Videos
|
Health-wellness

ଆପଣ ଜାଣିଛନ୍ତିକି ଆମ୍ଵ ଖାଇଵା ଦ୍ଵାରା....

Rashmita Mishra
Browse all articles by Rashmita Mishra
·2 years ago·1 min read
ଆପଣ ଜାଣିଛନ୍ତିକି ଆମ୍ଵ ଖାଇଵା ଦ୍ଵାରା....

ଅର୍ଗସ ବ୍ୟୁରୋ: ଖରା ଦିନ ଆସିଲେ ଆମ୍ଵ ପ୍ରଚୁର ମାତ୍ରାରେ ମିଳିଥାଏ । ଆଉ ଆମ୍ଵ ସମସ୍ତଙ୍କୁ ଭଲ ଲାଗିଥାଏ । ଆପଣ ଜାଣିଛନ୍ତିକି ଆମ୍ଵ ଖାଇଵା ଦ୍ଵାରା ଅନେକ ଫାଇଦା ମିଳିଥାଏ । ତେଵେ ଆସନ୍ତୁ ଜାଣିଵା ଆମ୍ଵ ଖାଇଲେ କଣ ଫାଇଦା ମିଳେ ।

ସାରା ଦୁନିଆରେ ପ୍ରାୟ ୧୫୦୦ ପ୍ରକାରରୁ ଅଧିକ ଆମ୍ଵ ଦେଖିଵାକୁ ମିଳେ ।ସ୍ଵାଦରେ ଯେମିତି ମିଠା ଦେଖପଵାରେ ମଧ୍ୟ ସେତିକି ମଧୁର ଏହି ଫଳଟି ଅନେକ ଲାଭଦାୟକ ଅଟେ । 

ଆମ୍ଵର ଫାଇଦା :-
ଆମ୍ଵରେ ଫାଇଵର ଗୁଣ ଅତ୍ୟଧିକ ଥିଵାରୁ ଏହା ହଜମ ପ୍ରକିୟାକୁ ଵଢାଇଥାଏ ତାହା ସହ କାଷ୍ଠାରୁ ଦୂରରେ ରଖେ ଵିଟାକେରୋଟିନ ଥିଵାରୁ ଆଖିର ଦୃଷ୍ଟି ଶକ୍ତିକୁ ଵଢାଇଥା

ଏଥିରେ ଭିଟାମିନ ସି ଭରପୂର ଥିଵାରୁ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶରୀରକୁ ସୁସ୍ଥ ରଖେ ତାସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ 

ହାର୍ଟ ରୋଗ ହୋଉକି କ୍ୟାନସର ଭଳି ଅନେକ ଵଡ ଵଡ ରୋଗକୁ ନିୟନ୍ତ୍ରଣ କରିଵାରେ ସାହାର୍ଯ୍ୟ କରେ । 
 

6-health-benefits-of-mangoes | Argus News