦର୍ଶନ କରିଵ ଵୋଲି ଆଶା ମଧ୍ୟ କରାଯାଇଛି । 

ସିଦ୍ଧାର୍ଥ ମଲହୋତ୍ରାଙ୍କ ବ୍ୟତୀତ ଦିଶା ପାଟାନି ଏବଂ ରାଶି ଖାନ୍ନା ମଧ୍ୟ ଯୋଦ୍ଧା ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଏହିଚଳଚ୍ଚିତ୍ରଟି ଫୋର୍ସର କମାଣ୍ଡିଂ ଅଫିସର ଅରୁଣ କାଟିଆଲଙ୍କ ସହ ଉଦ୍ଧାର କାର୍ଯ୍ୟ ଉପରେ ଆଧାରିତ। ଏହି ଫିଲ୍ମରେ ଆପଣ ଦେଖିଵାକୁ ପାଇଵେ ହାଇ ଆକ୍ସନ୍ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yodha movie | Argus News