Mobile Phone Addiction / “ବିଛଣାରେ ଶୋଇ ମୋବାଇଲ୍ ବ୍ୟବହାର କରୁଥିଲି…” ପରେ ଅପରେସନ୍ କରିବାକୁ ପଡିଲା, "ଫୋନ ଧରିବା କମ କରନ୍ତୁ"
·2 weeks ago·2 min read

Key Points
ସ୍ମାର୍ଟଫୋନ ଆମ ଜୀବନରେ ଏକ ବଡ଼ ଅଂଶ ପାଲଟିଯାଇଛି
ଏହି ଫୋନ ଅତ୍ୟଧିକ ବ୍ୟବହାର ଏବେ ଜଟିଳ ରୋଗର କାରଣ ପାଲଟିଛି

ସ୍ମାର୍ଟଫୋନ ଆମ ଜୀବନରେ ଏକ ବଡ଼ ଅଂଶ ପାଲଟିଯାଇଛି। ସତରେ ଫୋନ ବିନା ଆମେ ଆଉ କହି ବଞ୍ଚିପାରିବାନି କହିଲେ ଭୁଲ ହେବନି। କିଛି ଲୋକ ୨୪ଘଣ୍ଟାରୁ ୨୦ ଘଣ୍ଟା ପାଖାପାଖି ଫୋନ ବ୍ୟବହାର କରୁଥିବେ। ଆଉ ଏହି ଫୋନ ଅତ୍ୟଧିକ ବ୍ୟବହାର ଏବେ ଜଟିଳ ରୋଗର କାରଣ ପାଲଟିଛି। ଜଣେ ପ୍ରସିଦ୍ଧ ତାମିଲ ଅଭିନେତ୍ରୀ ଶକିଲାଙ୍କର ଏକ ଗମ୍ଭୀର ସର୍ଭାଇକାଲ୍ ସମସ୍ୟା ଯୋଗୁଁ ନିକଟରେ ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଛି। ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ ଫୋନ୍ ବ୍ୟବହାର କରିବା ସମୟରେ ତାଙ୍କ ବେକକୁ ଲଗାତାର ବଙ୍କା କରିବା ଯୋଗୁଁ ଏହି ରୋଗ ହୋଇଛି।
ଏହା ପରେ, ଶକିଲା ସର୍ଭାଇକାଲ୍ ସ୍ପାଇନ୍ ସମସ୍ୟାକୁ ଏଡାଇବା ପାଇଁ ଲୋକମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର ସୀମିତ କରିବାକୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ଶୋଇ ରହି ଘଣ୍ଟା ଘଣ୍ଟା ଧରି ଖେଳ ଖେଳିବା ଏବଂ ଭିଡିଓ ଦେଖିବା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା।“
ନ୍ୟୁରୋଲୋଜିଷ୍ଟ ଡକ୍ଟର ସୁଧୀର କୁମାର କହିଛନ୍ତି ଯେ ଭୁଲ ପୋଜିସନ ଏବଂ ଦୀର୍ଘ ସମୟ ଧରି ସ୍କ୍ରିନକୁ ଦେଖିବା ଦ୍ୱାରା ମେରୁଦଣ୍ଡ ଡିସ୍କ ସମସ୍ୟା ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ବୟସ, କମ୍ ଶାରୀରିକ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ଅନେକ ବିପଦ କାରଣ ମଧ୍ୟ ଏହି ସମସ୍ୟାକୁ ବୃଦ୍ଧି କରିଥାଏ। କାରଣ ଲୋକେ ମୋବାଇଲ ବ୍ୟବହାର କରିବା ଦିନଠୁ ଶାରିରୀକ ବ୍ୟାୟାମ କିମ୍ବା ବାହାରେ ବୁଲାବୁଲି କରୁ ନାହାନ୍ତି।
ହସ୍ପିଟାଲରୁ ଫେରିବା ପରେ, ଏକ ଭିଡିଓ ବାର୍ତ୍ତାରେ, ଶକିଲା ତାଙ୍କ ଘର ନିକଟସ୍ଥ ମେଡୱେ ହସ୍ପିଟାଲରେ ହୋଇଥିବା ଅସ୍ତ୍ରୋପଚାର ବିଷୟରେ କହିବାସହ ନିଜ କଷ୍ଟ ଯନ୍ତ୍ରଣାର ଅଭିଜ୍ଞତା ଶେୟାର କରିଛନ୍ତି।
ଶକିଲା କହିଛନ୍ତି "ସତ କହିବାକୁ ଗଲେ, ମୁଁ ମଜା କରୁନାହିଁ। ମୁଁ ସମସ୍ତ ପିଲା ଏବଂ ସମସ୍ତଙ୍କ ପାଇଁ ଏକ ଫୋନ୍ ଏକ ଆବଶ୍ୟକତା, କିନ୍ତୁ ଯଦି ତୁମେ ଏହାକୁ ଆବଶ୍ୟକ ସମୟରେ ବ୍ୟବହାର କର।" ତାଙ୍କ ଫୋନ୍ ଅଭ୍ୟାସ ବିଷୟରେ କହିବାକୁ ଗଲେ, ସେ କହିଲେ, "ମୁଁ ପ୍ରାୟ ଚାରି ଘଣ୍ଟା ଶୋଇକି ଗେମ ଖେଳୁଥିଲି। ମଝିରେ ମଝିରେ ମୋତେ କଫି କିମ୍ବା ଚା’ ପିଇବାକୁ ଉଠାଇ ଦେଉଥିଲେ। ମୁଁ ଉଠୁଥିଲି ଚା’ ପିଉଥିଲି ଆଉ ପୁଣି ସେହି ଗେମ ଖେଳରେ ଲାଗିପଡ଼ୁଥିଲି। ମୁଁ ୟୁଟ୍ୟବୁ ଆଉ ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଥିଲି।
ଏହି ଅଭ୍ୟାସ ପାଇଁ ମୁଁ ସର୍ଭାଇକାଲ ସମସ୍ୟାରେ ପଡ଼ିଲି। ବହୁତ ଯନ୍ତ୍ରଣାଦାୟକ ଥିଲା। ଲାଗୁଥିଲା ଯେମିତି ନୁଇ ହାଡ଼ ମଧ୍ୟରୁ କିଛି ବାହାରି ଆସୁଛି। ସେଥିପାଇଁ ମୋର ଟାଇଟେନିୟମ ଚିପ ଲାଗିଛି। ଆଉ ଏହାକୁ ସ୍କ୍ୟୃରେ ଫିକ୍ସ କରାଯାଇଛି।
ହାଇଦ୍ରାବାଦର ଆପୋଲୋ ହସ୍ପିଟାଲର ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଧୀର କୁମାର କହିଛନ୍ତି ଯେ ଶକିଲାଙ୍କ ଅବସ୍ଥା ସର୍ଭାଇକାଲ୍ ଡିସ୍କ ସମସ୍ୟା କିମ୍ବା ସ୍ଲିପ ଡିସ୍କ ଭଳି ମନେ ହେଉଛି। ଏହାପରେ ମୋର ସସର୍ଜରୀ କରାଯାଇଥିଲା। ସେ କହିଛନ୍ତି ଯେ କିଛି ଘଣ୍ଟା ଧରି ଗୋଟିଏ ପାର୍ଶ୍ୱରେ ଫୋନକୁ ଦେଖିବା ଦ୍ୱାରା ସର୍ଭାଇକାଲ୍ ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିପାରେ।

- ଫୋନ୍ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାକୁ ଆପଣଙ୍କ ଆବଶ୍ୟକତା ଅନୁସାରେ ବ୍ୟବହାର କରନ୍ତୁ
ଶକିଲା କହିଛନ୍ତି "ସତ କହିବାକୁ ଗଲେ, ମୁଁ ମଜା କରୁନାହିଁ। ମୁଁ ସମସ୍ତ ପିଲା ଏବଂ ସମସ୍ତଙ୍କ ପାଇଁ ଏକ ଫୋନ୍ ଏକ ଆବଶ୍ୟକତା, କିନ୍ତୁ ଯଦି ତୁମେ ଏହାକୁ ଆବଶ୍ୟକ ସମୟରେ ବ୍ୟବହାର କର।" ତାଙ୍କ ଫୋନ୍ ଅଭ୍ୟାସ ବିଷୟରେ କହିବାକୁ ଗଲେ, ସେ କହିଲେ, "ମୁଁ ପ୍ରାୟ ଚାରି ଘଣ୍ଟା ଶୋଇକି ଗେମ ଖେଳୁଥିଲି। ମଝିରେ ମଝିରେ ମୋତେ କଫି କିମ୍ବା ଚା’ ପିଇବାକୁ ଉଠାଇ ଦେଉଥିଲେ। ମୁଁ ଉଠୁଥିଲି ଚା’ ପିଉଥିଲି ଆଉ ପୁଣି ସେହି ଗେମ ଖେଳରେ ଲାଗିପଡ଼ୁଥିଲି। ମୁଁ ୟୁଟ୍ୟବୁ ଆଉ ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଥିଲି।
ଏହି ଅଭ୍ୟାସ ପାଇଁ ମୁଁ ସର୍ଭାଇକାଲ ସମସ୍ୟାରେ ପଡ଼ିଲି। ବହୁତ ଯନ୍ତ୍ରଣାଦାୟକ ଥିଲା। ଲାଗୁଥିଲା ଯେମିତି ନୁଇ ହାଡ଼ ମଧ୍ୟରୁ କିଛି ବାହାରି ଆସୁଛି। ସେଥିପାଇଁ ମୋର ଟାଇଟେନିୟମ ଚିପ ଲାଗିଛି। ଆଉ ଏହାକୁ ସ୍କ୍ୟୃରେ ଫିକ୍ସ କରାଯାଇଛି।
- ଫୋନର ପୋଜିସନ୍ ବେକକୁ କିପରି ପ୍ରଭାବିତ କରେ
ହାଇଦ୍ରାବାଦର ଆପୋଲୋ ହସ୍ପିଟାଲର ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଧୀର କୁମାର କହିଛନ୍ତି ଯେ ଶକିଲାଙ୍କ ଅବସ୍ଥା ସର୍ଭାଇକାଲ୍ ଡିସ୍କ ସମସ୍ୟା କିମ୍ବା ସ୍ଲିପ ଡିସ୍କ ଭଳି ମନେ ହେଉଛି। ଏହାପରେ ମୋର ସସର୍ଜରୀ କରାଯାଇଥିଲା। ସେ କହିଛନ୍ତି ଯେ କିଛି ଘଣ୍ଟା ଧରି ଗୋଟିଏ ପାର୍ଶ୍ୱରେ ଫୋନକୁ ଦେଖିବା ଦ୍ୱାରା ସର୍ଭାଇକାଲ୍ ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିପାରେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେମିତି ଏହି ରୋଗରୁ ରକ୍ଷା ପାଇବେ
ଏହି ରୋଗ ନହେବା ପାଇଁ ଏହି ଉପାୟକୁ ଆପଣାନ୍ତୁ ୨୦-୨୦-୨୦ ନିୟମ…ପ୍ରତି ୨୦ ମିନିଟ ସ୍କ୍ରିନର ବ୍ୟବହାର କରୁଥିଲେ ପ୍ରାୟତଃ ୨୦ ଫୁଟ ଦୂରରୁ ୨୦ ସେକେଣ୍ଡର ବ୍ରେକ ନିଅନ୍ତୁ। ଏପରି କରିବା ଦ୍ବାରା ଆଖିକୁ ଆରାମ ମିଳିଥାଏ। ଏବଂ ବେକକୁ ମଧ୍ୟ ରିଲାକ୍ସେସନ ମିଳିଥାଏ।
Related Topics
Explore more stories