Gold Rate Today / ସୁନା ଦରରେ ବଡ଼ ପରିବର୍ତ୍ତନ, ବଢିଲା ସୁନା ଦର! ଜାଣନ୍ତୁ ରାଜଧାନୀରେ ଭରିଏ ସୁନା କିଣିଲେ କେତେ ଦେବେ?
·6 months ago·2 min read

Key Points
କିଛି ଦିନ ହେଲା ସୁନା ଦର ଆଶ୍ବସ୍ତି କରିଥିବା ବେଳେ। ଆଜି ସୁନା ଦରରେ ପରିବର୍ତ୍ତନ ଦେଖା ଦେଇଛି। ଯଦି ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଜି ହିଁ କିଣିଦିଅନ୍ତୁ ସୁନା।
କିଛି ଦିନ ହେଲା ସୁନା ଦର ଆଶ୍ବସ୍ତି କରିଥିବା ବେଳେ। ଆଜି ସୁନା ଦରରେ ପରିବର୍ତ୍ତନ ଦେଖା ଦେଇଛି। ଯଦି ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଜି ହିଁ କିଣିଦିଅନ୍ତୁ ସୁନା। ତେବେ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ହେଉଛି ୧,୪୪,୪୧୦ ଟଙ୍କା । ଏହାସହିତ ୧୮ କ୍ୟାରେଟ୍ ୧୦ଗ୍ରାମ ସୁନା ଦର ହେଉଛି ୧,୧୮,୧୯୦ ଟଙ୍କା ।
ଜାନୁଆରୀ ୨୯ ତାରିଖରେ ସୁନା ପ୍ରତି ୧୦ ଗ୍ରାମ ପିଛା୧,୮୦,୭୭୯ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। GoodReturns ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୫୭,୫୨୦କୁ ବୃଦ୍ଧି ହୋଇଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ର ତଥ୍ୟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବଜାର ବନ୍ଦ ହେବା ସୁଦ୍ଧା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୫୫,୦୬୬ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଯେହେତୁ ଶନିବାର ଏବଂ ରବିବାର ବଜାର ବନ୍ଦ ରହିଥାଏ, ତେଣୁ ଉଭୟ ଦିନ ସମାନ ମୂଲ୍ୟ ରହିଥାଏ।
ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୪୪,୨୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ତୋଳା ୧,୫୭,୩୭୦ ଟଙ୍କାରେ ବିକ୍ରି ହେଉଛି।
ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । ସଠିକ୍ ରେଟ ପାଇଁ ଆପଣଙ୍କର ସ୍ଥାନୀୟ ଅଳଙ୍କାର ସହିତ ଯୋଗାଯୋଗ କରନ୍ତୁ ।
ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପିଟିଆଇ ଅନୁଯାୟୀ, କୋଟାକ୍ ସିକ୍ୟୁରିଟିଜ୍ର କମୋଡିଟି ରିସର୍ଚ୍ଚର ସହାୟକ ଉପାଧ୍ୟକ୍ଷ କୟନତ ଚେନୱାଲା କହିଛନ୍ତି ଯେ ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ବିବାଦକୁ ନେଇ ବଢ଼ୁଥିବା ଚିନ୍ତା ଯୋଗୁଁ ସୁନା ବୃଦ୍ଧି ପାଉଛି, ଏହାର ସମାନ ଧାରାରେ ରୂପ ଦର ବି ବୃଦ୍ଧି ପାଉଛି। ବଢ଼ୁଥିବା ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ସବୁର ଚାହିଦା ବୃଦ୍ଧି ପାଉଛି।
ଏଥିସହ ପଢ଼ନ୍ତୁ: ଚାଲିଛି ବିବାହ ଋତୁ... ଜାଣିନିଅନ୍ତୁ ଆପଣଙ୍କ ସହରରେ ଆଜି କେତେ ରହିଛି ସୁନା ରୁପା ଦର...?

Related Topics
Explore more stories