Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏହି ଲୋକଙ୍କ ପାଇଁ ଚମତ୍କାର କାମ କରିଥାଏ ଅଞ୍ଜିର...

Health & Wellness

ଏହି ଲୋକଙ୍କ ପାଇଁ ଚମତ୍କାର କାମ କରିଥାଏ ଅଞ୍ଜିର...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏହି ଲୋକଙ୍କ ପାଇଁ ଚମତ୍କାର କାମ କରିଥାଏ ଅଞ୍ଜିର...

ଅର୍ଗସ ବ୍ୟୁରୋ:  ଏହି ସବୁ ଲୋକଙ୍କ ପାଇଁ କୌଣସି ଚମତ୍କାର ଠାରୁ କମ ନୁହେଁ ଅଞ୍ଜିର । ଫାଇଦା ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ। ଅଞ୍ଜିର ଏକ ଏମିତି ଫଳ ଯାହା ଶାରୀରିକ ଶକ୍ତି ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଅଞ୍ଜିରରେ ଥିବା ପ୍ରୋଟିନ, ଫାଇବର, କ୍ୟାଲସିୟମ, ପୋଟେସିୟମ, ଆଇରନ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ।

ଅଞ୍ଜିରର ଫାଇଦା: 
ଅଞ୍ଜିରରେ ଫାଇବର ମିଳିଥାଏ । ଯାହା ପେଟ ସଫା ରଖିବା ସହ ଓ୍ୱେଟ ଲସରେ ମଧ୍ୟ ସହାୟକ କରିଥାଏ। ପାଣିରେ ଭିଜାଇ ଅଞ୍ଜିର ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରୁହେ । ଏହାସହ ହାଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ।

ବ୍ଲଡ ସୁଗାର:
ବ୍ଲଡ ସୁଗାରରେ ପୀଡିତ ଥିବା ରୋଗୀମାନେ ପାଣିରେ ଭିଜାଇ ଅଞ୍ଜିର ଖାଇଲେ ଲାଭ ମିଳିଥାଏ। ଅଞ୍ଜିରରେ ଫାଇବର ଅଧିକ ପରିମାଣରେ ଥାଏ। ଯାହା ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିଥାଏ।

ସ୍କିନ:
ଅଞ୍ଜିର ଆପଣଙ୍କ ସ୍କିନକୁ ହେଲଦି ଏବଂ ଗ୍ଲୋ କରିବାରେ ମଧ୍ୟ ସହାୟକ ହୋଇଥାଏ।


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Benefits of Anjeer: Elevate Your Health with Nature’s Sweet Gift update | Argus News