Gold Price Falling / ପୁଣି କମିଲା ସୁନା ଓ ରୁପା ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ୍ ?
·4 months ago·2 min read

Key Points
ଏଇ ସପ୍ତାହରେ କେତେ କମିଲା ସୁନା ଓ ରୁପା ?
ଜାଣନ୍ତୁ କାହିଁକି କମୁଛି ସୁନା ମୂଲ୍ୟ
ଜାଣନ୍ତୁ କାହିଁକି କମୁଛି ସୁନା ମୂଲ୍ୟ
ପୁଣି କମିଲା ସୁନା ଓ ରୁପା ଦର। ଏହି ସପ୍ତାହରେ ହଠାତ୍ ସୁନା ମୂଲ୍ୟ କମିଥିବାବେଳେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିଛି। ଏଇ ସପ୍ତାହରେ ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି। ସୁନା ପ୍ରତି ୧୦ ଗ୍ରାମ ₹୧,୨୧୬ ହ୍ରାସ ପାଇଥିବା ବେଳେ ରୁପା କମିଛି ₹୩,୩୮୯ ଟଙ୍କା। ଦର ହ୍ରାସ ପରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୧,୫୦,୨୬୩ ଟଙ୍କା ରହିଛି। ପୂର୍ବରୁ, ଏହା ଗତ ସପ୍ତାହରେ, ଏପ୍ରିଲ ୨୫ ତାରିଖରେ ୧,୫୧,୪୭୯ ଟଙ୍କା ରହିଥିଲା। ଏହି ସମୟରେ ରୂପା ପ୍ରତି କିଲୋଗ୍ରାମ ₹୨,୪୩,୭୨୦ ରୁ ହ୍ରାସ ପାଇ ₹୨,୪୦,୩୩୧ ରେ ପହଞ୍ଚିଛି। ଗତ ସପ୍ତାହରେ ସୁନା ଏବଂ ରୁପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି।
.ସୁନା ଏବଂ ରୁପାର ମୂଲ୍ୟରେ ଏତେ ବଡ଼ ହ୍ରାସ କାହିଁକି ହେଲା:
ଟ୍ରମ୍ପଙ୍କ ଅଭିଭାଷଣ ବଜାରର ମନୋଭାବକୁ ଦୁର୍ବଳ କରିଦେଇଛି। ସେ କହିଛନ୍ତି ଯେ, ସେ ଦୁଇରୁ ତିନି ସପ୍ତାହ ମଧ୍ୟରେ ବଡ଼ ପଦକ୍ଷେପ ନେବେ।ଏହି ବିବୃତ୍ତି ପରେ ଯୁଦ୍ଧ ପରିସ୍ଥିତି ଆହୁରି ଖରାପ ହେଉଥିବା ପରି ମନେ ହେଉଛି, ଯାହା କାରଣରୁ ସୁନା ଏବଂ ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଉଛି।''ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତକାଲି ତୁଳନାରେ, ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୮ ଡଲାରରୁ ଅଧିକ ବୃଦ୍ଧି ପାଇ ୧୦୬ ଡଲାରରୁ ଅଧିକ ହୋଇଛି।
ଅନ୍ୟପଟେ ଆପଣ ଜାଣିଥିବେ ଯେ, ଣ୍ଡାରକୁ ଆସିଲା ୧୦୪ ଟନ୍ ସୁନା। ବଦଳୁଥିବା ପରିସ୍ଥିତି ଦେଖି ସତର୍କ ଆର୍ବିଆଇ। ବଦଳୁଥିବା ଭୂରାଜନୈତିକ ପରିସ୍ଥିତିରେ ସମସ୍ତେ ସୁନା ଗଚ୍ଛିତ କରି ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଭାରତ ବି ପଛରେ ପଡ଼ି ନାହିଁ। ଆର୍ବିଆଇ ଏକ ବଡ଼ ପଦକ୍ଷେପ ନେଇ ୧୦୪.୨୩ ମେଟ୍ରିକ ଟନ ଦେଶର ସୁନା ଭଣ୍ଡାରକୁ ସ୍ଥାନାନ୍ତର କରିଛି।ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ଶେଷରେ ରିଜର୍ଭ ବ୍ୟାଙ୍କର ନେଟ୍ ଫରୱାର୍ଡ ଆସେଟ୍ସ ୧୦୩.୦୬ ବିଲିୟନ ଆମେରିକୀୟ ଡଲାର ଥିଲା। ବିଦେଶୀ ମୁଦ୍ରା ସମ୍ପତ୍ତିର ବ୍ୟବହାର ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ବିଦେଶୀ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକରେ ସିକ୍ୟୁରିଟିଜ୍ ଏବଂ ଡିପୋଜିଟ୍ ନିବେଶରେ ସାମାନ୍ୟ ହ୍ରାସ ଏବଂ ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଏବଂ BISରେ ଡିପୋଜିଟ୍ରେ ବୃଦ୍ଧି ଦେଖିବାକୁ ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ରୁପା ଦରରେ ଲକ୍ଷାଧିକ ହ୍ରାସ:
ସୁନା ଅପେକ୍ଷା ରୁପା ଦରରେ ଅଧିକ ଅପଡାଉନ ହୋଇଛି। ଅଲ୍ ଟାଇମ ହାଇରୁ ଲକ୍ଷାଧିକ ଶସ୍ତା ହୋଇଛି ରୁପା ମୂଲ୍ୟ। ଗତବର୍ଷ ୨୦୨୫ ଡିସେମ୍ବର ୩୧ ତାରିଖ ସୁ୍ଦ୍ଧା ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ୨୯ ଜାନୁଆରୀ ୨୦୨୬ ସୁଦ୍ଧା ଏହା ୩.୮୬ ଲକ୍ଷ ଟଙ୍କାର ଅଲ୍ ଟାଇମ ହାଇରେ ପହଞ୍ଚିଥିଲା। ଏହି ୯୧ ଦିନ ମଧ୍ୟରେ ରୁପା ମୂଲ୍ୟରେ ୧.୪୬ ଲକ୍ଷ ଟଙ୍କା ହ୍ରାସ ପାଇ ବର୍ତ୍ତମାନ ଏକ କେଜି ମୂଲ୍ୟ ୨.୪୦ ଲକ୍ଷ ଟଙ୍କା ରହିଛି।
ଏଥିସହ ପଢ଼ନ୍ତୁ: ଆଉ ରହିବନି ସୁନା ଭୟ: ସତର୍କ ଆର୍ବିଆଇ, ଭଣ୍ଡାରକୁ ଆସିଲା ୧୦୪ ଟନ ସୁନା
.ଅଲ୍ ଟାଇମ ହାଇରୁ ୨୬ ହଜାର ଶସ୍ତା ସୁନା:
ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ୨୪ କ୍ୟାରେଟ ସୁନା ମୂଲ୍ୟ ଥିଲା ୧.୩୩ ଲକ୍ଷ ଟଙ୍କା। ଏହାପରେ ୨୯ ଜାନୁଆରୀ ୨୦୨୬ରେ ଏହା ସର୍ବୋଚ୍ଚ ସ୍ତର ୧.୭୬ ହଜାର ଟଙ୍କା ଛୁଇଁଥିଲା। ହେଲେ ଇରାନ ଯୁଦ୍ଧ ପରେ ଏଥିରେ ୨୬ ହଜାର ଟଙ୍କା ହ୍ରାସ ପାଇ ୧.୫୦ ଲକ୍ଷ ରହିଛି।
ଅଧିକ ପଢ଼ନ୍ତୁ ସୁନା ଦର ଖବର:

Related Topics
Explore more stories