Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରସୁଣ ଖାଉଛନ୍ତି କି ଖାଉଥିଲେ ସତର୍କ ରୁହନ୍ତୁ

Health & Wellness

ରସୁଣ ଖାଉଛନ୍ତି କି ଖାଉଥିଲେ ସତର୍କ ରୁହନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·1 min read
ରସୁଣ ଖାଉଛନ୍ତି କି ଖାଉଥିଲେ  ସତର୍କ ରୁହନ୍ତୁ

ଅର୍ଗସ ବ୍ୟୁରୋ: ଆପଣ ଚାଇନାର ରସୁଣ ଖାଉଛନ୍ତି କି ଖାଉଥିଲେ ସତର୍କ ରୁହନ୍ତୁ ।  ଆମ ଦେଶରେ ଆମଦାନ କମ୍ ଥିଵାରୁ  ଚାଇନାର ରସୁଣ ଚୋରା ଚାଲାଣ ବୃଦ୍ଧି ପାଇଛି। ଏହାଦ୍ୱାରା ଭାରତ ସରକାର ଚୀନ୍ ଉପରେ  ବେଆଇନ ଆମଦାନୀକୁ ବିରୋଧ କରିଛନ୍ତି । ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶ ଦେଇ ଚୋରା ଚାଲାଣକୁ ରୋକିବା ପାଇଁ କଷ୍ଟମ ଅଧିକାରୀମାନେ ସ୍ନିଫର କୁକୁର ନିୟୋଜିତ କରିଛନ୍ତି ଏବଂ ହୋଲସେଲ ବିତରକ ଏବଂ ଗୋଦାମରେ ସ୍ଥାନୀୟ ଲୋକମାନଙ୍କ ସଚେତନ କରିଛନ୍ତି ।ରସୁଣର ଆମଦାନି ଭଲ ନହେଉଥିଵାରୁ ସେଥିରେ ପୋକ ଲାଗି ଯାଇ ନଷ୍ଟ ହୋଇଯାଇଛି । ୨୦୧୪ରେ ଭାରତ ଚାଇନାର ରସୁଣ ଆମଦାନୀ ଉପରେ ବାରଣ ହୋଇଥିଲା । 

ରସୁଣର ମୂଲ୍ୟ ଆକାଶଛୁଆଁ :- 
ଗତ ବର୍ଷ ନଭେମ୍ବର ଠାରୁ ମୂଲ୍ୟ ପ୍ରାୟ ଦୁଇଗୁଣ ହୋଇ ୪୫୦-୫୦୦ କିଲୋଗ୍ରାମରେ ପହଞ୍ଚିଛି । ଵିଗତ କିଛି ମାସ ମଧ୍ୟରେ ମୂଲ୍ୟ ଵଢିଛି ଫସଲ ହ୍ରାସ ପାଇଛି । ରସୁଣର ମୂଲ୍ୟ ବୃଦ୍ଧି ଯୋଗୁଁ କୃଷକମାନେ ସେମାନଙ୍କର ଫସଲକୁ ସୁରକ୍ଷିତ କରି ରଖିଛନ୍ତି। ଉଭୟ ଖୁଚୁରା ଏବଂ ହୋଲସେଲ ବଜାରରେ ରସୁଣର ମୂଲ୍ୟ ଵଢିଵା ହେତୁ ଏହା କୃଷକମାନଙ୍କୁ ଏହାର ଲାଭଜନକ ଅବସ୍ଥାରେ ସେମାନଙ୍କ ଉତ୍ପାଦକୁ ସୁରକ୍ଷିତ ରଖିବାକୁ କହିଥାଏ ।

ରସୁଣକୁ କିପରି ସଠିକ୍ ଭାବରେ ବ୍ୟବହାର କରିବେ 
ରସୁଣ କେଉଁଠୁ ଆସୁନା କାହିଁକି ବ୍ୟବହାର କରିବା ପୂର୍ବରୁ ସଠିକ୍ ଭାଵରେ ଧୋଇବେ ପରେ ଖରାରେ ଶୁଖାଇ ରଖିଵ ।ଫୁଟୁଥିବା ପାଣିରେ  ମଧ୍ୟ ପକାଇ ଧୋଇପାରିଵେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
are-you-consuming-chinese-garlic-india-on-alert-why-it-is-harmful | Argus News